Monthly Archives

November 2020

କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇନାହିଁ । ଫେବୃଆରୀ ମାସ ୬ ତାରିଖ ଗୁରୁବାର ଦିନ ତିନି ଜଣିଆ ଟିମ୍ ଆସି ତର୍ଜମା କରିବା ସହ
Read More...

ଏଇ ମାସରେ ଖୋଲିବ ସ୍କୁଲ : ନବମରୁ ଯୁକ୍ତ ଦୁଇ ଯାଏଁ ସବୁ କ୍ଲାସ୍ ହେବ

ଭୁବନେ‌ଶ୍ୱର : ଏଇ ମାସରେ ଖୋଲିବ ସ୍କୁଲ। ନବମରୁ ଯୁକ୍ତ ଦୁଇ ଯାଏଁ ସବୁ କ୍ଲାସ୍ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । ପିଲାଙ୍କୁ ଛାଡିବା ପାଇଁ ଅଭିଭାବକମାନେ ଯଦି ଅରାଜି ହୁଅ‌ନ୍ତି, ତେବେ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶଙ୍କ ପରଲୋକ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶ(୮୨)ଙ୍କ ଗତରାତିରେ ହୃଦଘାତରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସେ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇ ଗତକାଲି ନିଜ ବାସଭବନକୁ ଆସିଥିଲେ । କି‌ନ୍ତୁ ବିଧିର ବିଧାନ
Read More...

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁ‌ମ୍ବାଇ : ଜଣାଶୁଣା ସିନେମା ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି । ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି । ମେହେ‌ନ୍ଦି, ଫରେବ୍‌, ଦୁଲହନ୍‌ ବନୁ ମେ
Read More...

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ

କୋରାପୁଟ : ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଛକୁଣ୍ଡ ବିଏସଏଫ ଓ କୋରାପୁଟ ପୁଲିସର ଗାଡି ଯାଞ୍ଚ ସମୟରେ ଆଜି ଏକ ପିକଅପ ଭ୍ୟାନରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା କୁହା ଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ
Read More...

ବସ୍‌ ଭଡ଼ା ପ୍ରସଂଗ : ଅଧିକ ଭଡ଼ା ନେଇ ପାରିବେନି, ନେଲେ ବାତିଲ ହେବ ପରମିଟ

କଟକ : ଅନେକ ସମୟରେ ବସ ଭିତରେ ଯାତ୍ରୀ ଲୁଟର ଶିକାର ହେଉଛନ୍ତି । କରୋନା ପାଇଁ ବସ୍‌ ଭଡ଼ା ବଢ଼ିଥିବା କହି ଯାତ୍ରୀଙ୍କୁ ଲୁଟୁଛନ୍ତି ବସ କଣ୍ଡକ୍ଟରମାନେ । ଏଭଳି ଅଭିଯୋଗ ପରିବହନ କମିସନରଙ୍କ ନିକଟକୁ ଆସିବା ପରେ ରାଉରକେଲାରେ ଦୁଇଟି ବସ୍‌କୁ ଅଧିକ ଭଡ଼ା ଆଦାୟ ଅଭିଯୋଗରେ ଜବତ କରାଯାଇଛି ।
Read More...

ଶତ୍ରୁ ସାବଧାନ ! ଆଜି ଆଉ ୩ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । ବାସ୍ତବରେ ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ବିମାନ ଭାରତରେ ପହଞ୍ଚିବ । ଏହା ସହିତ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ଏବଂ ଯୁଦ୍ଧକ୍ଷେତ୍ରରେ ଦବ୍‌ଦବା
Read More...

ଆଇପିଏଲ ଟ୍ରଫି ପାଇଁ ପ୍ଲେ ଅଫରେ ଲଢ଼ିବେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ସହ ହାଇଦ୍ରାବାଦ : ୫ରେ କ୍ଵାଲିଫାୟର ୧, ୭ରେ…

ଦୁବାଇ : ଚଳିତ ଆଇପିଏଲ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ମଙ୍ଗଳବାର ପଏଣ୍ଟ ତାଲିକାର ଶୀର୍ଷରେ ଥିବା ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୦ ୱିକେଟରେ ପରାସ୍ତ କରି ସନ୍‌ରାଇଜର୍ସ ହାଇଦ୍ରାବାଦ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ଏହି ପର୍ୟ୍ୟାୟରେ
Read More...

ପିଜୁଳୀ ଚାଷ ଦେଇଛି ପରିଚୟ : ଷ୍ଟ୍ରବେରୀ ପରେ ଡ୍ରାଗନ ଫ୍ରୁଡ ଉପରେ ନଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଚାରପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜାମଖାରୀ ଗ୍ରାମର ଅଜିତ ବିଶ୍ୱାଳ । ବୟସ ମାତ୍ର ୩୦ ବର୍ଷ । ଶିକ୍ଷାଗତ ଯୋଗ୍ୟତା ବିପିଏଡ । ନିଜର ଶିକ୍ଷାଗତ ଯୋଗ୍ୟତା ଥାଇ ବି ଚାକିରୀ ପଛରେ ନ ଗୋଡାଇ ଉଦ୍ୟାନ କୃଷିରେ ମନୋନିବେଶ କରି ଅଂଚଳରେ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୧୯
Read More...