ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭେଣ୍ଟିଲେଟରରୁ ବାହାରି ଜେନେରାଲ ଓ୍ବାର୍ଡକୁ ଗଲେ
ଭୁବନେଶ୍ୱର : ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଆଜି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇ ଜେନେରାଲ ଓ୍ବାର୍ଡକୁ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କର୍ତ୍ତୃପକ୍ଷ । ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେବ ଭୁବନେଶ୍ୱର ଏମସରେ ସେ ଚିକିତ୍ସାଧୀନ ଅଛନ୍ତି!-->…
Read More...
Read More...