Monthly Archives

November 2020

ଛତୁଆ ବଣ୍ଟନ ଅନିୟମିତତା ଯୋଗୁଁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ଧାରଣା ଜାରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନରେ ଥିବା ଆଇସିଡିଏସର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ବେନିୟମିତତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସ ଠାରେ ଆଜକୁ ୧୦ ଦିନ ହେଲାଣି ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କର ସଦସ୍ୟ
Read More...

ଚୀନ୍‌କୁ ଜାତିସଂଘ ନିରାପତ୍ତା ପରିଷଦ ସ୍ଥାୟୀ ସଭ୍ୟ ପଦ ମିଳିବାରେ ନେହେରୁଙ୍କ କୌଣସି ଭୂମିକା ନଥିଲା : ସୂଚନା ଅଧିକାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପଦ ପାଇଁ ଆନୁଷ୍ଠାନିକ କିମ୍ବା ଅଣଆନୁଷ୍ଠାନିକ ଭାବେ କୌଣସି ପ୍ରସ୍ତାବ ମିଳିନଥିଲା ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୫ ମସିହା
Read More...

ଏହି ଅନ୍ଧ କଳାକାରଙ୍କୁ କଳାକାର ଭତ୍ତା ମିଳିବ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ବରିକେଲ ଗାଁର ଜଣେ ଭିନ୍ନକ୍ଷମ କଳାକାର ସେ ହେଉଛନ୍ତି ଅନ୍ଧ। ହେଲେ ଢୁଲୁକିର ତାଳେ ତାଳେ ବହୁତ୍ ସୁନ୍ଦର ଗୀତ ଗାଇ ଲୋକଙ୍କର ମନକୁ ମୋହି ନେଉଛନ୍ତି । ଏହି କଳାକାରଙ୍କର ନାମ ହେଉଛି ସୁର ଦାସ । ଛୋଟ ଦିନରୁ ଟିଣ ଡବାକୁ ବଜେଇ
Read More...

ନିଃସହାୟ ବିଧବା ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ

ବଙ୍ଗୋମୁଣ୍ଡା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ତେତେଲପଡା ନିବାସୀ ରାଏମତି ତାଣ୍ଡି ଜଣେ ନିଃସହାୟ ବିଧବା ଭୂମିହୀନ ଗରିବ ଦଳିତ ବୃଦ୍ଧା । ସେ ଅନେକ ଥର ପଂଚାୟତ ପ୍ରଶାସନଙ୍କୁ ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ ହୋଇଛନ୍ତି ।
Read More...

ଆଜି ଧନତେରସ : ମା’ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ପୂଜା ମଙ୍ଗଳ ଫଳପ୍ରଦ : ସମାଜରେ ରହିଥିବା କେତୋଟି ବିଶ୍ୱାସ

ଧନତେରସ ଠାରୁ ଦୀପାବଳି ପର୍ବ ଆରମ୍ଭ ହୋଇଥାଏ । ପୁରାଣ ଶାସ୍ତ୍ର ଅନୁଯାୟୀ, ଧନତେରସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଏହି ଦିନର ଉପାସନା ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ତଥା ଅମୃତ ଶୁଭଫଳ ପ୍ରାପ୍ତି ସହଜ ହୋଇଥାଏ ବୋଲି
Read More...

ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ

ପୁରୀ : ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ । ଅଖିଳେଶ୍ୱର ସିଂହ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୁଣା ଅପରାଧଗୁଡ଼ିକୁ ତଦନ୍ତ ଆରମ୍ଭ କରିଥିବା ବେଳେ ୮ ବର୍ଷ ତଳର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନା ସିଂହାରୀ ହତ୍ୟାକାଣ୍ଡ ମାମଲାରେ
Read More...

ଆଜିି ଓଡ଼ିଶାରୁ ୧୦୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ୧୦୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୪୩୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ସାଂସଦ ସୁରେଶ ପୂଜାରୀଙ୍କ ଉନ୍ନୟନମୂଳକ ପଦକ୍ଷେପ

ସମ୍ବଲପୁର, (ଦାମୋଦର ପଣ୍ଡା) : ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗର ପ୍ରଶସ୍ତିକରଣ, ଉନ୍ନତିମୂଳକ କାର୍ୟ୍ୟ ବିଷୟରେ ସାଂସଦ ସୁରେଶ ପୂଜାରୀ ଜାତୀୟ ରାଜପଥ ପ୍ରାଧିକରଣର ରିଜିଓ ମେନେଜର ରାମପ୍ରସାଦ ପଣ୍ଡାଙ୍କ ସହ ଆଲୋଚନା ଓ ସମୀକ୍ଷା କରିଥିଲେ । ବରଗଡ
Read More...

ତୁର୍କମେନିସ୍ତାନର ବିଚିତ୍ର ଶାସକଙ୍କ ଦ୍ୱାରା ନିର୍ମିତ ହେଲା କୁକୁରର ୫୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ପ୍ରତିମା

ଅଶ୍‌ଗାବାତ : ପଶୁମାନଙ୍କ ପ୍ରତିମା ପ୍ରତି କେବଳ ଭାରତର ଲୋକଙ୍କ ନୁହେଁ ବରଂ ବିଦେଶରେ ମଧ୍ୟ ବିଶେଷ ଭାବରେ ରହିଛି । ତୁର୍କମେନ ଶାସକ ତାଙ୍କ ପ୍ରିୟ କୁକୁରର ୫୦ ଫୁଟର ସ୍ୱର୍ଣ୍ଣ ପ୍ରତିମା ତିଆରି କରିଛନ୍ତି । ଏହି ପ୍ରତିମା ରାଜଧାନୀ ଅଶଗାବତ୍‌ର ନୂତନ ଭାବେ ପ୍ରତିଷ୍ଠ।। ହୋଇଥିବା ଅଂଚଳ
Read More...

ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ

ତୁରେକେଲା,(କୈଳାଶ ସଗ୍ରିଆ) : ଗତ ୧୧ ତାରିଖ ଦିନ ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖୁଟୁଲୁମୁଣ୍ଡାରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଥିଲା । ଉକ୍ତ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରୀଆ ଯୋଗଦାନ କରି ମଉଲାନା ଆଜାଦଙ୍କ ସମ୍ବନ୍ଧରେ ସମ୍ୟକ
Read More...