Yearly Archives

2021

ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ଜନିତ ପ୍ରବଳବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ରବିଫସଲ ପାଇଁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସୋମବାର ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
Read More...

ଖପ୍ରାଖୋଲ ପୋଲିସର ଚଢ଼ାଉ : ଆଠ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଚଢ଼ାଉ କରି ସୋମବାର ଆଠଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କନ୍ଧେନଝୁଲା ଗାଁ ଛକରେ ଏକ ଗାଡି ଯୋଗେ କିଛି ମହିଳା
Read More...

ଦଳିତ ସହାୟକ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଭାରତ ରତ୍ନ ଡଃ. ଭିମାରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ
Read More...

ଗାଇକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ : ଘଟଣାର ତଦନ୍ତ ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନେକ ସମୟରେ ଏବେ ଆମ୍ବୁଲାନ୍ସ ସଡକ ଦୁର୍ଘଟଣାଗସ୍ତ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ଏ ଘଟଣା ଏବେ ବହୁଳ ସଂଖ୍ୟାରେ ହୋଇ ଆସୁଛି ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଯାହାଫଳରେ କି ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଭାବେ ସହଜରେ ଗ୍ରହଣ କରିବା
Read More...

ସାବାସ୍‌ ନିରୀହ ପଶୁପକ୍ଷୀଙ୍କ ବନ୍ଧୁ କାହ୍ନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିରୀହ ପଶୁପକ୍ଷୀଙ୍କ ବନ୍ଧୁ ସାଜିଛନ୍ତି କାହ୍ନା । ଆଜିର ଯାନ୍ତ୍ରିକ ସମୟରେ ମଣିଷ ପାଇଁ ମଣିଷ ଭିତରେ ଦରଜ ରହୁନଥିବା ବେଳେ ବିପଦରେ ପଡ଼ିଥିବା ପଶୁପକ୍ଷୀଙ୍କ ପାଇଁ କର୍ତ୍ତବ୍ୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା କାହ୍ନା ଶତପଥୀ ଦେବଦୂତ ସାଜିଛନ୍ତି । ତାଳୁଫଟା
Read More...

ସମାଜସେବୀଙ୍କ ସହଯୋଗ ପରେ ବୃଦ୍ଧ ପାଇଲେ ହୁଇଲ ଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କାଉଡୋଲା ଗାଁର ଜଣେ ପକ୍ଷଘାତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବହୁତ କଷ୍ଟରେ ରହୁଛନ୍ତି । ନିଜର ବୋଲି କେହି ନଥିବାରୁ ସେ ବାହାରକୁ ଯିବା ଆସିବା, ଲାଟ୍ରିନ ଯିବା ସମୟରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ
Read More...

ପଲସାଗୋରା ଅଞ୍ଚଳରେ ଛେଳି ମଡକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମରେ ଦେଖା ଦେଇଛି ଛେଳି ମଡ଼କ । ଅଜଣା ରୋଗରେ ଅନେକ ଛେଳିଙ୍କ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗ୍ରାମର ବାଳକ ନାଏକଙ୍କ ଇତି ମଧ୍ୟରେ ୭ଗୋଟି ଛେଳି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୪ବୃଦ୍ଧି ପାଇଛି । ମୃତକ ଜଣକ ଢ଼େଙ୍କାନାଳ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର
Read More...

ମୁକ୍ତିଲାଭ କଲା ପଦ୍ମିନୀ କୋଲ୍‌ହାପୁରେଙ୍କ ଗୀତ ‘ୟେ ଗଲିୟାଁ ୟେ ଚୌବାରା’ : କଣ୍ଠଦାନ କଲେ ଅଭିନେତ୍ରୀ…

ମୁମ୍ବାଇ : 'ପ୍ରେମ୍ ରୋଗ' ଚଳଚିତ୍ରର ପଦ୍ମିନୀ କୋଲ୍‌ହାପୁରେଙ୍କ ଆଇକନିକ୍ ଗୀତ 'ୟେ ଗଲିୟାଁ ୟେ ଚୌବାରା'ର ନୂତନ ସଂସ୍କରଣ ମୁକ୍ତିଲାଭ କରିଛି । ଏହି ଗୀତଟିକୁ ଅଭିନେତ୍ରୀ ନିଜେ ତାଙ୍କ ସୁମଧୁର ସ୍ୱରରେ ଗାଇଛନ୍ତି । ପ୍ରିୟଙ୍କା ଶର୍ମାଙ୍କ ଲେବଲ୍ ୱାନ ହୃଦୟସ୍ପର୍ଶୀ ବିବାହ ସଂଗୀତ ମୁକ୍ତ
Read More...

ଗତ ୨୪ ଘଂଟାରେ ୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୦୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...