Daily Archives

ବଲାଙ୍ଗିର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବିଚାରାଧୀନ ବନ୍ଦୀ ହେଲେ ତ୍ରିପୁରା ମଲ୍ଲିକ(୫୦)। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତ୍ରିପୁରାଙ୍କ ମୃତ୍ୟୁ ଘଟିଛି।
Read More...

ବଲାଙ୍ଗିରର ଏକମାତ୍ର ବି.ଇଡି. କଲେଜ ଓ ୩୭୫ ଗୋଟି ସରକାରୀ ସ୍କୁଲ ବନ୍ଦ ବିରୋଧରେ ଏଆଇଡିଏସ୍‌ଓ.ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ବଲାଙ୍ଗିର କମିଟି ତରଫରୁ ରାଜ୍ୟ ସରକାରଙ୍କର ସରକାରୀ ସ୍କୁଲ ଏକକୀକରଣ ନାଁରେ ବଲାଙ୍ଗିର ଜିଲ୍ଲାର ୩୭୫ଟି ସରକାରୀ ବିଦ୍ୟାଳୟ ଏବଂ ଜିଲ୍ଲାର ଏକମାତ୍ର ବି.ଇଡି କଲେଜ ବନ୍ଦ ବିରୁଦ୍ଧରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଜୋରଦାର
Read More...

ବିବାହ, ବ୍ରତ ଓ ସାଂସ୍କୃତିକ ଉତ୍ସବରେ ବାଜା, ଟେଣ୍ଟ୍ ଓ ଲାଇଟର ବ୍ୟବହାର ପାଇଁ ଅନୁମତି ସକାଶେ ଉପଜିଲ୍ଲପାଳଙ୍କ ଜରିଆରେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ମାର୍ଚ୍ଚ ମାସ ୨୦୨୦ରୁ ଆଜି ପର୍ୟ୍ୟନ୍ତ ସାରା ବିଶ୍ବରେ ମହାମାରୀ ହୋଇଥିବା ଯୋଗୁ ସରକାରଙ୍କ କୋଭିଡ-୧୯ର ସମସ୍ତ ନିୟମ ମାନି ବାଜା ଓ ସାଉଣ୍ଡ ସଂଘର ସବୁ ମାଲିକମାନେ ନିଜ ନିଜର ବ୍ୟବସାୟକୁ ବନ୍ଦ କରିଛନ୍ତି । ଯାହା ଦ୍ବାରା ସେମାନେ ଦୀର୍ଘ ୯ ମାସ
Read More...

ଚାନ୍ଦୋତରା ଗ୍ରାମ ବିଦ୍ୟାଳୟକୁ ଚୋରମରା ଗ୍ରାମ ବିଦ୍ୟାଳୟ ସହ ମିଶାଇ ଦିଆଯିବା ସରକାରଙ୍କ ନିଷ୍ପତ୍ତିକୁ ପୁନର୍ବିଚାର…

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଶିକ୍ଷକମାନଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ, ଯେଉଁ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ରଛାତ୍ରୀ ଅଛନ୍ତି ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟ ସହ ଜଡ଼ିତ କରି ଦିଆଯିବା । କିନ୍ତୁ ସରକାର
Read More...

ଅଲିମ୍ପିକ୍‌ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ

ନାଇରବି : ଅଲିମ୍ପିକ୍‌ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୩୦୦୦ ମିଟର ଷ୍ଟିପଲଚେଜରେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କେନିଆର କନସେସଲୁସ କିପ୍ରୁଟୋ । ଏକ ନାବାଳିକା ସହ ଯୌନ ସଂପର୍କ
Read More...

ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟା ଆରମ୍ଭ : ଅଧିକାଂଶ ଆବେଦନକାରୀଙ୍କୁ କମ୍ପ୍ୟୁଟର ବିଦ୍ୟା ଜଣାନାହିଁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଖୁସିର କଥା ଯେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଅଧିକାଂଶ ଆବେଦନକାରୀଙ୍କୁ କଂପ୍ୟୁଟର ବିଦ୍ୟା ଜଣାନାହିଁ । ସୂଚନାଯୋଗ୍ୟ ଯେ, କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟରେ ୨ ଲକ୍ଷ ଏଲଏଲ ଟେଷ୍ଟ ଆବେଦନ
Read More...

୭ ଶହରୁ ବି ତଳକୁ ଖସିଲା ଆଜିର ଆକ୍ରାନ୍ତଙ୍କ ସଂଖ୍ୟା : ଆଜିି ଓଡ଼ିଶାରୁ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୭ ଶହରୁ ବି ତଳକୁ ଖସିଥିବା ଦେଖିବାକୁ ମିଳିଛି । ଓଡ଼ିଶାରୁ ଆଜି ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୭୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୨୭୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା
Read More...

କରୋନା ମହାମାରୀକୁ ରୋକିବାରେ ପର୍ଯ୍ୟାପ୍ତ ନୁହେଁ ଭାକସିନ୍‌ : ଡବ୍ଲ୍ୟୁଏଚ୍‌ଓ

ଜେନେଭା : କରୋନା ପାଇଁ ପ୍ରଭାବୀ ସଞ୍ଜିବନୀ ଟୀକା ଆସିବା ପରେ ଯେ କରୋନା ଚିତ୍ର ବଦଳିଯିବ ଏବଂ ସ୍ଥିତି ସ୍ୱାଭାବିକ ହୋଇଯିବ, ତାହା ଭାବିବା ଭୁଲ । ବରଂ କରୋନା ବିରୋଧୀ ଲଢେ଼ଇ ଏମିତି ଜାରି ରହିବ । ସଂକ୍ରମଣକୁ ରୋକିବା ପାଇଁ ଟୀକା ଯଥେଷ୍ଟ ହେବନାହିଁ । କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ
Read More...

ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣାକୁ ଧ୍ୱଂସ କରିବାକୁ ଚାହୁଁଥିଲେ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣା ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ । ଇରାନର ମୁଖ୍ୟ ଆଣବିକ କେନ୍ଦ୍ରକୁ ଟ୍ରମ୍ପ ଟାର୍ଗେଟ କରିଥିଲା । ତେବେ ଉପରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ମନ୍ତ୍ରୀ ଖ୍ରୀଷ୍ଟୋଫର ମିଲର ଏବଂ ଯୁଗ୍ମ ଷ୍ଟାଫ୍‌ ମାର୍କ
Read More...

ବାଘଛାଲ ଜବତ, ୧ ଗିରଫ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କ୍ରାଇମ୍‌ବ୍ରାଂଚ ଏସ୍‌ଟିଏଫ୍‌ ଟିମ୍‌ ଦ୍ୱାରା ଭୁବନେଶ୍ୱରରୁ ବାଘଛାଲ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ମୟୁରଭଞ୍ଜ ଜିଲ୍ଲାର ପ୍ରଶାନ୍ତ ନାଏକ ବୋଲି କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ରାଜଧାନୀରେ ବାଘ ଛାଲ
Read More...