Monthly Archives

November 2020

ମାଓବାଦୀ ଆକ୍ରମଣ : ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ସୁକମା : ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ ହୋଇଥିବା ଖବର ଆସିଛି । ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ଆସି ଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା
Read More...

ନଦୀକୂଳେ ଥାଇ ପିଉଛନ୍ତି ଫ୍ଲୋରାଇଡ଼ ଯୁକ୍ତ ପାଣି, ଯୁବକମାନେ ଦିଶୁଛନ୍ତି ବୁଢ଼ା ଭଳି : ୬୦ ବେଳକୁ ହେଉଛ‌ନ୍ତି…

ଷ୍ଟାଣ୍ଡ ପୋଷ୍ଟ ଦେଖି ମେଣ୍ଟୁଛି ୨୫୦ ଲୋକଙ୍କ‌ ଶୋଷ : ଜରାଜୀର୍ଣ୍ଣ ହୋଇ ପଡ଼ିଥିବା କୂଅକୁ ଉଦ୍ଧାର ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷ ପୂର୍ବରୁ ପିଇବା ପାଣିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଦେଓଗାଁବାସୀ । ଦାବୀ ମୁତାବକ ସରକାର ଗୋଟେ ପରେ‌ ଗୋଟେ ପ୍ରକଳ୍ପ କାମ
Read More...

ଅଗ୍ନିକାଣ୍ଡ ଯୋଗୁଁ ଜଳି ପୋଡ଼ି ଛାର୍‌ଖାର୍‌ ହୋଇଗଲା ଘର

ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ନନ୍ଦିସାହିରେ ଅଗ୍ନିକାଣ୍ଡ ଯୋଗୁଁ ୪ ବଖରା ଘର ଜଳି ପୋଡ଼ି ଛାର୍‌ଖାର୍‌ ହୋଇଯାଇଥିବା ଖବର ମିଳିଛି । ରାତି ପ୍ରାୟ ୩ଟା ପରେ ଘଟିଥିବା ଏହି ଘଟଣାରେ ବାଇଧର ମୁଦୁଲି ଓ ଘନଶ୍ୟାମ ମୁଦୁଲିଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ
Read More...

କଡ଼ା ନିନ୍ଦା କଲେ ଅପରାଜିତା ପରୀ ହତ୍ୟା ଘଟଣାକୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ତୀବ୍ର ପ୍ରତିକ୍ରିୟା ରାଜ୍ୟର ସମ‌ସ୍ତ ମହଲରେ ଦେଖାଦେଇଛି ମଧ୍ୟ । ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଘଟଣାକୁ
Read More...

ଟିଟିଲାଗଡ଼ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଛି

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ଼ ବିଜେପି ତରଫରୁ ବିଗତ ୨୬ ତାରିଖରେ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଟିଟିଲାଗଡ଼ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ର ବରିଷ୍ଠ ପ୍ରତିନିଧି ମଣ୍ଡଳୀଙ୍କ ସଭା ଅନୁଷ୍ଠିତ
Read More...

ଇପିଏଫଓ ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ ୨୮ ଫେବୃଆରୀ ୨୦୨୧ ପର୍ୟ୍ୟନ୍ତ…

• ଇପିଏଫଓ ଅଧୀନ ୩୫ ଲକ୍ଷ ପେନସନଭୋଗୀ ହେବେ ଉପକୃତ ନୂଆଦିଲ୍ଲୀ, (ପିଆଇବି) : ବର୍ତ୍ତମାନର କୋଭିଡ-୧୯ ମହାମାରୀ ଏବଂ ବୟସ୍କ ଜନସଂଖ୍ୟାଙ୍କ ପ୍ରତି କରୋନା ଭୂତାଣୁର ଅଧିକ ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ
Read More...

ଦେଶର ଦୈନିକ କରୋନା ମାମଲାର ୬୯ ପ୍ରତିଶତ ୮ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଦେଖାଦେଇଛି

● ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷଣ ୧ ଲକ୍ଷ ଅତିକ୍ରମ କଲା● ନମୁନା ପରୀକ୍ଷଣରେ ଜାତୀୟ ହାରଠାରୁ ଆଗରେ ରହିଛି ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳନୂଆଦିଲ୍ଲୀ, (ପିଆଇବି) : ଆଜି ଭାରତରେ ସକ୍ରିୟ କରୋନା ମାମଲାର ସଂଖ୍ୟା ୪,୪୫,୯୪୦ ରହିଛି । ଦେଶର ମୋଟ କରୋନା ମାମଲା ମଧ୍ୟରୁ ୪.୮୭% କେବଳ
Read More...

ତିନୋଟି ସ୍ଥାନରେ ଟୀକା ବିକାଶ ଓ ଉତ୍ପାଦନ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିନୋଟି ସହର ଗସ୍ତ କରି କରୋନା ଟୀକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ବିସ୍ତୃତ ସମୀକ୍ଷା କରିଛନ୍ତି। ସେ ଅହମ୍ମଦାବାଦର ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ
Read More...

କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ : ଅମିତ ଶାହା

ନୂଆଦିଲ୍ଲୀ : କୃଷକଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବୀ ଉପରେ ବିଚାର କରିବାକୁ ସରକାର ପ୍ରସ୍ତୁତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୩ ରେ ଆଲୋଚନା କରିବାକୁ କୃଷି ମନ୍ତ୍ରୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଏବଂ
Read More...

ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ବିଧାନସଭା ଘେରାଓ

ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, ଜଳସେଚନ ବନ୍ଦ ବିରୁଦ୍ଧରେ ବିଧାନସଭାରେ ବିକ୍ଷୋଭ ସହ ଘେରାଓଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ
Read More...