Yearly Archives

2021

ଦେଓଗାଁ ବ୍ଳକରେ ବଲାଙ୍ଗିର ସାଂସଦଙ୍କ ସମୀକ୍ଷା ବୈଠକ : ବୈଠକକୁ ଦଳୀୟ କର୍ମୀଙ୍କୁ ହଁ, ସାମ୍ବାଦିକଙ୍କୁ ନାଁ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ ଗତକାଲି ୨ଟା ସମୟରେ ଦେଓଗାଁ ବିଡ଼ିଓଙ୍କ କୋଠରୀରେ ବ୍ଲକର ଉନ୍ନୟନମୂଳକ କାମର ସମୀକ୍ଷା କରିଥିବା ଜଣାପଡ଼ିଛି । ସମୀକ୍ଷା ବୈଠକ ସମ୍ପୂର୍ଣ୍ଣ ଭାବେ ସରକାରୀ କାର୍ଯ୍ୟକ୍ରମ ଥିବା ବେଳେ ବୈଠକ ଭିତରେ ଦଳୀୟ କର୍ମୀଙ୍କୁ ନେଇ
Read More...

ବଲାଙ୍ଗିର ତୈଳିକ ବୈଶ୍ୟ ସମାଜ ଭବନ ପାଇଁ ଭୂମି ପୂଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶାନ୍ତିପଡା ସ୍ଥିତ ରଞ୍ଜିତ କଲୋନୀଠାରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଭବନ ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ ପ୍ରାରମ୍ଭରେ ପୂଜାର୍ଚ୍ଚନା କରିଥିଲେ । ଜିଲ୍ଲା ସଭାପତି
Read More...

ବିଧାନସଭା ପୂର୍ବରୁ ଜନମତ ଲୋଡିଲେ ନରସିଂହ

ମମିତା ହତ୍ୟାକାଣ୍ଡ ଓ ଚାଷୀ ସମସ୍ୟାକୁ ନେଇ ବିଧାନସଭା ହେବ ହୁଲସ୍ତୁଲ - ନରସିଂହମମିତାଙ୍କୁ ନ୍ୟାୟ ପାଇଁ କଳାକୋର୍ଟ ପିନ୍ଧିବାର ପ୍ରତିଶୃତି ଦୋହରାଇଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକ୍‌ ବିଧାନସଭା ପୂର୍ବରୁ ପୂର୍ବପରି ପୁଣି ଥରେ ଜନମତ ଲୋଡିଛନ୍ତି ବଲାଙ୍ଗିର ବିଧାୟକ
Read More...

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜନ ଜାଗରଣ ଅଭିଯାନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ଵରେ ଜନ ଜାଗରଣ ଅଭିଯାନ ରବିବାର ଜୋନ୍ ନଂ.୨ ରୁଣ୍ଡିମହୁଲ ଛକରୁ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂଗ୍ରେସ କର୍ମୀଙ୍କ ଏକ ଶୋଭାଯାତ୍ରା ରୁଣ୍ଡିମହୁଲରୁ ବାହାରି ପଲସାଗୋରାର
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚନ୍ଦ୍ରମା ସାହୁ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଚନ୍ଦ୍ରମା ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି ଗିରଫ ହୋଇଥିବା ବେଳେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର ହୋଇ ବିଚାର ବିଭାଗୀୟ ହାଜତକୁ ପଠାଇ
Read More...

ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : ଦରଦାମ୍‌ ବୃଦ୍ଧି ପ୍ରତିବାଦରେ କଣ୍ଟାମାଳ ନିର୍ବାଚନ ମଣ୍ତଳି ବିଜେଡି ପକ୍ଷରୁ ପ୍ରତିବାଦ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିକୁ ପ୍ରତିବାଦ କରାଯିବା ସହ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଣ୍ଟାମାଳ ବ୍ଲକ ବିଡ଼ିଓଙ୍କ
Read More...

ଶିକ୍ଷକ ସଂଘର ନୂତନ କର୍ମକର୍ତା ଗଠନ ଓ ଶପଥ ପାଠ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପଡିଆଠାରେ ଶିକ୍ଷକ ସଂଘର ନୂତନ କର୍ମକର୍ତା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୋନାଲ ସେକ୍ରେଟେରୀ ତପନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣି
Read More...

ଆୟୁଷକାମିୟମ୍ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆର୍ୟୁବେଦ ଚିକିତ୍ସା ପ୍ରବିଧି ସହ ସ୍ୱାସ୍ଥ୍ୟକୁ ନେଇ ଏକ ବୌଦ୍ଧିକ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆୟୁଷକାମିୟମ୍, ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆର୍ୟୁବେଦ ଚିକିତ୍ସା ପ୍ରବିଧି ସହ ସ୍ୱାସ୍ଥ୍ୟକୁ ନେଇ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ସ୍ଥାନୀୟ ପାନ୍ଥଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବେଦିକ୍ ପ୍ରବାଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା
Read More...

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମ.ରାମପୁର, (ହେମନ୍ତ ସାହୁ) : ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବିଜେଡି ମହିଳା, ଯୁବ, ଛାତ୍ର ଜନତା ପକ୍ଷରୁ ମ.ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ବିଜେଡି ଯୁବ, ଛାତ୍ର ଓ ମହିଳା କାର୍ଯ୍ୟକର୍ତ୍ତାମାନେ ଦରବୃଦ୍ଧି ନେଇ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨ରୁ ଜଣେ, ଦେଓଗାଁ ବ୍ଲକ ଦେଓଗାଁ ଗ୍ରା.ପ.ରୁ ଜଣେ ଓ ଜରାସିଂହା ଗ୍ରା.ପ.ରୁ ଜଣେ ଚିହ୍ନଟ
Read More...