Monthly Archives

November 2020

ଯୁକ୍ତ ୩ ସ୍ପଟ୍‌ ଆଡ୍‌ମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ନଭେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ପକାଇ ପାରିବେ…

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ଅଧୀନରେ ରହିଥିବା ସମସ୍ତ ଡିଗ୍ରୀ କଲେଜରେ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ ଆଡ୍‌ମିଶନ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ନଭେମ୍ବର ୯ରେ ଖାଲିଥିବା ସିଟ୍‌ ନେଇ ଉଚ୍ଚଶିକ୍ଷା ବିଭାଗ
Read More...

ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ କରୋନା ମହାମାରୀ ସମୟରେ ରକ୍ତାଭାବ କୁ ଆଖି ଆଗରେ ରଖି ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ଶ୍ରୀମତୀ ଏ. ଲାଠ ଏବଂ ଶ୍ରୀ ସପନ କୁମାର ଦାସ ଯୋଗଦାନ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ‘ମୁଁ ବି ସେବା’ କାର୍ଯ୍ୟକ୍ରମ

ବଲାଙ୍ଗିର, କେପିଏନ୍‌ଏସ୍‌) : ଦିନକୁ ଦିନ ସମାଜରେ ମାନବିକତା ମରିବାକୁ ଲାଗିଲାଣି । ନିଜର ଆତ୍ମୀୟମାନେ ମଧ୍ୟ ପଚାରୁ ନାହାନ୍ତି । ବର୍ତ୍ତମାନ ସମୟରେ ବି ଜାତିପ୍ରଥା ଯୋଗୁଁ ଶବ ପଡିରହୁଛି । ଅସଆୟ ରୋଗୀ ନିରଶ ହୋଇ ଘରେ ପଡି ରହିଛନ୍ତି । ଏହି ସବୁ ସ୍ଥାନରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତାର
Read More...

ରେଲୱେ ପ୍ରୋଟେକ୍ସନ୍ ସ୍ପେସିଆଲ୍ ଫୋର୍ସ କୃପା ଷାଣ୍ଢଙ୍କ ଦିଲ୍ଲୀ ବେସରକାରୀ ଡ଼ାକ୍ତରଖାନାରେ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚଦ୍ରପୁର ଗାଁର କୃପା ଷାଣ୍ଢ (୩୨), ପିତା- ଭୀମ ଷାଣ୍ଢଙ୍କ ଗତ ଶୁକ୍ରବାର ଦିନ କ୍ୟାନସର‌ ରୋଗରେ ଦିଲ୍ଲୀର ଏକ ବେସରକାରୀ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ରେଲୱେ ପ୍ରୋଟେକ୍ସନ ସ୍ପେସିଆଲ ଫୋର୍ସରେ ୨୦୧୪ରେ ନିଯୁକ୍ତି ପାଇ
Read More...

ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାସହୀନ ବ୍ୟକ୍ତିମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇ ପାରୁନାହାନ୍‌ନ୍ତି । ପାଇକମାଲ ବ୍ଲକ କେର୍ମେଲାବାହାଲ
Read More...

ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନୀତିକୁ ବିରୋଧ ଜଣାଇଲା ଭାରତୀୟ ମଜଦୁର ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ମଜଦୁର ସଂଘ ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସମବେତ ହୋଇ ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନୀତିକୁ ବିରୋଧ କରିଛି । ଏହା ସହିତ ଭାରତ ସରକାରଙ୍କ ଶ୍ରମିକ ମାରଣ ନୀତି ଅତିଶୀଘ୍ର ପ୍ରତ୍ୟାହାର କରିବା ପାଇଁ
Read More...

ଫସଲ ବୀମା ରାଶି ଦାବୀରେ ଚାଷୀଙ୍କ ଆମରଣ ଅନଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫସଲ ବୀମା ରାଶି ହେକ୍ଟର ପିଛା ୫୦ ହଜାର ଟଙ୍କା ଦାବୀରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ଓ ଯୁରାବନ୍ଧ ଗ୍ରାମ ପଞ୍ଚାୟତର ଚାଷୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି ।
Read More...

ବଲାଙ୍ଗିର ଜିଲ୍ଲାରେ ୭୦ ଆକ୍ରାନ୍ତ ଆଜି ଚିହ୍ନଟ : ସଇଁନ୍ତଲା ବ୍ଲକ୍‌ ଅଂଚଳରେ ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ୍‌ ଅଂଚଳରେ ସର୍ବାଧିକ ୧୪ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ସୂଚୀତ କରାଯାଇଛି । ସଇଁନ୍ତଲା ବ୍ଲକ୍‌ର ବୁଢ଼ାବାହାଲ ଗ୍ରା.ପ.ରୁ ୮, ଡେଙ୍ଗ ଗ୍ରା.ପ.ରୁ ୧,
Read More...

ଆଗଲପୁର ବ୍ଲକ ରିନବଚନ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ୧୯୪୯ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ ଏବେ ଅତି ଦୟନୀୟ ଅବସ୍ଥାରେ ଅଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଏହି ବିଦ୍ୟାଳୟରେ ପିଲା‌ଙ୍କୁ ପାଠ ପଢ଼ା ଯାଉଛି । କିନ୍ତୁ ଏହି
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ : କମ୍ପୁଟର ସାଇନ୍ସ ସମ୍ମାନରେ ଟପ୍ପର ଆଦ୍ୟାଶା ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ଟପ୍ପର ହୋଇଛନ୍ତି ଆଦ୍ୟାଶା ମିଶ୍ର । ସମୁଦାୟ ୮.୬୩ ସିଜିପିଏ ପ୍ରାପ୍ତ କରି ସେ ଏହି ସଫଳତା ପାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହର ହାଟପଦାପଡା ନିବାସୀ ତପସ୍ୱିନୀ ମିଶ୍ର ଏବଂ ବଳଦେବ
Read More...