Monthly Archives

January 2021

ନୀତୀଶ କୁମାର ଇସାରାରେ ବିଜେପି ଉପରେ ଆକ୍ରମଣ କଲେ : କହିଲେ, କିଏ ବନ୍ଧୁ ଏବଂ କିଏ ଶତ୍ରୁ ଜଣା ପଡ଼ିଲାନି

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଜ୍ୟ କାର୍ୟ୍ୟନିର୍ବାହୀ ବୈଠକରେ ଏକ ବଡ଼ ଖୁଲାସା କରିଛନ୍ତି । ୨ ଦିନିଆ ରାଜ୍ୟ କାର୍ୟ୍ୟକାରିଣୀର ପ୍ରଥମ ଦିନରେ ବୈଠକକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ଜଣା ପଡ଼ିଲାନି,
Read More...

ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ବିବାହିତା ମହିଳା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦେହରେ କିରୋସନ ଢାଳି ଆତ୍ମହତ୍ୟା କରିଛନ୍ତି ଜଣେ ବିବାହିତା ମହିଳା । ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ଟିକ୍ରାପଡ଼ାର ଭାନୁମତି ଧରୁଆ(୨୫) ଗତ ୮ ତାରିଖ ଦିନ ନିଜ ଦେହରେ କିରୋସନ ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ
Read More...

ନାଟ୍ୟ ଜଗତର ମହାନ୍‌ ସ୍ରଷ୍ଟା ପୁରୁଷ କ୍ଷିତୀଶ ପୁରୋହିତ ଚାଲିଗଲେ

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ମହାନ୍‌ ସ୍ରଷ୍ଟା ପୁରୁଷ ତଥା ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ କ୍ଷିତୀଶ ପୁରୋହିତ(୭୪) ଚାଲିଗଲେ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ଏମ୍‌ସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ହୃଦ୍‌ଘାତରେ ଜୀବନ
Read More...

ଜବରଦଖଲ ଉଚ୍ଛେଦ ନୋଟିସକୁ ବିରୋଧ କରି ଜିଲ୍ଲାପାଳଙ୍କ ଘର ସାମ୍ନାରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜବରଦଖଲ ଉଚ୍ଛେଦକୁୂ ବିରୋଧ କରି ଜିଲ୍ଲାପାଳଙ୍କ ବାସଭବନ ସାମ୍‌ନାରେ ଧାରଣା ଦିଆଯାଇଛି ଗତକାଲି । ନିଜ ଘର ଭଙ୍ଗା ହେବା ନୋଟିସ ପରେ ଜିଲ୍ଲାପାଳଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଲାଙ୍ଗୀର ସୂର୍ୟ୍ୟନଗରବାସୀ । ତେବେ ସେମାନେ ଥଇଥାନ କରିବା ପରେ
Read More...

ମାର୍କେଟ୍‌ ଯିବା ପୂର୍ବରୁ ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୧୪ ଟଙ୍କା, ବଂଧାକୋବି - ୨୦ ଟଙ୍କା, ଆଳୁ - ୩୦ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦
Read More...

ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୧୬ ଦଳ ଅଂଶଗ୍ରହଣ କରୁଛନ୍ତି । ଏକ ରଙ୍ଗାରଙ୍ଗ ଉତ୍ସବରେ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଟୁର୍ନାମେଣ୍ଟକୁ ଉଦ୍‌ଘାଟନ
Read More...

ଜାନୁଆରୀ ୧୩ରୁ ଆରମ୍ଭ ହେବ ଜାମସେଠ ପ୍ରିମିୟର ଲିଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ପ୍ରିମିୟର ଲିଗ-୨୦୨୧ ପାଇଁ ଏକ ସଭା ଆୟୋଜିତ ହୋଇଯାଇଛି । ଏହା ଟଙ୍କଧର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗିରିଶ ଚନ୍ଦ୍ର ମାଝୀ ଅତିଥି ଭାବେ ଯୋଗଦେଇ ଥିଲେ। ଏ‌ହି ଟୁର୍ଣ୍ଣାମେଣ୍ଟରେ ୧୬ ଟି
Read More...

ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେଲେ

ଗଜପତି : ଗଜପତି ଜିଲ୍ଲାରେ ୨ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ
Read More...

ରାଣୀପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ରାଣୀପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ମୋ ସ୍କୁଲ ଅଭିଯାନ' ବୈଠକ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଧର୍ମାନନ୍ଦ ପ୍ରଧାନଙ୍କ ଆବାହକତ୍ୱରେ ୨୪ ଜଣ
Read More...

ଲକ୍ଷ୍ମୀ ଓ ଶକୁନ୍ତଳାଙ୍କୁ ୬୭ ବର୍ଷ : ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରା ମୁଣ୍ଡା ପଞ୍ଚାୟତ ମହୁଲପାଲି ଗ୍ରାମର ଅନେକ ଆଦିବାସୀ ଗରିବ ବିଧବା ମହିଳା ଓ ବୃଦ୍ଧବୃଦ୍ଧା ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ, ମହୁଲିପାଲି
Read More...