Monthly Archives

May 2021

ଏବେ ବି ମାନବିକତା ବଞ୍ଚିଛି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିିଆ) : କରୋନାର ଦ୍ୱିତୀୟ ଲହରର ଦୟନୀୟ ଅବସ୍ଥାରେ ମଧ୍ୟ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି କଣ୍ଟାବାଞ୍ଜିର ରକ୍ତଦାତା ଗଣ । କଣ୍ଟାବାଞ୍ଜି ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକଙ୍କ ପାଇଁ ରକ୍ତ ଦରକାର ପଡୁଛି । ରକ୍ତର
Read More...

କୋଶଲୀ କବି କୌଶିକ ସାହୁଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ ଭେଜିପଦର ଗ୍ରାମ ଜଣାଶୁଣା କୋଶଳୀ କବି କୌଶିକ ସାହୁ (୪୬)ଙ୍କ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଛି । ସେ କିଛିଦିନ ହେଲା ଅସୁସ୍ଥ ଅନୁଭବ କରିଥିବା ଯୋଗୁଁ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜରେ
Read More...

ଶାନ୍ତିପଡ଼ା ନିବାସୀ ମହାଶକ୍ତି ଫାଉଣ୍ଡେସନ୍‌ର ଅଡ଼ିଟର ଗଣେଶରାମ ସାହୁ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିବାସୀ ମହାଶକ୍ତି ଫାଉଣ୍ଡେସନ୍‌ର ଅଡିଟର୍‌ ଗଣେଶରାମ ସାହୁ(୪୫)ଙ୍କ ଗତକାଲି ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମ୍‌ରେ ଦେହାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ତାଙ୍କ ଜଣେ ନିକଟତମ ବନ୍ଧୁଙ୍କଠାରୁ ପ୍ରକାଶ ଯେ, କିଛି ଦିନ ତଳେ ସେ
Read More...

ଦେଓଗାଁ ବ୍ଳକରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ : ୪ ସ୍ବାସ୍ଥ୍ୟ କେନ୍ଦ୍ରରେ ୮ ବଦଳରେ ଡାକ୍ତର ସଂଖ୍ୟା ମାତ୍ର ୩,…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କାର୍ୟ୍ୟାଳୟ ନିକଟରେ ଥିବା ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସର୍ବ ପୁରାତନ । ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ୧୨୬ଟି ଗାଁକୁ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ ପହଞ୍ଚାଇବାକୁ ଦେଓଗାଁ ସିଏଚସି ଅଧୀନରେ ଅଛି ୩ଟି ପ୍ରାଥମିକ, ୨ଟି ଆୟୁର୍ବେଦିକ
Read More...

ସମରସିଂ ଗାଁରେ ଉତ୍କଟ ଜଳାଭାବ : ଗୋଟିଏ ନଳକୂପ ଭରସାରେ ଗାଁବାସୀ, ପ୍ରଶାସନର ନିଘା ନାହିଁ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କୁଇବାହାଲ ଗାଁର ସମରସିଂ ଗାଁ । ଗାଁରେ ୩ଟି ନଳକୂପ ରହିଛି । ଗାଁଟି ମୁଖ୍ୟତଃ କନ୍ଧ, ପଛୁଆ ବର୍ଗ(ଗଉଡ) ଏବଂ ହରିଜନ ସଂପ୍ରଦାୟର ପ୍ରାୟ ୩୦୦ଟି ପରିବାର ରହନ୍ତି । ଗାଁରେ ୨ଟି ୱାର୍ଡର ପାଖାପାଖି ୨୦୦୦ ଜନସଂଖ୍ୟା ପାଇଁ ୩ଟି ନଳକୂପ ରହିଛି,
Read More...

କରୋନା ନିୟମ ଉଲଂଘନ ନେଇ ଦୁଇ ମେଡିକାଲ ଷ୍ଟୋରକୁ ସିଲ୍‌ ସହ ଜୋରିମାନା ପକାଇଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜିର ଦୁଇ ଔଷଧ ଦୋକାନକୁ ସୋମବାର ଦିନ ସ୍ଥାନୀୟ ପ୍ରଶାସନ କରୋନା ନିୟମ ଉଲଘଂନ ଯୋଗୁଁ ସିଲ୍‌ କରିବା ସହିତ ପାଂଚ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛି । ଅନୁସଂଧାନରୁ ଜଣାଯାଏ ଯେ, କଂଟାବାଂଜି ସହରରେ ଦିନକୁ ଦିନ କରୋନା ମହାମାରୀ ରୋଗର ସଂକ୍ରମଣ
Read More...

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନାରେ ଅବ୍ୟବସ୍ଥା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ କରୋନା ଅବ୍ୟବସ୍ଥା ଏବଂ ଅପାରଗତା ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । କେଶରୀୟା ହିନ୍ଦୁ
Read More...

ଘର ଓ ଜମି ଭାଗବଣ୍ଟାକୁ ନେଇ ଭାଇ ଭାଇ ଭିତରେ ଗଣ୍ଡଗୋଳ : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଓ ଜମି ଭାଗବଣ୍ଟାକୁ ନେଇ ଭାଇ ଭାଇ ଭିତରେ ଗଣ୍ଡଗୋଳ ଚରମ ସୀମାରେ ପହଂଚିଛି । ଏପରିକି ଭାଇର ଜୀବନ ନେବା ଭଳି ପଦକ୍ଷେପ ଆଜି ଦେଖିବାକୁ ମିଳିଛି । ଏହି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କଟାପାଲି ଗ୍ରାମରେ । ସୂଚନା ଅନୁସାରେ, ଜମି ଓ ଘର
Read More...

ଆଜି ବାଙ୍ଗାଲୋର – କୋଲକାତା ମୁହାଁମୁହିିଁ

ଅହମ୍ମଦାବାଦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି କୋଲକାତା ନାଇଟର ମୁକାବିଲା କରିବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପଂଏଟ ସହ ସମକକ୍ଷ ହୋଇପାରିବ । ତେବେ ସ୍ପିନ ବୋଲରଙ୍କୁ ସାମ୍ନା କରିବାରେ ବାଙ୍ଗାଲୋର ୨ଥର ବିଫଳ ହୋଇଛି
Read More...

ଦିଲ୍ଲୀରେ ଅମ୍ଳଜାନର ଅଭାବ : କେଜ୍ରିୱାଲ ସରକାର ସେନାକୁ ସାହାଯ୍ୟ ମାଗିଲେ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଙ୍କଟ ମଧ୍ୟରେ ଅମ୍ଳଜାନର ଅଭାବ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି । ଏହି ସଙ୍କଟକୁ ଦୂର କରିବା ପାଇଁ ଅରବିନ୍ଦ କେଜ୍ରିୱାଲ ସରକାର ବର୍ତ୍ତମାନ ସେନା ନିକଟକୁ ଆସିଛନ୍ତି । କେଜ୍ରିୱାଲ ସରକାରର ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସେ ଅମ୍ଳଜାନ ଯୋଗାଣ
Read More...