Daily Archives

ନିଜ ଜନ୍ମଦିନକୁ ଅସହାୟଙ୍କ ସହିତ ପାଳନ କଲେ ସମାଜସେବୀ ବନମାଳୀ

ବେଳପଡା, (ଅଜିତ କୁମାର ସାହୁ) : ଜନ୍ମ ଦିନକୁ ଅନେକ ଲୋକ କେକ୍‌ କାଟି, ପାର୍ଟି କରି, ମନ୍ଦିର ଯାଇ, କେତେ ମଉଜମସ୍ତି କରି ପାଳନ କରୁଥିବା ବେଳେ ଜଣେ ସମାଜସେବୀ ନିଆରା ଢଙ୍ଗରେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । କୋଶଲ ରାଜ୍ୟ ସଂମନ୍ଵୟ ସମିତିର ଜିଲ୍ଲା ଯୁବ ସଭାପତି, ଜୟ କିଷାନ ବ୍ଲକ
Read More...

କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର କଳାବ୍ୟାଚ ଧାରଣ କରି ପ୍ରତିବାଦ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଓଡିଶା ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ସଂଘର ବିଭିନ୍ନ ଦାବୀ ନେଇ ଆଜିଠାରୁ କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର ସଦସ୍ୟମାନେ ନିଜ ନିଜ କାର୍ୟ୍ୟସ୍ଥଳୀରେ କଳାବ୍ୟାଚ୍‌ ଧାରଣ କରି ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ସେମାନେ ଯେଉଁ ଦାବି
Read More...

କାଳବୈଶାଖୀର ତାଣ୍ଡବ : ବଜ୍ରାଘାତରେ ୬ ଗାଈଗୋରୁଙ୍କ ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏନେଇ ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତରେ ବଜ୍ରାଘାତରେ ୬ ଗୋରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ବୁଧବାର ଅପରାହ୍ନରେ
Read More...

ସ୍ମାଟ କ୍ଳାସ ଶ୍ରେଣୀଗୃହ ଭିତ୍ତି ପ୍ରସ୍ତର ସ୍ଥାପନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ରାଧାଗୋବିନ୍ଦ ପୁର ଗ୍ରାମସ୍ଥିତ ଗାଣ୍ଡୁ ନାହାକ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ ଶ୍ରେଣୀଗୃହର ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦଙ୍କ ହାତ ପାଣ୍ଠିରୁ ୧୭ ଲକ୍ଷ ଅର୍ଥ ବ୍ୟୟ ଅଟକଳରେ
Read More...

ବଙ୍ଗୋମୁଣ୍ଡା ଅଂଚଳରେ ସଧବା ପାଳନ କଲେ ସାବିତ୍ରୀ ବ୍ରତ

ବଙ୍ଗୋମୁଣ୍ଡା, (ମନୀଷ କମୁାର ହଂସ) : ସଧବାଙ୍କ ଶ୍ରେଷ୍ଠ ବ୍ରତ ସାବିତ୍ରୀ ଆଜି ସାରା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳର ପୁରପଲ୍ଲୀରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । କରୋନା ସଂଙ୍କଟ ଯୋଗୁଁ ପୂର୍ବପରି ପଡା ଯାକର ମହିଳା ମାନେ ଏକାଠି ମଠ, ମନ୍ଦିର କିମ୍ବା
Read More...

କୋଶଲୀ କବି ଚତୁର୍ଭୂଜ ସାଆନ୍ତଙ୍କ ବିୟୋଗରେ ଶୋକସଭା

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ସାହିତ୍ୟ କଳା ପରିଷଦ ପକ୍ଷରୁ କୋଶଲୀ କବି ତଥା ଭାଷା ରକ୍ଷକ ଚତୁର୍ଭୂଜ ସାଆନ୍ତଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ମେଳାପି, କୋଶଲୀ ଭାଷାର ରକ୍ଷକ, ଅନେକ କବିତା ଭଳି ଅନେକ ପୁସ୍ତକ
Read More...

ଦାବଝର ଗାଁରେ ବିଜେଡି ପକ୍ଷରୁ ଶତାଧିକ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ଉପାନ୍ତ ଇଲାକାରେ ଥିବା ଆଦିବାସୀ ବହୁଳ ଦାବଝର ଗାଁରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଶତାଧିକ ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର
Read More...

ରଜ ପାଇଁ କଟକଣା : ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରଜ ପାଇଁ କଟକଣା ଜାରି କରାଯାଇଛି । ନିୟମ ନମାନିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା ନମାନିଲେ ଦୃଢ଼
Read More...

ରାମଦେବ ବାବାଙ୍କ କରୋନିଲ କିଟ୍‌କୁ ଭୁଟାନ ପରେ ନେପାଳ ନିଷିଦ୍ଧ କଲା

ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିକଶିତ କରୋନିଲ କିଟ୍‌କୁ ଭୁଟାନ ପରେ ନେପାଳ ନିଷିଦ୍ଧ କରିଛି । ନେପାଳ ଆୟୁର୍ବେଦ ଓ ଅଲଟରନେଟିଭ ମେଡିସିନ ବିଭାଗ କରୋନା ସଂକ୍ରମଣ ରୋକିବାରେ କରୋନିଲ ପ୍ରଭାବଶାଳୀ ହେଉନଥିବାରୁ କରୋନିଲ କିଟ୍ ବଣ୍ଟନକୁ ବନ୍ଦ କରିଦେଇଛି ।
Read More...

ବାଘ ଛାଲ ଜବତ କଲା ବନ ବିଭାଗ : ଜଣେ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ବନ ବିଭାଗ ଦ୍ଵାରା ଆଜି ଏକ କଲରାପତରିଆ ବାଘ ଛାଲ ଉଦ୍ଧାର କରାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତିର ନାମ କବିଚନ୍ଦ୍ର କହଁର(୫୦) ଓ ତାଙ୍କ ଘର ସଦର ଥାନା ଅନ୍ତର୍ଗତ କୁଟିବାରୀ ଗ୍ରାମ ।
Read More...