Yearly Archives

2021

କବିତା ପାଠ ଓ ପରିବେଶ ପାଇଁ ଗଛଟିଏ ବ୍ୟାନର ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡେଲାଙ୍ଗ ଷ୍ଟେସନ ବଜାରଠାରେ ଶିକ୍ଷାବିତ ତଥା କବି ଗୋଲଖ ବରାଳଙ୍କ ସଭାପତିତ୍ବରେ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ କବି ଦିଗମ୍ବର ରଥ, ବସନ୍ତ କୁମାର ଦାସ, ସଚିକାନ୍ତ ବାରିକ, ନଟବର ସେଠି, ରୋହିତ କୁମାର
Read More...

ଆରୋଗ୍ୟର ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ଆରୋଗ୍ୟ ଜନସେବା କେନ୍ଦ୍ରଠାରେ ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ମାସର ପ୍ରତ୍ୟେକ ରବିବାର ଦିନ ଏହି ଶିବିର ଅନୁଷ୍ଠିତ ହୋଇଥାଏ । ଗରିବ ଲୋକ ଓ ବରିଷ୍ଠ ନାଗରିକମାନେ ଏହାର ସୁବିଧା ନେଇଥାନ୍ତି
Read More...

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ନରଲା ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇଥିଲେ । ଏହି ଅବସରରେ ଯୋଗ ଦେଇ
Read More...

ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରାଙ୍କ ପିତୃବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ବରିଷ୍ଠ ସାମ୍ବାଦିକ ତଥା ଯୁବୋଦ୍ୟୋଗୀ ପ୍ରଶାନ୍ତ ସାମନ୍ତରାଙ୍କ ପିତା ବିଜୟ ସାମନ୍ତରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିବା ବେଳେ ଗତ କିଛି ମାସ ଧରି ସେ ବୟସ ଜନିତ ବାର୍ଦ୍ଧକ୍ୟରେ ପୀଡ଼ିତ ଥିଲେ ।
Read More...

ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଆରକ୍ଷଣ ଅଧିକାର ହାସଲ ପାଇଁ ପ୍ରସ୍ତୁତି : ମହୁଲପଡା ଗାଁରେ ବିଶାଳ ଆଦିବାସୀ ମେଳି

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ମହୁଲପଡା ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଆଦିବାସୀମାନେ ପାରମ୍ପରିକ ବେସଭୂଷା, ଢ଼ାପ ଡକା ବାଦ୍ୟର ତାଳେ ତାଳେ ନୃତ୍ୟ କରି
Read More...

ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ରତାଖଣ୍ଡିକୁ ହରାଇ ଥାଲବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରି ଗାଁରେ ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର
Read More...

ମ୍ୟୁଜିକ ସର୍କଲରେ ବିଜୟା ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲଠାରେ ବିଜୟା ଉତ୍ସବ ସରକାରୀ ନୀତି ନିୟମ ଅନୁସାରେ ପାଳିତ ହୋଇଯାଇଛି । ଇଂ ପ୍ରତାପ କୁମାର ରାୟଙ୍କ ସଭାପତିତ୍ୱ ଓ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି
Read More...

ଦେଓଗାଁ ବ୍ଲକରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୨ଟା ସମୟରେ ଦେଓଗାଁ ଡାକ ବଙ୍ଗଳା ପରିସରରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଳକ ବିଜେଡି ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଯୁବ
Read More...

ବିଜ୍ଞାନ ସାହିତ୍ୟ ପରିଷଦର ସାଧାରଣ ଅଧିବେଶନ ଓ ଖେଳରେ ବିଜ୍ଞାନ ପୁସ୍ତକର ଲୋକାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପି.ପି. ଏକାଡେମୀ ସଭାଗୃହରେ ବଲାଙ୍ଗିରରେ ଅବସ୍ଥାପିତ ଜିଲ୍ଲା ବିଜ୍ଞାନ ସାହିତ୍ୟ ପରିଷଦର ସାଧାରଣ ଅଧିବେଶନ ପରିଷଦର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ବିଜ୍ଞାନ ସାହିତ୍ୟ ପରିଷଦ ଦ୍ୱାରା
Read More...

ହୃଷିକେଶ ରାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ କ୍ୟାମ୍ପ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତରଫରୁ ବାଗବୁଡି ବସ୍ତିରେ ଚାଲିଥିବା ସପ୍ତାହବ୍ୟାପୀ ଏନ୍‌ଏସ୍‌ଏସ୍‌ (ଜାତୀୟ ସେବା ଶିବିର)କ୍ୟାମ୍ପ ସଂପନ୍ନ ହୋଇଛି । ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ
Read More...