ଲଜ୍ଜ୍ୟା : ଅସୁରଙ୍କ ପଂଝାରେ କୁନିଝିଅ : କଙ୍କଡ଼ାହାଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୫ ଅଟକ
ଢେଙ୍କାନାଳ : ପୁଣି ଏକ ଲଜ୍ଜ୍ୟାକର ଘଟଣାରେ ଅସୁରଙ୍କ ପଂଝାରେ ଜଣେ କୁନିଝିଅ ପ୍ରତି ପାଶବିକ ଅତ୍ୟାଚାରର ଶିକାର ହେବା ସହ ପ୍ରାଣ ହରାଇଛି । ଏହି ଘଟଣା ଢେଙ୍କାନାଳ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୧୨ ତାରିଖ ସନ୍ଧ୍ୟାରେ କଙ୍କଡାହାଡ ଥାନା ଖରଖରି ଗାଁର ଜଣେ ୫ ବର୍ଷ!-->…
Read More...
Read More...