Yearly Archives

2021

ଘୁନସରରେ ତୁଳସୀ ରାମାୟଣ ପାରାୟଣ ପାଇଁ କଳସ ଶୋଭାଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସାହୁପଡ଼ା (ରୁଗୁଡିପଡ଼ା) ଠାରେ ଆଜି ସାତ ଦିନ ଧରି ହେବାକୁ ଯାଉଥିବା ତୁଳସୀ ରାମାୟଣ ପାରାୟଣ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ସଂକର୍ତ୍ତନ, ଘଣ୍ଟ,
Read More...

ମାର୍ଗଶୀର ପୂର୍ଣ୍ଣିମାରେ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମ ଗନ୍ଧମାର୍ଦ୍ଦନ ପାହାଡ ଶିଖରେ ଆବାହନ କାଳରୁ ଆବିର୍ଭାବ ମା' ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଡିସେମ୍ବର ୧୯ ଓ ୨୦ ଦୁଇଦିନ ଧରି ମହାସମାରୋହରେ ଉତ୍ସାହ
Read More...

ଲୋଇସିଂହାରୁ ବିଜେଡିର ନିର୍ବାଚନ ବିଗୁଲ ଆରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବିଜେଡି ତା'ର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜନ କରି ପ୍ରକାରାନ୍ତରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଛି । ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ସରକାରୀ ସୁବିଧା ସୁଯୋଗରୁ ବଂଚିତ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇଛନ୍ତି ଜଣେ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ତୁଳସୀଡୁଙ୍ଗରି ଗ୍ରାମର ୪୭ ବର୍ଷ ବୟସ୍କା ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ କିଛି
Read More...

ବୀମା କଂପାନୀ ବିରୋଧରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଠାରେ ଫେରାଦ ହେଲା ବିଜେପି କୃଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବ୍‌ଡିଭିଜନରେ ଖରିଫଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ପାଞ୍ଚ ହଜାର ୬ ଶହ ଚାଷୀଙ୍କ ବୀମା ପଞ୍ଜିକରଣ ଏଚ୍‌ଡିଏଫ୍‌ସି ବୀମା କଂପାନୀ ବେଆଇନ ଭାବେ ବାତିଲ କରି ଦେଇଥିବାରୁ ବିଜେପି କୃଷକ ମୋର୍ଚ୍ଚା
Read More...

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ : ଲାଞ୍ଚ ନେଉଥିଲେ ୨ ଲକ୍ଷ ୧୬ ହଜାର

ନୂଆପଡ଼ା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ ତାରାଚରଣ ପଣ୍ଡା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୁନିଅର ଆକାଉଣ୍ଟାଣ୍ଟ ଥିବା ତାରା ଚରଣ ପଣ୍ଡା ଫସିଛନ୍ତି ଭିଜିଲାନ୍ସ ଜାଲରେ । ୨ ଲକ୍ଷ ୧୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ତାରା
Read More...

ଶାନ୍ତିବନରେ ମୁଡ଼ିଙ୍ଗ ଗ୍ରାମ ପଂଚାୟତର ଗ୍ରାମୀଣ ପାର୍କ ଲୋକାର୍ପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ମୁଡ଼ିଙ୍ଗ ଗ୍ରାମ ପଂଚାୟତର ଶାନ୍ତିବନଠାରେ ନବନିର୍ମିତ ଶାନ୍ତିବନ ଗ୍ରାମୀଣ ପାର୍କ ଆଜି ଲୋକାର୍ପିତ ହୋଇଯାଇଛି । ଉକ୍ତ ଗ୍ରାମ ପଂଚାୟତର ସରପଂଚ ଟଙ୍କଧର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଲୋଇସିଂହା ଥାନାରେ ନୂତନ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମ କେଶରୀ ପଟ୍ଟନାୟକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଇଆଇସି ରମାକାନ୍ତ ଜେନାଙ୍କ ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହେବା ପରେ ଏଠାରେ ନୂତନ ଥାନାଧିକାରୀ ଭାବେ ସଂଗ୍ରାମ କେଶରୀ ପଟ୍ଟନାୟକ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଲିଥିବା ଅବାଧ ଦେଶୀ ମଦ
Read More...

ବଲାଙ୍ଗିର ପଞ୍ଚାୟତ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଳାଯିବାକୁ ଅଭିଭାବକ ମଞ୍ଚର ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଞ୍ଚାୟତ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲାଯିବାକୁ ଅଭିଭାବକ ମଞ୍ଚ ପକ୍ଷରୁ ଦାବୀ କରାଯାଇଛି । ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଞ୍ଚର ବିଶେଷ ଅଧିବେଶନ ସଭାପତି ଧର୍ମବ୍ରତଙ୍କ ସଭାପତିତ୍ୱରେ
Read More...

କାର୍‌ ଧକ୍କାରେ ମହିଳା ଇନ୍ସପେକ୍‌ଟର ସରସ୍ୱତୀ ଶତପଥୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ କାର୍‌ ଧକ୍କାରେ ବଲାଙ୍ଗିର ପୋଲିସ ମୁଖ୍ୟା କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଇନ୍ସପେକ୍‌ଟର ସରସ୍ୱତୀ ଶତପଥୀ ଗୁରୁତର ହୋଇଥିବା ସୂଚନା ମିଳିଛି । ସ୍କୁଟିରେ ଆସୁଥିବା ସମୟରେ ସ୍ଥାନୀୟ ଏସ୍‌ଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ
Read More...