Daily Archives

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ଲୋକାର୍ପିତ

କଟକ, (ଚକ୍ରବର୍ତ୍ତୀ ଓତା) : କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା "ଶ୍ୟାମଳ ସୁବର୍ଣ୍ଣ"ର ଚତୁର୍ଦ୍ଦଶ ସଂଖ୍ୟା ଅନଲାଇନରେ ଇ-ମ୍ୟାଗାଜିନ ଭାବେ ପ୍ରକାଶିତ ହୋଇ ସାରା ଓଡ଼ିଶାରେ ଖୁବ୍‌ ପାଠକୀୟ ସ୍ୱୀକୃତି ଲାଭ କରିଛି । ୨୦୧୮ ମସିହାରୁ ପ୍ରକାଶିତ ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ
Read More...

ବରିଷ୍ଠ ବିଜେପି ନେତା ପବନ ଅଗ୍ରୱାଲଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳାର ଜଣେ ବରିଷ୍ଠ ବିଜେପି ନେତା ପବନ କୁମାର ଅଗ୍ରୱାଲଙ୍କର ଆଜି ସକାଳେ ଭୁବନେଶ୍ୱରରେ ପରଲୋକ ହେଇଯାଇଛି । ତାଙ୍କ ମୃତ୍ୟୁରେ ବିଜେପି ମହଲରେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ଗତ କିଛି ବର୍ଷ ଧରି ସେ ବିଜେପିର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା
Read More...

ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ : କାଦୋପଡାବାସୀଙ୍କ ଏନ୍‌ଏସି କାର୍ଯ୍ୟାଳୟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାରଙ୍କ କର୍ମ ତତ୍ପରତା ଅଭିଯାନ(ମୁକ୍ତା) ଯୋଜନାରେ ପାଟଣାଗଡ଼ ସହରର ବିଭିନ୍ନ ପଡା ଓ ୱ।ଡ଼ ଗୁଡ଼ିକରେ ନିର୍ମିତ ହେଇଥିବା ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ
Read More...

ରଜାପଡା ଅଙ୍ଗନବାଡ଼ି ସେଣ୍ଟରଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ପଦ୍ମପୁର ସ୍ଥିତ ରଜାପଡା ଅଙ୍ଗନବାଡ଼ି ସେଣ୍ଟରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ା. ତହସିଲ ସାହୁ, ହସ୍ପିଟାଲ ମେନେଜର ଦିବ୍ୟ ମେହେର, ମହିଳା ସ୍ୱାସ୍ଥ୍ୟ
Read More...

ସୁନାମଧନ୍ୟ ଚାଷୀଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦମାମୁଁଣ୍ଡା ଗାଁର ଗଉନ୍ତିଆ ତଥା ଏ ଅଞ୍ଚଳର ସୁନାମଧନ୍ୟ ଚାଷୀ କମ୍ଭୁପାଣି ପ୍ରଧାନଙ୍କ ବୁଧବାର ଭୋର ୬.୨୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ପୂର୍ବତନ କଣ୍ଟାମାଲ ବ୍ଲକ ଅଧକ୍ଷ
Read More...

ୟୁଜର୍ସ ଫି ବୃଦ୍ଧି ପ୍ରତିବାଦରେ ପ୍ରଶାସନକୁ ଦାବୀପତ୍ର : ପିଡି ଓ ଇଓଙ୍କୁ ଭେଟିଲେ ଛତ୍ରପୁର ବ୍ୟବସାୟୀ ମହାସଂଘର…

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଲକ୍‌ଡାଉନ ଓ ସଟ୍‌ଡାଉନ ଯୋଗୁଁ ସମସ୍ତ ପ୍ରକାର ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ଆଉ ଏହାର ସିଧାସଳଖ ପ୍ରଭାବ ପଡିଥିଲା ଛୋଟ ବଡ ବ୍ୟବସାୟୀ ମାନଙ୍କ ଉପରେ । ଏହାର ଦୁଃଖ
Read More...

ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୭ତମ ଜୟନ୍ତୀ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଣ୍ଡିତ ନୀଲକଣ୍ଠ ଦାଶଙ୍କ ୧୩୭ ତମ ଜୟନ୍ତୀ ସମାରୋହ ଛତ୍ରପୁରର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ୍–୧୯ ନିୟମ ପାଳନ କରିବା ପୂର୍ବକ ସାମାଜିକ ଦୂରତାକୁ ବଜାୟ ରଖି ନିରାଡ଼ମ୍ବରରେ
Read More...

କୋଶଳୀ ଫିଲ୍ମ ‘କାନ୍ଦୁଛେ ରାକ୍ଷୀ’ର ସୁଟିଙ୍ଗ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଜୀବିକା ଠପ୍‌ ହୋଇ ପଡ଼ିଥିଲା, ଯାହା ଫଳରେ ପରେ ପରେ ଲୋକେ ଦାଦନ ଖଟିଯିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପଟେ କଳାକାର ମଧ୍ୟ ତାର ପରିବାର ପୋଷଣ କରିବା ପାଇଁ କାଠିକର ହୋଇ ପଡ଼ିଥିଲା । କିନ୍ତୁ ଧୀରେ ଧୀରେ ରାଜ୍ୟ
Read More...

ଓଡିଶା ନିଯୁକ୍ତି ବିଭାଗର ଦୁର୍ନୀତିକୁ ନେଇ କେନ୍ଦୁଝର ବିଜେପିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ଘର ଚଢ଼ାଉ ପରେ ସନ୍ଦେହ ଘରକୁ ଆସିଛି ଦୁର୍ନୀତି ଗ୍ରସ୍ତ ନିଯୁକ୍ତି ପରୀକ୍ଷାରେ ରାଜ୍ୟ ସରକାରଙ୍କ ସଂମ୍ପୃକ୍ତିକୁ ନେଇ । ରାଜ୍ୟ ସରକାରଙ୍କ ଦୁର୍ନୀତି ଆଜି ମଠରୁ ଆସି ହାଟରେ
Read More...

ନୂତନ ଆହାର କେନ୍ଦ୍ର ଗୃହ ଓ ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ ଉଦ୍‌ଘାଟିତ

ବେଲଗୁଣ୍ଠା : ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ନୂଆଁ ବସ୍ ଷ୍ଟାଣ୍ଡ୍ ନିକଟରେ ଏକ ଆହାର କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଥିଲେ । ଏହା ସହ ବସ୍ ଷ୍ଟାଣ୍ଡ୍ ସମ୍ମୁଖରେ ଥିବା ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ କୁ ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ବିଧାୟକ
Read More...