କଡ଼ା ନିନ୍ଦା କଲେ ଅପରାଜିତା ପରୀ ହତ୍ୟା ଘଟଣାକୁ
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ତୀବ୍ର ପ୍ରତିକ୍ରିୟା ରାଜ୍ୟର ସମସ୍ତ ମହଲରେ ଦେଖାଦେଇଛି ମଧ୍ୟ । ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଘଟଣାକୁ!-->…
Read More...
Read More...