ସାନଭାଇର କାଠ ଫାଳିଆ ମାଡ଼ରେ ବଡଭାଇର ପ୍ରାଣ ଗଲା
ରାଉରକେଲା : ସାନଭାଇର କାଠ ଫାଳିଆ ମାଡ଼ରେ ବଡଭାଇର ପ୍ରାଣବାୟୁ ଉଡ଼ିଯାଇଥିବା ଭଳି ଏକ ଅଭାବନୀୟ ଖବର ଆସିଛି । ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟ୍ରିଖମନ ପଂଚାୟତ ଅଧୀନସ୍ଥ ହରପାଲି ଗାଁରେ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି!-->…
Read More...
Read More...