Yearly Archives

2021

ପୁରାତନ ଛାତ୍ର ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ପୁରାତନ ତଥା ମେଧାବୀ ଛାତ୍ର ଶକ୍ତି ପ୍ରସାଦ ଶତପଥୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତୁଷାରକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଦୁଇମିନିଟ ନୀରବ
Read More...

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ୨୩ ତାରିଖରୁ : ଭାଗ ନେବେ ୧୦ଟି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଦ୍ୱିତୀୟ କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ
Read More...

ପ୍ରଭାକର ରଥ ସ୍ମୃତି ସମ୍ମାନ ପାଇବେ ଅନିଲ କୁମାର ନନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଟିକ୍ରାପଡା ସ୍ଥିତ ଶ୍ରୀ ଦଧିବାମନ ମନ୍ଦିରଠାରେ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାଧିତଜନବନ୍ଧୁ ପ୍ରଭାକର ରଥ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ସମାରୋହ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୪୭ ଥର ରକ୍ତଦାନ କରିଥିବା ତଥା
Read More...

ଆସନ୍ତା ୨୦୨୨ ସୁଦ୍ଧା ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସହ-ସଂପାଦକ ପ୍ରଭାକର ମିଶ୍ର ବିଗତ ଅଧିବେଶନର
Read More...

ସାଇବର ଅପରାଧ ଓ ସଚେତନତା ବିଷୟରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପି.ପି. ଏକାଡେମୀ ଅଡିଟୋରିୟମରେ ମାହେଶ୍ୱରୀ ସାମାଜିକ ସଂଗଠନ ତରଫରୁ ସାଇବର ଅପରାଧ ଓ ସଚେତନତା ବିଷୟରେ ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତା ଭାବେ ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ଡିଏସ୍‌ପି
Read More...

ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୫ ସାମ୍ବାଦିକଙ୍କୁ ଗିରଫ୍‌ ଘଟଣାକୁ ତୀବ୍ର ନିନ୍ଦା କଲା ବଲାଙ୍ଗିର ଜିଲ୍ଲା ପେସାଦାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ୍‌
Read More...

ବିଜେଡିର ପଂଚାୟତ ନିର୍ବାଚନ ବିଗୁଲ : ତୁରେକେଲା ବ୍ଲକ ଜୋନ ୧୦ରୁ ହେଲା ପ୍ରଚାର

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଜୋନ ନଂ. ୧୦ର ଲର୍କି ଗ୍ରାମରୁ କଂଟାବାଂଜି ବିଜେଡିର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନୀର ବିଗୁଲ ବୁଧବାରଠାରୁ ଆରମ୍ଭ ହୋଇଛି । ଏହି ନିର୍ବାଚନୀ ପ୍ରଚାରରେ କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ
Read More...

ମାନବ ସେବା ହିଁ ଇଶ୍ୱର ସେବାର ବାର୍ତା ଦେଲେ ଖ୍ରୀଷ୍ଟାବଳମ୍ବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗ୍ରେସ୍‌ ଅଫ୍‌ ଗଡ ଚର୍ଚ୍ଚ ପକ୍ଷରୁ ପ୍ରି କ୍ରିସ ମାସ୍ ପାଳିତ ହୋଇଯାଇଛି । ବୁଧବାର ତୋରା ସତ୍ୟନଗର ସ୍ଥିତ ଚର୍ଚ୍ଚରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁତ ଗରିବ, ଦୁଃଖୀ, ଅସହାୟ, କୁଷ୍ଠ ରୋଗୀମାନଙ୍କୁ ସେବା କରାଯାଇଥିଲା । ପାଦ
Read More...

ପ୍ରଦୀପ ମହାରଥୀ ଗ୍ରାମ୍ୟ ପାର୍କ ଓ ପାଠାଗାର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଲିପଡା ଗ୍ରାମ ପଞ୍ଚାୟତ ହୁମରଠାରେ ପ୍ରଦୀପ ମହାରଥୀ ଗ୍ରାମ୍ୟ ଉଦ୍ୟାନ (ପାର୍କ) ଓ ପାଠାଗାରକୁ ଗତକାଲି ଅପରାହ୍ନରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ କରକମଳରେ ଲୋକାର୍ପିତ କରିଛନ୍ତି ।
Read More...

ସିନାପାଲି ପ୍ରାଥମିକ ଶିକ୍ଷକ ସଂଘ ବୈଠକ

ସିନାପାଲି, (ନିରାକାର ମେହେର) : ସିନାପାଲି ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ସଂଘର ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଭା ପ୍ରାରମ୍ଭରେ ସଂଘର ସଂପାଦକ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ ।
Read More...