ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ସମ୍ବଲପୁର, (ଦାମୋଦର ପଣ୍ଡା) : ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସମ୍ବଲପୁର ଜିଲା ବୁର୍ଲାର ମିର୍ଧାପଡା ନିକଟରେ ଏକ ବିଲ ଭିତରେ ଥିବା ଗଛରୁ ଆଜି ଅନିରୁଦ୍ଧ ପଞ୍ଚବିହାର(୩୨)ଙ୍କ ସନ୍ଦେହଜନକ ତଥା ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର!-->…
Read More...
Read More...