Daily Archives

ଖପ୍ରାଖୋଲରେ ହରିଶଙ୍କର ଟେଣ୍ଟ ମାଲିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲରେ ଅଞ୍ଚଳର ସମସ୍ତ ଟେଣ୍ଟ ମାଲିକମାନଙ୍କୁ ନେଇ ଏବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ୟ୍ୟକ୍ରମ ହୋଇଥିଲା । ବର୍ଷ ଯାକର ଆୟବ୍ୟୟ ଅଟକଳ କରାଯାଇଥିଲା ତଥା ନିଜ
Read More...

କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ ପୂର୍ବ ସଭ୍ୟଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରକାରୀ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ଦିନ ଖୋଲିବା ପରେ କାରୋନା କଟକଣା ସହିତ ଶିକ୍ଷାରମ୍ଭ କରାଯାଇଥିଲା । ଏହାପରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧବଳେଶ୍ୱର ଦଳପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଟଣାଗଡ଼ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଧବଳେଶ୍ୱର ଦଳପତି(୫୪)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ସେ ଆଜି ଅପରାହ୍ନରେ ପାଟଣାଗଡ଼ରୁ ବଲାଙ୍ଗିର ଅଭିମୁଖେ ତାଙ୍କ ବାଇକ୍‌ରେ ଆସୁଥିବା ବେଳେ ଧୁବଲପଡ଼ା ନିକଟରେ ଏକ
Read More...

ଉପଖଣ୍ତ ଚିକିତ୍ସାଳୟରେ ଡ୍ରାଏ ରନ୍ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟର ଏମ୍‌ସିଏଚ୍‌ ବିଡିଂ ପରିସର ମଧ୍ୟରେ କୋଭିଡ ଟୀକାକରଣ ପାଇଁ ଡ୍ରାଏ ରନ୍ କାର୍ୟ୍ୟକ୍ରମ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଛି । ଏହି ଡ୍ରାଏ
Read More...

ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ : ୨୦୨୦ ୟୁରୋପ ପାଇଁ ସବୁଠାରୁ ଗରମ ବର୍ଷ, ୨୦୨୧ରେ ବି ତ୍ରାହି ମିଳିବ ନାହିଁ

ବର୍ଲିନ୍ : ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ କେବଳ ଭାରତ ଏବଂ ଚାଇନାରେ ନୁହେଁ, ସମଗ୍ର ବିଶ୍ୱରେ ଦେଖାଯିବା ଆରମ୍ଭ ହୋଇଛି । ୟୁରୋପୀୟ ୟୁନିଅନର ଜଳବାୟୁ ମନିଟରିଂ ସେବା ଦ୍‌ଦ୍ୱାରା ଶୁକ୍ରବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୭ଟି ଦେଶ ସଂପୃକ୍‌କ୍ତଏକ ସଂଗଠନ ପାଇଁ ୨୦୨୦ ସବୁଠାରୁ ଉତ୍ତପ୍ତ
Read More...

ପଦ୍ମପୁର ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳ ଓଜନରେ କମ୍‌ : ମିଲର୍ସ ଅଫିସର୍‌ ମାଲେମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକରେ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଓଜନରେ କମ ଆସୁଥିବାର ଅଭିଯୋଗ ଗଣମାଧ୍ୟମକୁ ସୂଚନା ମିଳିଛି । ସ୍ପଷ୍ଟ ଭାବରେ କହିବାକୁ ହେଲେ ପଦ୍ମପୁର ଚନ୍ଦ୍ରାବତୀ ମେହେର ବିଦ୍ୟାଳୟକୁ ଆସିଥିବା ଚାଉଳ ଓଜନରେ ଗୋଟିଏ ବସ୍ତା ପଚାଶ କେଜି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୦, ଦେଓଗାଁ ବ୍ଲକରୁ ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଆଗଲପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ଜଣେ ଓ ବଡଟିକା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୱାର୍ଡ ନଂ.୪,
Read More...

ତଲିଉଡାର ଗ୍ରା.ପ.ର ଅନିୟମିତତା ବିରୋଧରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର ଗ୍ରା.ପ.ରେ ନାନା ପ୍ରକାର ଅନିୟମିତତା ଲାଗି ରହଥିବା ଦର୍ଶାଇ ଗ୍ରାମବାସୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ତଲିିଉଡାର ଗ୍ରା.ପ.ରେ
Read More...

ପୋଲିସ ଦ୍ୱାରା ବ୍ରାଉନସୁଗାର ବେପାରୀ ଗିରଫ

ଭଦ୍ରକ : ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପୋଲିସ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଛୟାଳସିଂ ଅଞ୍ଚଳରୁ ବନ୍ତ ଥାନା ପୋଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୧୧ ଗ୍ରାମରୁ ଅଧିକ ବ୍ରାଉନସୁଗାର ବେପାରୀ ଠାରୁ ଜବତ କରିଛି । ତେବେ
Read More...

ପୋଲିସକୁ ମିଳିଲା ବଡ ସଫଳତା : ୬ ଲୁଟେରା ଗିରଫ

ପୁରୀ, (କେପିଏନ୍‌ଏସ୍‌) : ରାଜ୍ୟରେ ଲୁଟେରାଙ୍କ ରାଜ୍‌ ବଢିଚାଲିଥିବା ବେଳେ ଆଜି ସତ୍ୟବାଦୀ ପୋଳିସକୁ ମିଳିଛି ଏକ ବଡଫଳତା । ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ୬ ଲୁଟେରାକୁ ଗିରଫ କରିଛ ସତ୍ୟବାଦୀ ପୋଲିସ । ତେବେ ଗିରଫ ହୋଇଥିବା ଲୁଟେରା ମାନେ ହେଲେ ସତ୍ୟବାଦୀ ଥାନା ବଡ଼ ହାଟ ଗ୍ରାମର ପ୍ରକାଶ
Read More...