Yearly Archives

2021

ଉତ୍ତରପ୍ରଦେଶ, ଗୋରଖପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେତେକ ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ

• ଏମ୍ସ, ସାରକାରଖାନା ଓ ଆଇସିଏମ୍‌ଆର କେନ୍ଦ୍ର ଉଦ୍‌ଘାଟିତ• ଦ୍ୱୈତ ଇଞ୍ଜିନ ସରକାର ବିକାଶମୂଳକ କାର୍ୟ୍ୟର ଗତିକୁ ଦ୍ୱିଗୁଣିତ କରେ-ପ୍ରଧାନମନ୍ତ୍ରୀ• “ଯେଉଁ ସରକାର ବଞ୍ଚିତ ଓ ଶୋଷିତଙ୍କ କଥା ଚିନ୍ତା କରେ ଓ କଠିନ ପରିଶ୍ରମ କରେ ସେ ତାର ସୁଫଳ ପାଇବ”• “ଆଜିର ଘଟଣା ହେଉଛି ନବଭାରତ ସଂକଳ୍ପର
Read More...

ବେଲପଡା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ତାଲା : ସରକାରୀ ଯୋଜନାରୁ ଚାଷୀ ବଞ୍ଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ଥିବା ମୃତ୍ତିକା ସଂରକ୍ଷଣ କାର୍ୟ୍ୟାଳୟ ବର୍ଷ ସାରା ବନ୍ଦ ରହି ବର୍ତ୍ତମାନ ଭୂତକୋଠି ଅବସ୍ଥାରେ ପଡିରହିଛି । ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ବିଭିନ୍ନ ଜଳ ବିଭାଜିକା, ମୋ ପୋଖରୀ, ଆମ୍ଭ ଗଛ ରୋପଣ ଓ ଜମି
Read More...

ପ୍ରଶାସନ ପକ୍ଷରୁ ଶ୍ୟାମଜୀ ରାଇସ୍‌ ମିଲ ଉପରେ ଅତର୍କିତ ଚଢ଼ାଉ : ବେଆଇନ ଧାନ, ଚାଉଳ ଗଚ୍ଛିତ

୬ ଘଣ୍ଟା ଧରି ଜେରା, ଯାଞ୍ଚ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସଲଣ୍ଡି ସ୍ଥିତ ଶ୍ୟାମଜୀ ରାଇସ୍‌ ମିଲ ଉପରେ ମଙ୍ଗଳବାର ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ
Read More...

ଡ. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ତରଫରୁ ଭାରତର ଆଇନ୍ ପ୍ରଣେତା ଭାରତ ରତ୍ନ ଡ. ଭୀମ ରାଓ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ସ୍ଥାୟୀ ସଭାପତି ଲଲିତ ଜଗତଙ୍କ ସଭାପତିତ୍ୱରେ ଭୂତମୁଣ୍ଡା ଗ୍ରାମଠାରେ
Read More...

ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଲ୍ଲୀ ସସ୍କୃତି କଳା ପରିଷଦ, ଟିପୁରି ଆନୁକୂଲ୍ୟରେ ଫଳ ଚାରା ବିତରଣ କାର୍ଯ୍ୟକ୍ରମ ଡେଲାଙ୍ଗ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଟିତ ହୋଇଯାଇଛି । ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଏହି ଫଳ ଚାରା ବଣ୍ଟନର ଶୁଭାରମ୍ଭ କରିଥିଲେ । ଅମୃତଭଣ୍ଡା, ଆମ୍ବ,
Read More...

ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ଛାତ୍ରୀ ନିବାସରେ ରହୁଥିବା ୧୦ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲିପଟା ପଞ୍ଚାୟତ ହାଇସ୍କୁଲରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଏଥିରେ ୧୫୦ଜଣ ପିଲାଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା
Read More...

ବିଜୁ ଗଭୀର ନଳକୂପ : ୫ ବର୍ଷ ଧରି ପାଣି ପାଇଁ ମରିଚିକା ପଛରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଭୀର ନଳକୂପ ଯୋଜନାରେ ଅଣ ଜଳସେଚିତ ଅଞ୍ଚଳରେ ଚାଷୀଙ୍କ କ୍ଷେତକୁ ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ଗଭୀର ନଳକୂପ ଯୋଜନା କାର୍ଯ୍ୟକାରୀ କଲେ ତେବେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାର ସମୀକ୍ଷା ହେବା ଆବଶ୍ୟକ ବୋଲି ମତପ୍ରକାଶ
Read More...

ପଦ୍ମପୁରରେ ବିଜେପି ପ୍ରତି ଜନସମର୍ଥନ ବଢୁଛି : ବିଜେଡି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ମଣ୍ତଳ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ବୈଠକ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ଅନୁଷ୍ଠିତ ହେଉଛି । ବିଜେଡି ଓ କଂଗ୍ରେସ ବହୁ କର୍ମୀ ବିଜେପିରେ ସାମିଲ
Read More...

ଓମିକ୍ରନ୍‌ ସଂକ୍ରମଣକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେଲା ବଲାଙ୍ଗିର ପୋଲିସ : କଡ଼ାକଡ଼ି କଲା ମାସ୍କ ଚେକିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ କାୟା ବିସ୍ତାର କରୁଥିବା ବେଳେ ଭାରତରେ ମଧ୍ୟ ଓମିକ୍ରନ୍‌ ତାର ସ୍ଥିତି ଜାହିର୍‌ କରିଛି । ତେବେ ଓମିକ୍ରନ୍‌ ସଂକ୍ରମଣକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେଇଛି ବଲାଙ୍ଗିର ପୋଲିସ । ସମସ୍ତେ ମାସ୍କ
Read More...

ବେଆଇନ ଅସୁଲିରେ ପରିବା ବିକାଳୀ ଓ ଗ୍ରାହକ ଅସନ୍ତୁଷ୍ଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେରସ୍ଥ ଡେରା ଖଣି ଅଞ୍ଚଳରେ ଡେରା ପଞ୍ଚାୟତ ଦ୍ୱାରା ଚଢା ଦରରେ ଟିକସ ଅସୁଲି ଦ୍ୱାରା ରାସ୍ତାକଡ଼ରେ ବେପାର କରୁଥିବା ପରିବା ଓ ଫଳ ଦୋକାନୀ ସମୂହ ଅତିଷ୍ଟ ହେବା ସହିତ କଲୋନୀ ବାସିନ୍ଦା ଚଢା ଦରରେ ନିତ୍ୟ ବ୍ୟବହୃତ ପନିପରିବା କିଣିବା ନିମନ୍ତେ ବାଧ୍ୟ
Read More...