Yearly Archives

2021

ଘସିଏନରେ ଦୁଗ୍ଧ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଘସିଏନ ଗାଁରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଏକ ଦୁଗ୍ଧ ସଂରକ୍ଷିତ ଗୃହ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହା ଦ୍ୱାରା ଘସିଏନ ଅଞ୍ଚଳର ଚାଷୀମାନେ ତାଙ୍କର ଦୁଗ୍ଧକୁ ଏଠି ରଖି ବହୁତ ସୁବିଧା ପାଇବା ସହ
Read More...

ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଂଗ୍ରେସ ଦଳିତ ସେଲ ପକ୍ଷରୁ ପୁଇଁନ୍ତଲା ବ୍ଲକର ବନ୍ଧପଡା ଗ୍ରାମରେ ସମ୍ବିଧାନ ଦିବସ ସମାରୋହ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦଳିତ ସେଲ ସଭାପତି
Read More...

ନିଟ୍‌ ପ୍ରବେଶିକାରେ ପଶ୍ଚିମ ଓଡ଼ିଶା ଟପ୍ପ୍‌ର ସୋମେଶଙ୍କୁ ସମ୍ବର୍ଦ୍ଧନା

ଶିକ୍ଷାର ବ୍ୟବସ୍ଥା ସୁଦୃଢ ହେଲେ ଅନେକ ଟପର ସୃଷ୍ଟି ହେବେ-ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମେ ଶିକ୍ଷା ଭିତ୍ତିଭୂମିରେ ଅନେକ ପରିବର୍ତ୍ତନ ଆଣିପାରିଛୁ । ପ୍ରାୟତଃ ଶିକ୍ଷାନୁଷ୍ଠାନରେ ଉତ୍ତମ ଶିକ୍ଷାଦାନ ପାଇଁ ଯାହା କିଛି ଭିତ୍ତିଭୂମି ହେଉ କି ଶିକ୍ଷଣୀୟ ଉପକରଣ ହେଉ ତାହା ପାଇ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରା କ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଆଜିର ଦ୍ୱିତୀୟ ଦିନ କଣ୍ଟାବାଞ୍ଜି ଓ ଏଫସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିଣି ପ୍ରଥମେ କଣ୍ଟାବାଞ୍ଜି ଦଳ ବ୍ୟାଟିଂ କରିବାର ନିଷ୍ପତି
Read More...

ସିଏନ୍‌ସି କ୍ୟାମ୍ପସ୍‌ରେ ନିଯୁକ୍ତି ସାକ୍ଷାତକାର : ୧୧ ଜଣ ଛାତ୍ରଛାତ୍ରୀ ଚାକିରୀ ପାଇଁ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏନ୍‌ସି କ୍ୟାମ୍ପସ୍‌ରେ ଗତ ୯ ତାରିଖ ଦିନ ଏକ କନିଷ୍ଠ ହିସାବ ରକ୍ଷକ (ଜୁନିଅର୍‌ ଏକାଉଣ୍ଟେଣ୍ଟ) ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୧ ଜଣ ଚାକିରୀ ପାଇଁ ମନୋନୀତ ହୋଇଥିବା ସୂଚନା ମିଳିଛି । ଏହି ସାକ୍ଷାତକାରରେ ଫାଷ୍ଟ କ୍ଲାସ୍‌
Read More...

କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ପାଳନ ସହ କେତେକ କୃଷି ଦାବୀକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଯୁକ୍ତ କିଷାନ ମୋର୍ଚ୍ଚାର ମୂଖ୍ୟତଃ ୩ କୃଷି ଆଇନକୁ ନେଇ ଆଜିକୁ ବର୍ଷେ ହେବ ଦିଲ୍ଲୀରେ ଲଢେଇ ଜାରି ରହିଛି । ଯାହା ସାରା ଭାରତ ବର୍ଷର କୋଣ ଅଣୁକୋଣରେ ଆନ୍ଦୋଳନର ରୂପ ନେଇଛି । ଫଳ ସ୍ୱରୁପ ବଲାଙ୍ଗିରରେ ମଧ୍ୟ ଜୟ କିଷାନ ଆନ୍ଦୋଳନ ସହିତ ଅନେକ କୃଷକ ସଂଗଠନ
Read More...

ଡ. ଏସ୍‌.ଏନ୍‌. ସୁବାରାଓଙ୍କୁ ସାମୁହିକ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତର ବିଶିଷ୍ଟ ଗାନ୍ଧୀବାଦୀ ତଥା ଜାତୀୟ ଯୁବ ପ୍ରକଳ୍ପ ପ୍ରତିଷ୍ଠାତା ଡ. ଏସ୍‌.ଏନ୍‌. ସୁବାରାଓ ଜୀ (ଭାଇଜୀ) ଗତ ଅକ୍ଟୋବର ୨୭ ତରିଖରେ ଦେହାନ୍ତ ହୋଇଯିବା ପରେ ଭାରତ ବର୍ଷରେ ଭାଇଜୀଙ୍କ ସାଥୀ ସହଯୋଗୀମାନଙ୍କ ଦ୍ୱାରା ବିଭିନ୍ନ ଜାଗାରେ ଶ୍ରଦ୍ଧାଞ୍ଜଳି ସଭା
Read More...

ସେଞ୍ଚୁରିଅନରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର କଳା ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ଛାତ୍ର କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମ୍ବିଧାନ ଦିବସ ଅବସରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟଠାରେ ଛାତ୍ର କଂଗ୍ରେସ କମିଟି ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାବା ସାହେବ ଭୀମ ରାଓ ଆମ୍ବେଦକର ଓ ସମ୍ବିଧାନ ସଭା ସଦସ୍ୟ ବଲାଙ୍ଗିର ମାଟିର ବୀର ପୁତ୍ର ସ୍ବର୍ଗୀୟ
Read More...

ବରଗଡ଼ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ବିଧାନ ଦିବସ ଓ ଆମ୍ ଆଦମୀ ପାର୍ଟିର ସ୍ଥାପନା ଦିବସ ଅବସରରେ ବରଗଡ଼ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୨୦୧୨ ମସିହାରୁ ପାର୍ଟି ଆରମ୍ଭ ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ
Read More...