Monthly Archives

November 2020

୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ ସରକାରଙ୍କ ଖାତାର ମାସିକ ସମୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ପର୍ୟ୍ୟନ୍ତ ଭାରତ ସରକାରଙ୍କର ମାସିକ ଖାତାକୁ ସମ୍ମିଶ୍ରଣ କରାଯାଇଛି ଏବଂ ଏହାର ରିପୋର୍ଟ ପ୍ରକାଶିତ ହୋଇଛି। ଯାହାର ପ୍ରମୁଖ ଦିଗଗୁଡ଼ିକ ନିମ୍ନରେ ଦିଆଗଲା:-୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ
Read More...

ମେଲ୍‌ଛାମୁଣ୍ତା ପୋଲିସ ଚେଇଁଲେ : ଜୁଆ ଆଡ୍ଡା ଉପରେ ଚଢାଉ, ୬ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେଲ୍‌ଛାମୁଣ୍ତା ଥାନା ଅଂଚଳରେ ବ୍ୟାପକ ପରିମାଣର ଜୁଆ ଖେଳ ହେଉଥିବା ଖବର ଭାଇରାଲ୍‌ ହେବା ପରେ ପୋଲିସର ତତ୍ପରତା ପ୍ରକାଶ ପାଇଛି । ୨୭ ତାରିଖ ବିଳମ୍ବିତ ରାତ୍ରରେ ସାରଂଗପୁର ପାଖରେ ଘୁଡୁଘୁଡୁ ପଟ୍ଟି ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସର ଏକ ଟିମ ଏସଆଇ
Read More...

ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମରୁ ବିପର୍ୟ୍ୟୟର ସମ୍ମୁଖୀନ ହେଲା ଭାରତ : ଫିଞ୍ଚ, ସ୍ମିଥଙ୍କ ଶତକ : ଭାରତକୁ ୬୬ ରନରେ…

ସିଡନି : ସିଡନିଠାରେ ଖେଳାଯାଇଥିବା ଭାରତ- ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି । ଆଜି ଅଷ୍ଟ୍ରେଲିଆ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୬୯ ରନ, ଆରନ ଫିଞ୍ଚ୍ ୧୧୪ ରନ ଓ
Read More...

ଦିନରେ ବାହାଘର, ରାତିରେ ଚଂମଟ ପ୍ରେମିକ ସହ ନବବଧୂ

ଲକ୍ଷ୍ନୌ : ଦିନରେ ବାହାଘର ସରିଲା । ରାତିରେ ପ୍ରେମିକ ସହ ଚଂମଟ ମାରିଦେଲେ ନବବଧୂ । ଉତ୍ତର ପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣା ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଛପିୟା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଝିଅ ସହିତ
Read More...

ଜଷ୍ଟିସ ବିଜୟ କୃଷ୍ଣ ପଟେଲ ହେଲେ ମାନବ ଅଧିକାର କମିସନର ଅଧ୍ୟକ୍ଷ

ସୁନ୍ଦରଗଡ଼ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ଜଜ୍‍ ଜଷ୍ଟିସ ବିଜୟ କୃଷ୍ଣ ପଟେଲଙ୍କୁ ରାଜ୍ୟ ସରକାର ଓଡ଼ିଶା ମାନବ ଅଧିକାର କମିସନର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ରାଜ୍ୟ ବିଧି ବିଭାଗ ପକ୍ଷରୁ ଜଷ୍ଟିସ୍ ବିଜୟ କୃଷ୍ଣ ପଟେଲ୍‌ଙ୍କ ନିଯୁକ୍ତି ନେଇ ସୂଚନା ପଅଦାନ କରାଯାଇଛି । ଜଷ୍ଟିସ
Read More...

ବିହାରରୁ ସୁଶୀଲ ମୋଦୀ‌ଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି : ବଡ ଦାୟିତ୍ୱ ମିଳିପାରେ

ନୂଆଦି‌ଲ୍ଲୀ : ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିହାରରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନ ପାଇଁ ସୁଶୀଲ କୁମାର ମୋଦୀଙ୍କୁ ମନୋନୀତ କରିଛି । ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି । ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ପରେ ଏହି ଆସନ
Read More...

କାର୍ତ୍ତିକ ମାସର ଆକାଶ ଛୁଆଁ ପରିବା ଦର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ଗତ ୧୦ ମାସ ହେବ କରୋନା ତାର କାୟା ବିସ୍ତାର ବଢ଼େଇ ଚାଲିଥିବା ବେଳେ ଏବେ କମିବାରେ ମଧ୍ୟ ଲାଗିଛି । କିଛି ଲୋକ କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ସୁସ୍ଥ ମଧ୍ୟ ହୋଇ ସାରିଛନ୍ତି । ଅନେକଙ୍କ କାମ ଧନ୍ଦା ବନ୍ଦ ହୋଇ ପଡିଛି
Read More...

ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀଜଗନ୍ନାଥଙ୍କ ଅନନ୍ୟ ମାଟି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ତ୍ରିକୂଟ ପାହାଡର ଛଳିଆ ଶିଖରରେ ଥିବା ତିନି ଠାକୁରଙ୍କୁ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାରେ ବେଶ
Read More...

ଶବଦାହ ପାଇଁ କାଠ ବିବାଦ : ଡିଏଫଓଙ୍କୁ ଭେଟିଲେ ଜିଲ୍ଲା ଭାଜପା ପ୍ରତିନିଧି ଦଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୫୦ ବର୍ଷ ଧରି ଶବଦାହ ପାଇଁ କାଠ ଯୋଗାଇ ଥିବା ବରଗଡ଼ର ଗୋପାଳ ଗୋଶାଳା ଆସନ୍ତା ଡ଼ିସେମ୍ବର ୧ ତାରିଖରୁ ଆଉ କାଠ ଯୋଗାଇ ପାରିବ ନାହିଁ ବୋଲି ଘୋଷଣା କରିବା ପରେ ବରଗଡ଼ ସଦର ମହକୁମାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ତୁରନ୍ତ ସମାଧାନ ଦାବୀରେ
Read More...

ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ସ୍ୱାଗତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଆଜି ବରଗଡ଼ ଜିଲ୍ଲା ଗ୍ରସ୍‌ସ୍ତରେ ଆସିଥିବା ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ରୋଶନ ଲାଲ ବିଟୁ, ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସହ ପ୍ରଭାରୀ
Read More...