ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବତନ୍ତ୍ର ଭ୍ୟାକସିନ୍ ଭେନରେ କରୋନା ଟୀକା ପହଂଚିଛି
ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୨ଟି ଟୀକାକରଣ କେନ୍ଦ୍ର ପାଇଁ ସ୍ବତନ୍ତ୍ର ଭ୍ୟାକସିନ୍ ଭେନରେ କରୋନା ଟୀକା ପହଂଚିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଟୀକାକୁ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବରରୁ ସୁବର୍ଣ୍ଣପୁର ଜିଲ୍ଲା ଟୀକା ଭଣ୍ଡାରକୁ!-->…
Read More...
Read More...