Yearly Archives

2021

ଭୁତିଆରବାହାଲ ଫୁଟବଲ କପ୍ ଉଦ୍‌ଘାଟିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଚ୍ଚିଦାନନ୍ଦ ହାଇସ୍କୁଲ ଖେଳ ପଡିଆ, ଭୁତିଆରବାହାଲ ଠାରେ ଦ୍ବିତୀୟ ଭୁତିଆରବାହାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଫ୍ରେଣ୍ଡସ୍ କ୍ଲବ, ଭୁତିଆରବାହାଲ ଆନୁକୂଲ୍ୟରେ ୧୬ ଗୋଟି ଦଳକୁ ନେଇ ଏହି ଫୁଟବଲ
Read More...

ଶିଷକେଲାରୁ ୩ ଫୁଟ ୩ ଇଞ୍ଚର ନାଗ ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ବିସିକେଶନ ରଣାଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ପରେ ବିକି ପହଁଚି ୩ ଫୁଟ ୩ ଇଞ୍ଚର ନାଗ ସାପକୁ ଉଦ୍ଧାର କରି ସ୍ଥାନୀୟ
Read More...

ବ୍ଳକସ୍ତରୀୟ ଶିଶୁ ପାଇଁ ଦିନଟିଏ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ଳକ ଅଧ୍ୟକ୍ଷା ଅହଲ୍ୟା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ଚନ୍ଦ୍ରମଣି ନାଗ, ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ସିଡ଼ିପିଓ
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ମାନବ ଶୃଙ୍ଖଳ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମାନବ ଶୃଙ୍ଖଳକୁ ଜିଲ୍ଲାପାଳ ଚଂଚଳ ରାଣା ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଶୁଭାରମ୍ଭ କରିଥିଲେ । ଜିଲ୍ଲାସ୍ତରୀୟ ମାନବ ଶୃଙ୍ଖଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶାନ୍ତିଲାଲ ଦୀପ,
Read More...

୨୭ରେ ଗାଇସିଲେଟ ତହସିଲ ଘେରାଉ କରିବ ଆଦିବାସୀ ଓବିସି ଦଳିତ ସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ମିଳିଥିବା ୪ ଡିସମିଲ ପଟ୍ଟାର ସୀମା ଚିହ୍ନଟ ପାଇଁ ଆସନ୍ତା ୨୭ ତାରିଖ ସୋମବାର ଦିନ ତହସିଲ ଅଫିସ ଘେରାଉ କରିବ ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖା । ସେଥିପାଇଁ ଆଜି ବୁରୋମୁଣ୍ଡାରେ ପ୍ରସ୍ତୁତି ବୈଠକ
Read More...

ସରକାରୀ କାର୍ଯ୍ୟାଳୟରେ ତହସିଲଦାରଙ୍କ ଭୋଜି : ଗାଁ ଲୋକେ ରଖିଲେ ଅଟକ, ପୋଲିସ ପହଂଚିବା ପରେ ଉଦ୍ଧାର ହେଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଫୁଟବଲ ପଡିଆ ଡିମାର୍‌କେସନ୍‌ କରିବା ବାହାନାରେ ଭୋଜି ଭାତର ଆସର ଚାଲିଥିଲା । ତେବେ ଟିଟିଲାଗଡ଼ ବ୍ଳକ ପରାସରା ସର୍‌କଲ୍‌ ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟରେ ଚାଲିଥିଲା ଭୋଜି । ଗାଁର ଗୋଟିଏ ଗୋଷ୍ଠୀ ଲାଞ୍ଚ ଭାବେ ଭୋଜି ଦେଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି
Read More...

ପଂଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ : ମ.ରାମପୁର ସଦର ଆସନ ଅଣସଂରକ୍ଷିତ ମହିଳା ହେବ କି ?

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ଗତ କିଛି ଦିନ ତଳେ ପଂଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ମ.ରାମପୁର ସଦର ପଂଚାୟତରେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା । ତେବେ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପୂର୍ବରୁ ଏଠାରେ ଅଣସଂରକ୍ଷିତ ହେବା ନେଇ
Read More...

ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆଜି ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍‌ଘାଟିତ ହେଇଯାଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ
Read More...

ପଂଚାୟତ ନିର୍ବାଚନ ସଂରକ୍ଷଣ ରଦ୍ଦ ପରେ ମଉଳିଛି ଆଶାୟୀଙ୍କ ଉତ୍ସାହ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ହେବାକୁ ଥିବା ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା ଏବଂ ଏହି ସଂରକ୍ଷଣକୁ ଦେଖି ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ଗୋଟିଏ ପ୍ରକାର ପ୍ରଚାର ଆରମ୍ଭ କରି ଦେଇଥିଲେ । ଗାଁରୁ
Read More...

ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ପକ୍ଷରୁ କୁଇଜ ପ୍ରତିଯୋଗିତା

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଂଗରିଆ ପଂଚାୟତ ପାଞ୍ଚଛକ ସ୍ଥିତ ଜୟ ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରଙ୍କ ଆନୁକୂଲ୍ୟରେ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଏଥିରେ ମା' ପାଟଣେଶ୍ୱରୀ
Read More...