Monthly Archives

July 2021

କରୋନା କଟକଣା ଯୋଗୁଁ ରଥ ନିର୍ମାଣ କି ରଥ ଟଣା ହେବନାହିଁ : ଉପଜିଲ୍ଲାପାଳଙ୍କ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କଟକଣାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥ ନିର୍ମାଣ କିମ୍ବା ରଥ ଟଣା ହେବନାହିଁ । ଏ ସଂକ୍ରାନ୍ତରେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ୟ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଘୋଷଣା କରିଛନ୍ତି । ବଲାଙ୍ଗିର ଉପଖଣ୍ଡ ସ୍ଥିତ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଭିଜିଲାନ୍ସ କର୍ମଚାରୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍
Read More...

ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ମହାଜନ ମନୋଜ ସତ୍ୟବାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ର କାର୍ୟ୍ୟରତ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜ କାର୍ୟ୍ୟଭାର ନୂତନ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ହସ୍ତାନ୍ତର କରିଛନ୍ତି । ଶ୍ରୀ ମହାଜନ ଟିଟିଲାଗଡର ଉପ ଜିଲ୍ଲାପାଳ ଭାବେ କାର୍ୟ୍ୟଭାର ଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି ।
Read More...

କରୋନାରେ ଚାଲିଗଲେ ବାପା ମା’ : ବେସାହାରା ପୁଅ ଝିଅଙ୍କୁ ସହାୟତାର ହାତ ବଢ଼େଇଲେ ଯାଦବ ବିକାଶ ପରିଷଦ

ବେଲପଡା, (କରୁଣାକର ବୁଡ଼େକ) : କରୋନା ମହାମାରୀ ଯୋଗୁଁ ଚାଲିଗଲା ବାପା ମାଁଙ୍କ ଜୀବନ । ଉଜୁଡିଗଲା ସୁନାର ସାଂସର । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତ ପଡ଼ାରେ । କରୋନାରେ ଆକ୍ରାନ୍ତ ହୋଇ ବାପା ସଞ୍ଜୟ ରାଉତ (୪୦) ଏବଂ ମା'
Read More...

ଭଦ୍ର ବ୍ୟକ୍ତିଙ୍କ ଘରେ ପଶି ହଟହଟା ହେଲେ ଅବକାରୀ ସ୍ୱତନ୍ତ୍ର ଟିମ : ସ୍ଥାନୀୟ ଅଂଚଳରେ ଉତ୍ତେଜନା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଜୈନେକ ଭଦ୍ର ବ୍ୟକ୍ତିଙ୍କ ଘରେ ସ୍ୱତନ୍ତ୍ର ଅବକାରୀ ଟିମ କିଛି କର୍ମଚାରୀ ପଶିବା ସେମାନଙ୍କୁ ମହଙ୍ଗା ପଡିଲା । କୌଣସି ମଦ ନ ପାଇବା ପରେ କାହିଁକି ଆମ ଘରେ ପଶିଲେ ଓ କିଏ ଅଭିଯୋଗ କରିଥିଲା ବୋଲି ପଚାରିବା ସହ
Read More...

ଶୋକାକୁଳ ପରିବାର ପାଖରେ ଜୁନିଅର ରେଡକ୍ରସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ କର୍ମକର୍ତ୍ତା ମାନେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମର ଜୁନିଅର ରେଡକ୍ରସ ପରାମର୍ଶଦତା ସ୍ୱର୍ଗତ ହେମନ୍ତ କୁମାର ରଣା ମୃତ୍ୟୁ ବରଣ କରିଥିବା ଶୋକାକୁଳ ପରିବାରବର୍ଗଙ୍କୁ ସୌଜନ୍ୟ ମୂଳକ
Read More...

ଦେଓଗାଁ ବ୍ଲକରେ ବନ ମହୋତ୍ସବ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନଇଗଲ୍ ଆର୍ମି ଅନୁଷ୍ଠାନ ତରଫରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନବରଙ୍ଗପୁରର ବିଭିନ୍ନ ଅଞ୍ଚଳରେ ହରିଡା, ବାହାଡା, ଲିମ୍ବ, ଆମ୍ବ, ଜାମ ମଞ୍ଜି
Read More...

ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା : ବନ୍ଧା ହେଲେ ୫

କୋରାପୁଟ : ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କାକରିଗୁମ୍ମା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାରେ ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ମଧ୍ୟ ଅବରୋଧ କରିଥିଲେ ।
Read More...

ଚର୍ଚ୍ଚାରେ ଅର୍ଚ୍ଚନା : ସାରା ଓଡିଶାରେ ତାଙ୍କ ସଂଗୀତର ସ୍ୱରରେ ଝୁମନ୍ତି ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲା ବେଳୁ ସବୁବେଳେ ମନେ ମନେ ଗୁଣୁ ଗୁଣୁ ଗୀତ ଗାଉଥିଲେ ଅର୍ଚ୍ଚନା । ମନରେ ସବୁବେଳେ ଅନକେ ଉତ୍ସାହ ରହିଥିଲା ସଂଗୀତ ଜଗତ ପାଇଁ । ଗୀତ ଶିଖାଇବା ପାଇଁ ତାଙ୍କର କେହି ଗୁରୁ ନଥିଲେ । କିନ୍ତୁ ତାଙ୍କ ମା’ଙ୍କଠୁ ନିଜ ଅଜ୍ଞାତରେ ଶିଖିଯାଇଥିଲେ ଗୀତ ଗାଇବା ।
Read More...

ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ମୁମ୍ବାଇ ପୋଲିସରେ ସବ୍‌-ଇନ୍ସପେକ୍ଟର ଥିଲେ ରାଜକୁମାର : ତାଙ୍କ ସ୍ୱତନ୍ତ୍ର ଶୈଳୀର…

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ୩ ଜୁଲାଇ ୧୯୯୬ରେ ଜଗତରୁ ବିଦାୟ ନେଇଥିଲେ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ । ସେ ତାଙ୍କର ବଳିଷ୍ଠ ଅଭିନୟ ସହିତ ସ୍ୱତନ୍ତ୍ର ଶୈଳୀର ସଂଳାପ ବିତରଣ ପାଇଁ ଏବେ ମଧ୍ୟ ଚଳଚ୍ଚିତ୍ର ପ୍ରେମୀଙ୍କ ଜଗତରେ ଖୁବ୍‌ ଫେମସ୍‌ । ତାଙ୍କର ସଂଳାପ ଆଜି ବି ପ୍ରସିଦ୍ଧ
Read More...