Monthly Archives

January 2021

କୁରେଫୁଲ କଳା ପରିଷଦର ବାର୍ଷିକ ଉତ୍ସବ

ବଲାଙ୍ଗିର, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ଇନ୍ଦିରାନଗର କୁରେଫୁଲ କଳା ପରିଷଦର ବାର୍ଷିକ ଉତ୍ସବ ସଦର ବ୍ଲକ କୁଡ଼ାସିଂହା ପଞ୍ଚାୟତ ଅନ୍ତର୍ଗତ ନୁଆଁପଡ଼ରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ମୂରଲୀଧର ନଗର, ନୃତ୍ୟଗୁରୁ ମକରଧ୍ବଜ ମଗର, କଳାର ପୁଝାରୀ ହରେକୃଷ୍ଣ
Read More...

ଖବର ସଂଗ୍ରହ ବେଳେ ସାମ୍ବାଦିକ ଉପରେ ତହସିଲଦାରଙ୍କ ଆକ୍ରମଣ ଅଭିଯୋଗ : ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଖବର ସଂଗ୍ରହ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଆକ୍ରମଣ ହେଉଥିବା ଖବର ସାମନାକୁ ଆସିଥାଏ । ଏଭଳି ଅଭାବନୀୟ ଅଭିଯୋଗ ଆସିଛି ଜଣେ ସରକାରୀ ବାବୁଙ୍କ ନାମରେ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ
Read More...

ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୧୨ ଟଙ୍କା, ଭେଣ୍ଡି - ୫୦ ଟଙ୍କା, ବିମ୍‌ - ୪୦ ଟଙ୍କା, ସିମ୍ବ - ୬୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) -
Read More...

ଗରିବ ଖଟିଖିଆଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗରିବ, ଖଟିଖିଆଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ପ୍ରାୟ ସାଢେ଼ ୫ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍‌ସର ରୋଗରେ ପୀଡ଼ିତ ହେବାପରେ
Read More...

ମୃଦୁ ଭୂକମ୍ପ : ରିକ୍ଟର ସ୍କେଲ ତୀବ୍ରତା ୨.୭

ନୂଆଦିଲ୍ଲୀ : ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ମଣିପୁରରେ । ରାଜ୍ୟର ଚୁରାଚାନ୍ଦପୁର ଠାରେ ରବିବାର ରାତି ୨ଟା ୬ ମିନିଟ ୫୪ ସେକେଣ୍ଟରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରହିଥିବା କୁହାଯାଇଛି । ନ୍ୟାସନାଲ ସେଣ୍ଟର୍‌
Read More...

ଅମାନବିକତା : ୧୪ ବର୍ଷର ନାବାଳିକାକୁ ୪ ଦିନ ଧରି ବ‌ନ୍ଦୀ କରି ଗଣବଳାତ୍କାର ଅଭିଯୋଗ

ଉମରିଆ : ମଧ୍ୟପ୍ରଦେଶର ଉମରିଆରେ ଜାନୁଆରୀ ୧୧ ରେ ୧୪ ବର୍ଷର ନାବାଳିକାକୁ ଅପହରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ନାବାଳିକା ଜଣକ ଫେରିବା ପରେ ଜଣାପଡିଥିଲା ​​ଯେ, ତାକୁ ୪ ଦିନ ବନ୍ଧକ ରଖାଯାଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ
Read More...

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

କେନ୍ଦୁଝର, (କେପିଏନ୍‌ଏସ୍‌): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ । କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ ଖବର ମିଳିଛି । ଖବର ଅନୁସାରେ ନିରଞ୍ଜନଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ କଲେ ୪/୫ ଦୁର୍ବୃତ୍ତ । ସୁରକ୍ଷା ପାଇଁ ଆଗକୁ
Read More...

ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ପର୍ବ : କବି ରାମକୃଷ୍ଣଂକ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’,…

ସମ୍ବଲପୁର, (କେପିଏନ୍‌ଏସ୍‌) : ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ପର୍ବରେ ଆଜି ଲୋକାର୍ପିତ ହୋଇଛି କବି ରାମକୃଷ୍ଣଂକ ପ୍ରବନ୍ଧ ସଂକଳନ 'ଜୀବନ ଶୃଂଗାର', 'ଆତ୍ମୋପଲବ୍ଧିର କଥନ', 'ଅଜ୍ଞାତର ପଦଚିହ୍ନ' ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ 'ରାଗ ଉତ୍ତରା' । ଲୋକାର୍ପଣ ପର୍ବରେ ମୁଖ୍ୟ
Read More...

ଜାମସେଠ ପ୍ରିମିୟର ଲିଗ ଟି-୧୦ : ବରତୁଣ୍ଡାକୁ ହରାଇ ଡୁକୁକିଝରିଆ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଜାମସେଠ ଗ୍ରାମର ଚାଲିଥିବା ୯ତମ ଜାମସେଠ ପ୍ରିମିୟର ଲିଗ ଟି-୧୦ ରବିବାର ଖେଳ ଆରମ୍ଭ ହୋଇଥିବା ଫାଇନାଲ ମ୍ୟାଚରେ ବରତୁଣ୍ଡାକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଆଜି ଡଃ ମୂରଲୀଧର ବାଗ ଅତିଥି ଭାବେ ଯୋଗ ଦେଇ ଖେଳ ଉଦଘାଟନ କରିଥିଲେ ।
Read More...

ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ଅଗ୍ରଣୀ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ତରଫରୁ ଦୁଇ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠାନର ସଭାପତି ଡଃ. ନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ବଙ୍ଗୋମୁଣ୍ଡା ତହସିଲଦାର
Read More...