Monthly Archives

November 2020

୧୮ଦଫା ଦାବୀ ନେଇ ତହସିଲଦାରଙ୍କୁ ଭେଟିଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲ ଠାରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶାଖା ତରଫରୁ ଆଦିବାସୀଙ୍କ ଜଙ୍ଗଲ, ଜମି, ଆଦିବାସୀଙ୍କୁ ହିନ୍ଦୁକରଣ ବନ୍ଦ କରିବା, ୫ମ ଅନୁଛେଦ ଲାଗୁ କରିବା, ଆଗାମୀ ଜନଗଣନାରେ
Read More...

ଅନିଶ୍ଚିତତା ଭିତରେ ମାଟ୍ରିକ ପରୀକ୍ଷା : ବିଳମ୍ବରେ ହେଲେ ବି କରାଯିବ ପରୀକ୍ଷା, କହିଲେ ଗଣଶିକ୍ଷା ମନ୍ତ୍ରୀ କହିଲେ

ଭୁବନେ‌ଶ୍ୱର : ଅନିଶ୍ଚିତତା ଭିତରେ ମାଟ୍ରିକ ପରୀକ୍ଷା ପୂର୍ବରୁ ରହିଥିବା ବେଳେ ଆଜି ଏ ସଂପର୍କରେ ସ୍ପଷ୍ଟ ମତ ରଖିଛନ୍ତି ସରକାର । ସରକାର‌ଙ୍କ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛ‌ନ୍ତି ଯେ, ବିଳମ୍ବ ହୋଇପାରେ, କି‌ନ୍ତୁ ମାଟ୍ରିକ ପରୀକ୍ଷା ନିଶ୍ଚିତ ଭାବେ ହେବ । ତେବେ ସେ ଏହା
Read More...

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରେଜାଙ୍ଗଲା ଶୌର୍ଯ୍ୟ ଦିବସ ପାଳିତ

ଭବାନୀପାଟଣା, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନର୍ଲା ବ୍ଲକ୍ ବୁଢ଼ୀପଦର ଠାରେ ରେଜାଙ୍ଗଲା ଶୌର୍ୟ୍ୟ ଦିବସ ପାଳିତ ହୋଇଯାଇଛି । ମହାସଭାର ସଂପାଦକ ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରେଜାଙ୍ଗଲା ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା ।
Read More...

ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁସ୍ଥାନ ପାଇଁ କାମ କରିବ କେଶରିୟା ହିନ୍ଦୁ ବାହିନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁସ୍ଥାନ ପାଇଁ କାମ କରିବ କେଶରିୟା ହିନ୍ଦୁ ବାହିନୀ । ହିନ୍ଦୁ ଆଜି ନିଜ ନିଜ ମଧ୍ୟରେ ଜାତି ଆଧାରରେ ଭାଗ ଭାଗ ହୋଇ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି । ଅନ୍ୟ ପକ୍ଷରେ ଅନ୍ୟାନ୍ୟ ଧର୍ମ ସାରା ଦେଶରେ କାୟା ବିସ୍ତାର କରିବାରେ
Read More...

ସ୍ପଷ୍ଟ ହେଲା ଅମାନବୀୟ ହତ୍ୟାକାଣ୍ଡର ରହସ୍ୟ : ପାଟଣାଗଡ଼ ସଅଁରାପଡାର ଗଣସଂହାର ଘଟଣାରେ ୭ ଅଭିଯୁକ୍ତ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଅଁରାପଡାରେ ଘଟିଥିବା ଗଣସଂହାର ଘଟଣାରେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପଟଣାଗଡ଼ ପୋଲିସ । ପାଟଣାଗଡ଼ ଥାନାରେ ବଲାଙ୍ଗିର ଏସପିଙ୍କ ‌ଦ୍ୱାରା
Read More...

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ପାନାଜୀ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନା(୭୭)ଙ୍କ ଆଜି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ବିହାରର ଚାପ୍ରା ଗ୍ରାମରେ ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ମୃଦୁଳା ଗୋଆର ପ୍ରଥମ ମହିଳା ରାଜ୍ୟପାଳ । ଅନ୍ୟପଟେ ମୃଦୁଳା ସିହ୍ନା
Read More...

ଟିଟିଲାଗଡରେ ଧାନ ମଣ୍ଡି ଓ କପା ମଣ୍ଡି ଉଦଘାଟିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଞ୍ଚଳର ମନିଗାଁରେ ଧାନ ମଣ୍ଡି ଓ ଟିଟିଲାଗଡ ଗୋରୁବଜାରରେ କପା ମଣ୍ଡି କଣ୍ଟାବାଞ୍ଜି ଆର୍.ଏମ୍.ସି. ତରଫରୁ ପ୍ରତିଷ୍ଠା ହୋଇଛି । ଆଜି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମନିଗାଁକୁ ଯାଇ ଧାନ ମଣ୍ଡିର ଉଦଘାଟନ
Read More...

ଚାରି ବର୍ଷ ବିତିଗଲା, ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତରୁ ୨୦୧୬ ମସିହାରେ ଅଲଗା ହୋଇ ନୂତନ ଭାବରେ ଗଠିତ ହୋଇଥିବା ଲୁହୁରାମୁଣ୍ଡା ପଞ୍ଚାୟତ ଓ ସାଲେଭଟା ପଞ୍ଚାୟତରୁ ଅଲଗା ହୋଇଥିବା ମୁରଶୁଣ୍ଡ ପଞ୍ଚାୟତ ଗଠିତ ହୋଇଥିଲା । ଏହି ୨ ପଞ୍ଚାୟତର କାର୍ୟ୍ୟାଳୟ
Read More...

ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘର କଲମ ଛାଡ ଆନ୍ଦୋଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ୭ ଦଫା ଦାବୀ ନେଇ ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘ ତରଫରୁ କଲମ ଛାଡ ଆନ୍ଦୋଳନ କରାଯାଇଛି । କଲମଛାଡ କରି କର୍ମଚାରୀମାନେ ବଲାଙ୍ଗିର ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଓପିଟିସିଏଲ ସହିତ ସମ ଭାବରେ ୨୮୩୦ ଗ୍ରେଡ ପେ’ ଲାଗୁ, ଜୁନିଅର
Read More...

୧୪ ହଜାର ବିଦ୍ୟାଳୟ ଓ ବିଇଡି କଲେଜ ବନ୍ଦକୁ ବିଏସପି ପକ୍ଷରୁ ଘୋର୍‌ ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକକୀକରଣ କରିବା ନାଁରେ ରାଜ୍ୟ ସରକାର ରାଜ୍ୟରେ ୧୪ ହଜାର ବିଦ୍ୟାଳୟ ଓ ୧୪ ଟି ବିଇଡି କଲେଜକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବହୁଜନ ସମାଜ ପାର୍ଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ
Read More...