Daily Archives

ପାଇକମାଲ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ବୋଡାସମ୍ବର ଗ୍ରାମର ଚିତ ବରିହା(୪୫) ବୋଲି ଜଣା ପଡିଛି । ଚିତ ତାଙ୍କ ବାଇକିରେ ପଦ୍ମପୁରରୁ ନିଜ ଘର ବୋଡାସମ୍ବରକୁ ଗୁରବାର ରାତି ପ୍ରାୟ ୭ଟା ୩୦ମି.
Read More...

ଏଆଇୟୁଟିୟୁସି ଓ ଏଆଇକେକେଏମ୍‌ଏସ୍‌ ତରଫରୁ ସର୍ବ ଭାରତୀୟ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମକୋଡ, କୃଷକ ବିରୋଧୀ କୃଷି ଆଇନ, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦, ରେଳ ସମେତ ଅନ୍ୟାନ୍ୟ ରାଷ୍ଟ୍ରୀୟ ଉଦ୍ୟୋଗଗୁଡିକର ଘରୋଇକରଣ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଆଦି ବିରୁଦ୍ଧରେ ଦେଶର ୧୦ଟି
Read More...

ସମସ୍ତ ବିଷୟରେ ସ୍ନାତକୋତ୍ତର ନାମଲେଖା ପାଇଁ ଡେଟ୍‌ ଲାଇନ୍‌ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଷୟରେ ସ୍ନାତକୋତ୍ତର ୨୦୨୦-୨୧ ନାମଲେଖା ପାଇଁ ଡେଟ୍‌ ଲାଇନ୍‌ ଘୋଷଣା ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ୟୁନିଭର୍‌ସିଟି / କଲେଜ ଅନୁସାରେ ପ୍ରଥମ ଚୟନ ତାଲିକା
Read More...

ବଙ୍ଗୋମୁଣ୍ଡାରେ ସମ୍ବିଧାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦରରେ ଆମ୍ବେଦକର ଛକ ଠାରେ କିଛି ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆଜି ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ
Read More...

ଶ୍ରୀକ୍ଷେତ୍ରକୁ ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପାଇଁ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ମାଟିରୁ ଆଜି ୧୬ ଝୁଡି ତୁଳସୀ ଓ ପଦ୍ମଫୁଲ ପଠାଯାଇଛି । ଏକ ସୁସଜ୍ଜିତ ରଥରେ ଜିଲ୍ଲାର ବିନିକା ଜଗନ୍ନାଥ ମନ୍ଦିରରୁ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି ଭାରତ ବନ୍ଦର ପ୍ରଭାବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଟ୍ରେଡ୍ ୟୁନିୟନ ଡାକରାରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି । କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ସର୍ବ ଭାରତୀୟସ୍ତରରେ ୨୪ ଘଣ୍ଟିଆ ବନ୍ଦ
Read More...

କରାଟେ କୋଚ୍‌ ଅସୀମ କୁମାର ଭୋଇଙ୍କ ମହାନତା

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା କରାଟେ କୋଚ୍‌ ଅସୀମ କୁମାର ଭୋଇ ଆଜି ସକାଳେ ସବୁଦିନ ପରି ବଲାଙ୍ଗିର ରେଲୱେ ଷ୍ଟେସନ ଛକରେ ଥିବା କରାଟେ ସ୍କୁଲକୁ କରାଟେ ଶିକ୍ଷାଦାନ ପାଇଁ ଯିବା ସମୟରେ ଷ୍ଟେସନ ଛକରୁ ଖୁଜେନପାଲି ରାସ୍ତା କଡରେ ଏକ
Read More...

କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ ‘ପ୍ରୟାସ’ ପକ୍ଷରୁ କୁତୁର୍ଲା ପଞ୍ଚାୟତର ବିଭିନ୍ନ ଗାଁରେ ଶହେ ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୩ଟା ସମୟରେ ଦେଓଗାଁ ବ୍ଳକ କୁତୁର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ‘ପ୍ରୟାସ’ ପକ୍ଷରୁ କୋଶଲୀ ଲୋକନୃତ୍ୟ ଏକାଡେମୀ ମାଧ୍ୟମରେ କୁତୁର୍ଲା ପଞ୍ଚାୟତ କୁତୁର୍ଲା, ସାରସବାହାଲ, ମୁରସିଂ, ବହଲି ଗାଁର ଶହେ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା
Read More...

ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବିଧାନ ସୁରକ୍ଷା ମଂଚ ବରଗଡ଼ ପକ୍ଷରୁ ସମ୍ବିଧାନ ଦିବସ ପାଳିତ। ଗୁରୁବାର ସନ୍ଧ୍ୟାରେ ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନର ମୁଖବନ୍ଧ ପଠନ କରି ବିଭିନ୍ନ ଅନୁଛେଦ ବିଷୟରେ ଆଲୋଚନା କରାଗଲା । ଆବାହକ ପଵିତ୍ର ଦେହେରି, ମରିୟମ ବାର୍ଲା, ଅଲିମ ରିଜ଼ବି, ରମେଶ
Read More...

ସମ୍ବିଧାନ ଦିବସ : ଜୟ ଭୀମ ନାରାରେ କମ୍ପିଲା ସହର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ସମ୍ବିଧାନ ଦିବସ ଅବସରରେ ସ୍ଥାନୀୟ ମାଲ୍‌ଗେଦାମପଡା ସ୍ଥିତ ବାବା ସାହେବ ଆମ୍ବେଦକର କ୍ଲବରେ ଜିଲ୍ଲା ଦଳିତ ମଂଚ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ଜିଲ୍ଲା ବହୁଜନ ସମାଜ ପାର୍ଟି ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ
Read More...