ହେଲ୍ପଡେସ୍କ ଗଠନ ହେଲା ସାଇବର କ୍ରାଇମ ରୋକିବାକୁ
ଭୁବନେଶ୍ୱର : ହେଲ୍ପଡେସ୍କ ଗଠନ ହୋଇଛି ସାଇବର କ୍ରାଇମ ରୋକିବାକୁ । କମିଶନରେଟ ପୋଲିସ ପକ୍ଷରୁ ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ହେଲ୍ପଲାଇନ ନମ୍ବର ହେଉଛି ୭୪୪୦୦୦୬୭୦୯ । ଠକାମିର ଶିକାର ହେଉଥିବା ଲୋକଙ୍କ ଟଙ୍କା କୁଆଡେ ଯାଉଛି ସେଥିପ୍ରତି ଅନୁସନ୍ଧାନ କରାଯିବ । ଠକାମିର ଶିକାର!-->…
Read More...
Read More...