Monthly Archives

November 2020

ପ୍ରଭାକର ରଥ ଜନ୍ମ ଶତ ବାର୍ଷିକୀରେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ସ୍ମୃତି ବକ୍ତୃତା

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଅଦ୍ୟ ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ୍‌ ସୋସିଆଲ କ୍ଲବ ସଭା କକ୍ଷରେ ବାଧିତ ଜନବଂଧୁ ପ୍ରଭାକର ରଥ ସ୍ମୃତି ସମିତି ଆନୁକୁଲ୍ୟରେ ବିଶିଷ୍ଟ ଐତିହାସିକ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ମୃତି ବକ୍ତୃତା କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଓଡିଶା ରୋଜଗାର ସ୍ୱାବଲମ୍ବୀ ଉଦଘାଟିତ : ଝାରମୁଣ୍ଡା ଏଥ୍‌ଲେଟିକ ଏସୋସିଏସନ ସଭାପତି ଓ ସରପଞ୍ଚ କରୋନା ଯୋଦ୍ଧା ଭାବେ…

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଶିକ୍ଷା, ପରିବେଶ ସମେତ ମହିଳାଙ୍କ ଆର୍ଥିକ ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟ ନେଇ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ସ୍ଥିତ ରୋଟାରୀ କ୍ଲବରେ ଓଡିଶା ରୋଜଗାର ସ୍ୱାବଲମ୍ବୀ କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ସମାଜ
Read More...

୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କଲା ପୋଲିସ

ଗଞ୍ଜାମ : ୮ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାକୁ ଅପରାଧମୁକ୍ତ ଅଚଂଳ କରିବା ପାଇଁ ଏକ ନୂଆ ଟିମ୍‌ ଗଠନ କରାଯାଇଥିଲା । ଟିମ୍‌ରେ ଆସିକା
Read More...

ସହିଦଙ୍କ ସ୍ମୃତିରେ ଏନସିସି ପରିବାର କଲା ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ 'ଆମ ଓଡ଼ିଶା' ଓ ଏନସିସି ପରିବାର, ପଞ୍ଚାୟତ କଲେଜ ତରଫରୁ ଗତ ମୁମ୍ବାଇ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଓ ଏନସିସି ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପଞ୍ଚାୟତ କଲେଜ ଏନସିସି
Read More...

ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅନ୍ତର୍ଗତ ରସମୁଣ୍ତା ମା' ଲକ୍ଷ୍ମୀ ରାଇସ୍ ମିଲରେ ହେମାଲ କାମ କରୁଥିବା ନୂଆଗାଁର ଜଣେ ୨୫ ବର୍ଷର ଯୁବକ ରାଇସ୍ ମିଲକୁ ଯାଉଥିବା ବେଳେ ତାର ସାମ୍‌ନା ପଟରୁ ଆସୁଥିବା କାର ଓଡି ନଂ - ୧୭ ୩୯୦୬ ସହିତ ଧକ୍କା ହେଇଥିଲା । ଆହତ ବ୍ୟକ୍ତିର ବାଇକ ସାମନା
Read More...

ସ୍ୱାସ୍ଥ୍ୟସେବାରେ ଆଉଟ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଦାବୀ କଲା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟ ସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଦାବୀ ଉଠାଇଛି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ । ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଥିବା ବିଶ୍ୱନାଥ ପଣ୍ଡିତ ଭବନ
Read More...

ଅଁଳା ଚତୁର୍ଦ୍ଦଶୀ ଅବସରରେ ଅସହାୟଙ୍କୁ କମ୍ବଳ ବଣ୍ଟନ କଲେ ସ୍ୱେଚ୍ଛାସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଅଁଳା ଚତୁର୍ଦ୍ଦଶୀ ଅବସରରେ କୁଷ୍ଠ କଲୋନୀରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଆଜି ଅଁଳା ଚତୁର୍ଦ୍ଦଶୀ ତିଥିରେ ଅତାବିରା ଝାଇଁଯୋର ନିକଟରେ ଥିବା କୁଷ୍ଠ କଲୋନୀର ସମସ୍ତ
Read More...

ଜିଲ୍ଲାର ସମସ୍ତ ମମତା ଦିବସରେ ଏଚ୍‌ଆଇଭି ଓ ସିଫିଲିସ୍‌ କମ୍ବୋ କିଟ୍‌ରେ ପରୀକ୍ଷାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ମମତା ଦିବସରେ ଏଚ୍‌ଆଇଭି ଓ ସିଫିଲିସ୍‌ କମ୍ବୋ କିଟ୍‌ରେ ପରୀକ୍ଷାର ଶୁଭାରମ୍ଭ ସ୍ଥାନୀୟ ଶାସ୍ତ୍ରୀନଗର ସ୍ଥିତ ଇୟୁପିଏଚ୍‌ସିରେ ଆସନ୍ତା ୧ ତାରିଖ ପୂର୍ବାହ୍ନ ୧୦ଟା ୩୦ମି.ରେ ହେବ । ଶିଶୁକୁ ଏଚ୍‌ଆଇଭି ଓ
Read More...

ମୋଟର ସାଇକେଲ ଦୁର୍ଘଟଣାରେ ଯୁବକ ମୃତ

ନବରଙ୍ଗପୁର : ଆଜି ସକାଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଛକ ପାଖରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସୂଚନା ଅନୁସାରେ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ମାଝିଗୁଡା ଗ୍ରାମ ଛକ ନିକଟରେ କାମତା ଗ୍ରାମରୁ ସପନ ଭତ୍ରା(୨୦) ଏକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ. ୪ ଓ ୧୪ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୫ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ଅଲଣ୍ଡା ଗ୍ରା.ପ.ରୁ ୨ ଓ ଝଲପ
Read More...