Monthly Archives

May 2021

କରୋନାର କରୁଣ ଚିତ୍ର : ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କରେନା । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।
Read More...

ସିଲ୍‌ ହେଲା ପାଥୋ ଲାବ୍‌ : ହଜାରେ ଟଙ୍କାରେ କୋଭିଡ଼ ଟେଷ୍ଟ କରାଯାଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ କୋଭିଡ଼ ଟେଷ୍ଟିଂ ଅଭିଯୋଗରେ ସ୍ଥାନୀୟ କଦମପଡାଠାରେ ଥିବା ପ୍ୟାଥୋ କାଇଣ୍ଡ ଲ୍ୟାବ୍‌କୁ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି । ତହସିଲଦାର ମଘବାନ ବାଗ ଏବଂ ଟାଉନ ଥାନା ଅଧିକାରୀ ଲ୍ୟାବକୁ ସିଲ୍‌ କରିବା ସହ ଶ୍ରୀକାନ୍ତ ବେହେରା ନାମକ ଦୋକାନ ମାଲିକଙ୍କୁ
Read More...

ଆମେରିକା, ବ୍ରିଟେନ, ୟୁଏଇ, କୁଏତରୁ ଭାରତରେ ପହଂଚିଲା ଅକ୍‌ସିଜେନ୍‌

ନୂଆଦିଲ୍ଲୀ : କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତ ପାଇଁ ବିଦେଶୀ ଦେଶମାନଙ୍କ ଠାରୁ ଅକ୍‌ସିଜେନ୍‌ ପହଞ୍ଚିବା ଜାରି ରହିଛି । ମଙ୍ଗଳବାର ଦିନ ଆମେରିକାର ପଞ୍ଚମ ବ୍ୟାଚ୍ ସହାୟତା ଭାରତରେ ପହଞ୍ଚିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି
Read More...

ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପିର ଦେଶବ୍ୟାପୀ ଧାରଣା ଆସନ୍ତା ୫ରେ, ଟିଏମସି ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନରେ ​​ଟିଏମସିର ବମ୍ପର ବିଜୟ ସହିତ ରାଜ୍ୟର ଅନେକ ସ୍ଥାନରେ ରାଜନୈତିକ ହିଂସା ଖବର ଆସିଛି । ସେପଟେ ଟିଏମସି କର୍ମୀ ଏବଂ ସମର୍ଥକଙ୍କ ବିରୋଧରେ ବିଜେପି ଗୁରୁତର ଅଭିଯୋଗ ଆଣିଛି । ଓଡିଶାପରା, କୋଚ ବେହେରା, ସାମସପୁର, ପୁର୍ବ ବର୍ଦ୍ଧମାନ ସମେତ ଅନେକ
Read More...

ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କଲେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଲୋକମାନେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିବା ବେଳେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଛି । ପେଟକୁ ମୁଠାଏ ଦାନା ପାଇଁ ଡହଳ ବିକଳ ହେଉଛନ୍ତି ଗରିବ ନିରାଶ୍ରୟ ଲୋକମାନେ । ଏଥିରେ ପକ୍ଷୀମାନେ ବି ବାଦ୍‌
Read More...

ଦିନକରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୨୧୬, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୫୪୮, ଶୀର୍ଷରେ ଖୋର୍ଦ୍ଧା,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୩୫୪୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୮୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୩୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଅବସରପ୍ରାପ୍ତ ପ୍ରଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ସୋମବାର ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣେନ୍ଦୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ଏଥିରେ ଜିଲ୍ଲାପାଳ ଚଂଚଳ ରାଣା ଏବଂ ଏସ୍‌ପି ନୀତିନ କୁଶଲକର ଦାଗ୍‌ଡ଼ୁ ଲକ୍‌ ଡ଼ାଉନ୍‌-୨
Read More...

ଉପରଝରରେ କରୋନା ସଚେତନତାରେ ଲାଗିଲେ ଯୁବ ସଙ୍ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ଲୋକମାନଙ୍କୁ ବର୍ତ୍ତମାନ ସମୟରେ କରୋନା ମହାମାରୀରୁ ନିଜ ଜୀବନକୁ ବଞ୍ଚାଇବା ସହ ମାନବ ଜାତିକୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଏହି ଉପରଝର ଯୁବ ସଙ୍ଗଠନର ସଭାପତି
Read More...

ବଢ଼ି ଚାଲିଛି କରୋନାର ସଂଖ୍ୟା ଖେଳ : ପୁଣି ୧୯ ଚିହ୍ନଟ, ବିଗତ ୨୩ ଦିନରେ ୧୪୪ ପଜିଟିଭ

ଭୟବିତ ସତ୍ତ୍ଵେ କରୋନା କଟକଣା ଉଲଂଘନଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଚଳିତ ମାସ ଗତ ୧୧ ତାରିଖରୁ ରବିବାର ଦିନ ପର୍ଯ୍ୟନ୍ତ ୧୨୫ଜଣ ଚିହ୍ନଟ ହୋଇଥିଲେ । ହେଲେ ସୋମବାର
Read More...