Daily Archives

ଫାଟିଲା ଗ୍ୟାସ୍ ଟାଙ୍କି : ୭ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରମ୍ଭାରୀମୁଣ୍ଡା ଗାଁରେ ଘଟିଛି ଏକ ଅଘଟଣ । ରୋଷେଇ କରିବା ସମୟରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଏଥିରେ ୭ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୫୪କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୧୮ଜଣ , ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ
Read More...

ଆଇଆର୍‌ଇଏଲ୍‌ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମାଟିଖାଲ ଠାରେ ଥିବା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୂର୍ତ୍ତିକା ଆଇଆର୍‌ଇଏଲ୍‌(ଇଣ୍ଡିଆ) ଆନୁକୂଲ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ଲାଣ୍ଟ ପରିସରରେ ୭୫ ତମ ସ୍ୱାଧୀନତା ଦିବସ ମହାଆଡମ୍ବର
Read More...

ଆସୁଛେ ନୂଆଁଖାଇ, ହେଲେ ନେଇଁ ଥେବ୍‌ବାର୍ ତାଏଲ୍ କରୋନା : ହୁସିଆର୍ ହେବାକେ ପଡ୍‌ବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସୁଛେ କୋଶଲ୍ ବାହିର୍ ଶିଘା ତିହାର୍ ନୂଆଁଖାଇ । ଆଏବାର୍ ମାସର୍ ୧୧ ତାରିଖ୍ ଦିନେ ଫିଟିଛେ ଲଗନ୍ । ହେଲେ ନେଇଁ ଥେବ୍‌ବାର୍ ତାଏଲ୍ କରୋନା । ଏଭେ ବି କେନେ କେନତା କରୋନା ଉତ୍‌କୁଛେ । ଆମ୍‌କୁ ହୁସିଆର୍ ହେବାକେ ପଡ୍‌ବା । କରୋନା କଟ୍‌କନା କେ ମାନି କରି
Read More...

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଓ ଚୂଡାନ୍ତ ପ୍ରକାଶନ ନିମନ୍ତେ ବୈଠକ

୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କ ଭୋଟର ତାଲିକାରେ ନାମ ସଂଯୋଗୀକରଣର ବ୍ୟବସ୍ଥାପନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଭୋଟରଙ୍କ ଫଟୋ ସହ ଭୋଟର ତାଲିକାର ସମସ୍ତ ତଥ୍ୟ ସମ୍ବଳିତ ପ୍ରକାଶନ
Read More...

ସାମ୍ୟବାଦୀ ବିପ୍ଳବୀ ଜନନେତା ଯୁଧିଷ୍ଠିର ମିଶ୍ର

ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ପରାଧିନ ଭାରତର ଶେଷବେଳକୁ ବ୍ରିଟିସ ଶାସନ ଲୋକଙ୍କୁ ଅତିଷ୍ଠ କରିଦେଇଥିଲା । ଠିକ୍‌ ସେହିପରି ବ୍ରିଟିସ ଶାସନକୁ ଆୟୁଧକରି ଶାସନ କରୁଥିବା ଗଡଜାତରାଜ୍ୟମାନଙ୍କରେ ପ୍ରଜାଙ୍କୁ ଶୋଷଣ କରାଯାଉଥିଲା । ଠିକ୍‌ ସେହି ସମୟରେ ଓଡିଶାର କିଛି ଛାତ୍ରଙ୍କୁ ଏହା
Read More...

ତାଲିକାଭୁକ୍ତ ଅଧିବକ୍ତାଙ୍କ ତିନିଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଧିକରଣ ଅଧିନ ତାଲିମଭୁକ୍ତ ଅଧିବକ୍ତାଙ୍କ ଏକ ତିନି ଦିନିଆ ତାଲିମ ଶିବିର ଅନ୍‌ଲାଇନ୍‌
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୬୬୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ସମାଜସେବୀଙ୍କ ଅକାଳ ବିୟୋଗ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିଖରପଲ୍ଲୀ ଗ୍ରାମର ନିରାକାର ପ୍ରଧାନ(୪୭)ଙ୍କ ଆଜି ହଠାତ୍‌ ପରଲୋକ ହୋଇଯାଇଛି । ତାଙ୍କର ଜଣେ ୨୦ବର୍ଷ ବୟସର ବିବାହିତା ଝିଅ ଓ ଜଣେ ୧୭ବର୍ଷର ପୁଅ ଥିବା ଜଣାଯାଇଛି । ସେ ଜଣେ
Read More...

ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କରିବା ସହ ସ୍କୁଲର ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଡିଓ ଦେବାଶିଷ ସାମଲ, କନିଷ୍ଠ
Read More...