ଏବେ ରାଜ୍ୟର ୧୫ଟି ବିଇଡି କଲେଜ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ
ଭୁବନେଶ୍ୱର : ରାଜ୍ୟରେ ବିଇଡି ଓ ଏମଇଡି ପାଠ୍ୟକ୍ରମ ପ୍ରଦାନ କରୁଥିବା ୧୫ଟି ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନର ବିଭାଗ ବଦଳିବ । ଏବେ ଏହି ଶିକ୍ଷାନୁଷ୍ଠାନଗୁଡିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବେଳେ ୨୦୨୧ ଜୁନ୍ ୧ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଯିବ । ଏ!-->…
Read More...
Read More...