Yearly Archives

2021

ସଂସ୍କାର, ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଦିବ୍ୟଜୀବନ ପାଠଶାଳା ମାଧ୍ୟମରେ ଶିକ୍ଷାଦାନ ଦେବା ପ୍ରୟାସ

ପାଟଣାଗଡ, (ଗୋରେଖନାଥ ବରିହା) : ବିଦ୍ୟାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ସଂସ୍କାର ଓ ଭାରତୀୟ ପରମ୍ପରା ଆଧାରରେ ଜୀବନ୍ୟାସ ପାଠଶାଳା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ଭଳି ଏକ ମହତ୍ ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ପକ୍ଷରୁ ଦିବ୍ୟଜୀବନ ପାଠଶାଳ
Read More...

ବଲାଙ୍ଗିର ୟୁଥ ଏକ୍ସନ କମିଟିର ବାନିପାଲି ଶାଖା କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକର ବାନିପାଲି ୟୁଥ ଏକ୍ସନ କମିଟି କାର୍ଯ୍ୟାଳୟରେ ବଲାଙ୍ଗିର ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ କମିଟି ଗଠନ କରାଯାଇଥିଲା । ଯେଉଁ ଥିରେ ସମସ୍ତଙ୍କ ସର୍ବ ସମ୍ମତି କ୍ରମେ ସଭାପତି
Read More...

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ସଂସ୍କୃତି ଭବନରେ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ଏକୋସ୍ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି ।
Read More...

ବରିଷ୍ଠ ଜାତୀୟସ୍ତରୀୟ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଆଜି ପ୍ରତ୍ୟୁଷରେ ଅର୍ଥାତ ପ୍ରାତଃ ୪ଘଣ୍ଟା ୩୦ ମିନଟରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ୬୭ବର୍ଷ ବୟସରେ ଆଖିବୁଜିଲେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କିଛି ଦିନ ଧରି ଯକୃତ ସଂକ୍ରମଣରେ ସେ
Read More...

ବରଗଡ଼ ସହରରେ ଲାଗିଥିବା ସମସ୍ତ ସିସିଟିଭିକୁ କାର୍ଯ୍ୟକ୍ଷମ କରାଯାଉ : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦିନକୁ ଦିନ ବରଗଡ଼ ସହରର କଳେବର ବୃଦ୍ଧି ପାଉଥିବା ବେଳେ ଜନସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢି ଚାଲିଛି । ସେହିପରି ଅପରାଧ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା
Read More...

କନଗାଁରେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ ଜାରି

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା କନଗାଁ ଗ୍ରାମରେ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ଖପ୍ରାଖୋଲ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କନଗାଁ ଗ୍ରାମର ଶ୍ୟାମ ବରିହାଙ୍କ ପୁଅ ସତ୍ୟ ବରିହା (୧୭) ଗତକାଲି ପ୍ରାୟ ରାତି ୯ଟା
Read More...

ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ୍‌ ଉଦ୍‌ଯାପିତ : ଶିକ୍ଷା ବିଭାଗ ହେଲା ଚମ୍ପିଆନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟଠାରେ ଅନୁଷ୍ଠିତ ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ବୁଧବାର ଦିନରୁ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ
Read More...

ସାମ୍ବାଦିକ ସତ୍ୟ ନାରାୟଣ ବେହେରା ଓ ଗୁରୁ ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗରେ ଦେଓଗାଁ ବ୍ଲକ କଳା ଓ ସଂସ୍କୃତି ସଂଘ…

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ହାଇସ୍କୁଲ ନିକଟସ୍ଥ କଲ୍ୟାଣ ମଣ୍ଡପରେ ଦେଓଗାଁ ବ୍ଳକ କଳା ଓ ସଂସ୍ମୃତି ସଂଘ ପକ୍ଷରୁ ବଲାଙ୍ଗିର ଜିଳ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ସତ୍ୟନାରାୟଣ ବେହେରା ଓ ଗୁରୁ ଘାସିରାମ ବେହେରାଙ୍କ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଏଲଏସି ପାଟଣାଗଡ଼ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଦଶମ ଦିନରେ ଏଲଏସି ପାଟଣାଗଡ଼ ଓ ଗାନ୍ଧିନଗର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ଗାନ୍ଧିନଗର କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ
Read More...

ଉପକନିଷ୍ଟ ଜାତୀୟ ଖୋଖୋ ଖେଳରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଉପକନିଷ୍ଟ ଖୋଖୋ ଖେଳ ହିମାଚଳ ପ୍ରଦେଶର ଉନାଠାରେ ଗତ୨୩/୧୧/୨୦୨୧ରୁ ୨୬/୧୧/୨୦୨୧ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ବଲାଙ୍ଗିର ଜିଲ୍ଲାର ୩ ଜଣ ଖେଳାଳୀ କ୍ଷୀର ସିନ୍ଧୁ ଛତର, ନେପାଲ ହଂସ ଓ କୁବେର ମଲ୍ଲିକ ଅଂଶ ଗ୍ରହଣ କରିଥିଲେ ।
Read More...