Yearly Archives

2021

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ମୟୂରଭଞ୍ଜ : ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଗତକାଲି ଠାରୁ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ରେଞ୍ଜ ଅଫିସରମାନେ ବାଘ ଗଣନା ଆରମ୍ଭ କରିଦେଇଛନ୍ତି । ୧୭୪ ଷ୍ଟେସନ ମାଧ୍ୟମରେ ମୋଟ ୮୮୦
Read More...

ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀଙ୍କ ପାରାଦୀପ ବନ୍ଦର ଗସ୍ତ : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ ଯାଉଛି ବୋଲି ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଶୁକ୍ରବାର ପାରାଦୀପ ଗସ୍ତରେ ଆସି ଏଭଳି କହିଛନ୍ତି । ମନ୍ତ୍ରୀ ଶୀ ଠାକୁର ପୂର୍ବାହ୍ନରେ ସ୍ଥାନୀୟ ଜବାହର ଅତିଥି ଭବନରେ ପହଂଚି
Read More...

ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗତକାଲି ଅପରାହ୍ନ ୩ଟା ସମୟରେ ବାଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର
Read More...

ପ୍ରଥମାଷ୍ଟମୀ ଆଜି : ଜ୍ୟେଷ୍ଠ ସନ୍ତାନଙ୍କୁ ସମ୍ବର୍ଦ୍ଧନାର ପର୍ବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମାଷ୍ଟମୀ ଆଜି । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳିତ ହୁଏ । ଓଡ଼ିଶାର ଏକ ପ୍ରମୁଖ ପର୍ବ ଭାବେ ଏହା ସୁପରିଚିତ । ଏହା ପ୍ରକୃତରେ ପରିବାରରେ ଜ୍ୟେଷ୍ଠ ସନ୍ତାନଙ୍କୁ ସମ୍ବର୍ଦ୍ଧନାର ପର୍ବ। ଏହା ଲୋକଭାଷାରେ 'ପୋରୁହାଁ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପୁଣି ପାଠ ପଢିବେ ଦୁଇ ଅସହାୟ ଭାଇ ଭଉଣୀ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ପଞ୍ଚାୟତ ବ୍ରାହ୍ମଣୀଗୁଡା ଗାଁରେ ରହୁଛନ୍ତି ତିନୋଟି ଅନାଥ ଅସହାୟ ଛୁଆ । ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିଲେ । ରହିବା ପାଇଁ ଭଲ ଘର ଖଣ୍ଡେ ନଥିବା ବେଳେ ନିଜର ବୋଲି ଘରଡିହ
Read More...

ପାଟଣାଗଡରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ନିଯୋଜନ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ ମେଳାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ମୁଖ୍ୟ ଅତିଥି
Read More...

କବିତା : ଥରିଲା ଛାଇରେ

ଗଜାନନ ମିଶ୍ର ଛାଇ ଛାଇ ନାଚ,ଥରୁଛି ଦେହ,ଖୋଲ କବାଟ । ମଧୁର ସଙ୍ଗୀତଆଉ ଲାଗୁ ନି ମଧୁର ।ସ୍‌ମୃତି ଛିଡା ବାଟ ଛେକିଜଳନ୍ତା ନିଆଁକୁ ଡେଉଁଥିବାପୋକ ପରି । ଥାଉ, ଅମୂଲ୍ୟ ହେଉ ପଛେପଥର କାଢନା ଭିତରୁ । ହସି ହସି ହେଉ କିକାନ୍ଦି କାନ୍ଦି, ରାତିଟା ବିତୁ । ଏଇଠି, ଏ ସମୟରେନାଇଁ,
Read More...

ସିନ୍‌ଜେନଟା ଇଣ୍ଡିଆ ତରଫରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୩୦ ଶଯ୍ୟା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିନଜେନଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ୩୦ ଶଯ୍ୟା ପ୍ରଦାନ କରାଯାଇଛି । ଗତକାଲି ଏକ ସ୍ୱତନ୍ତ୍ର ଉତ୍ସବରେ କଂପାନୀର ବିଜନେସ ମେନେଜର ଶଶୀଭୂଷଣ ଡିଏମ୍‌ଓ ଡାକ୍ତର ବିଭୂତି ଭୂଷଣ ମେହେରଙ୍କୁ ଏହି ଶଯ୍ୟା ହସ୍ତାନ୍ତର କରିଥିଲେ
Read More...

ସବୁଜ ଛତ୍ରପୁର ସହର ପାଇଁ ‘ମୁକ୍ତା’ ଯୋଜନାରେ ୧ କୋଟି ୫୪ ଲକ୍ଷ ଟଙ୍କା ଅନୁମୋଦନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ବ୍ରିଟୀଶ ରାଜତନ୍ତ୍ର ସମୟର ଅଟେ । ଗଞ୍ଜାମ ମହକୁମା ଭାରତର ପ୍ରଥମ ଜିଲ୍ଲା ହେଡକ୍ୱାଟର ହୋଇଥିବା ବେଳେ ବ୍ରିଟୀଶମାନଙ୍କର ବସତି ଛତ୍ରପୁର ଭଳି ସବୁଜିମା ଓ ବାତାନୁକୂଳ ସ୍ଥାନକୁ ବାଛିନେଇ ଏଠାରେ
Read More...

ମଣିଷର ଜୀବନଯାତ୍ରା

ମୀନକେତନ ବାରଲେବଡ଼ିଆ ମଣିଷର ଜୀବନଯାତ୍ରା ନିଜ ଆୟତ୍ତରେ ନ ଥାଏ । ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିବାର ସ୍ବପ୍ନ ଦେଖୁଥିବା ବେଳେ ପତ୍ନୀ ଛାଡ଼ପତ୍ର ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୁଏ, ପୁତ୍ର ଭଲ ପାଠପଢ଼ି ଡାକ୍ତର କି କଲେକ୍ଟର ହେବ ଭାବୁଥିବା ବେଳେ ଦଶମ ଶ୍ରେଣୀରୁ ହିଁ ଝୁଣ୍ଟି
Read More...