Daily Archives

ବିଶିଷ୍ଟ ମଂଚ ଅଭିନେତା କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମାଟିର ସୁନାମଧନ୍ୟ ବିଶିଷ୍ଟ ମଂଚ ଅଭିନେତା କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶତାଧିକ ମଂଚ ନାଟକରେ ଅଭିନୟ କରି ସାରା ଓଡ଼ିଶାର ନାଟ୍ୟଜଗତରେ ସୁପରିଚିତ ସ୍ୱର୍ଗତ ଆଚାର୍ଯ୍ୟ
Read More...

ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଚାଷୀ ସଙ୍ଗଠନର ବୈଠକ

ବେଲପଡା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକରେ ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଅଣ୍ଟା ଭିଡ଼ିଛି ଜୟ କୋସଲ କୃଷକ ସଙ୍ଗଠନ । ପଞ୍ଚାୟତ ପଞ୍ଚାୟତ ବୁଲି ଚାଷୀଙ୍କୁ ସଙ୍ଗଠିତ କରିବା ସହିତ ସଚେତନ କରୁଛି ଏହି ସଙ୍ଗଠନ । ଏହି କ୍ରମରେ ଆଜି ଏକ ପଞ୍ଚାୟତ ସ୍ତରିୟ ବୈଠକ ଧୁମାଭଟା
Read More...

କରୋନା ଗାଇଡ ଲାଇନ୍ ଆଧାରରେ ଚାଲିଛି କାଳୀ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡା ସ୍ଥିତ କାଳୀ ମଣ୍ତପରେ ସାର୍ବଜନିକ କାଳୀ ପୂଜା କମିଟି ତରଫରୁ କରୋନା ଗାଇଡ ଲାଇନ୍ ଆଧାରରେ ଏକ ନିଡାରମ୍ବର ପରିବେଶ ଭିତରେ ମାଁ ଶ୍ୟାମା କାଳୀଙ୍କ ପୂଜନୋତ୍ସବ ଚାଲିଛି । ଗତ କାଲି ସନ୍ଧ୍ୟାରେ ସୀମିତ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କୁ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ : ବଙ୍ଗୋମୁଣ୍ଡା ବ୍ଲକ୍‌ରୁ ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୫ରୁ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ୍‌ ଅର୍ସାତୁଲା ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୮, ଝରିଆଲ ଓ
Read More...

କୁଷ୍ଠାଶ୍ରମରେ ଦୀପାବଳି ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମହିଳା ଶାଖା ତରଫରୁ ସ୍ଥାନୀୟ ଗଇଁନ୍ତଲା ସ୍ଥିତ କୁଷ୍ଠ କଲୋନୀରେ ଦୀପାବଳି ପର୍ବ ପାଳନ କରାଯାଇଛିି । କାର୍ୟ୍ୟକର୍ତାମାନେ ସେଠାକୁ ଯାଇ କଲୋନୀକୁ ରଙ୍ଗୋଲିରେ ସଜାଇ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଲଳିତ କୁମାର
Read More...

ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଧାନସଭାର ସବୁଠାରୁ ବଡ ଗାଁ କଟାପାଲି ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ଓ କଟାପାଲି ଯୁବଗୋଷ୍ଠୀର ମିଳିତ ସହଯୋଗରେ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସମ୍ପାଦକ ଶାନ୍ତନୁ ସାହୁଙ୍କ ଉପସ୍ଥିତିରେ
Read More...

ଜେଇଙ୍କ ଦ୍ୱାରା ଉନ୍ନତିମୂଳକ କାର୍ୟ୍ୟର ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ କୁମାର ସେଠୀଙ୍କ ଦ୍ୱାରା ତାଙ୍କ ଅଧିନରେ ଆସୁଥିବା ପଞ୍ଚାୟତରେ ବିଭିନ୍ନ କାର୍ୟ୍ୟ ସଫଳତା ସହ ଦେଖାଇ ଦେଇଛନ୍ତି । ପୂରାପୁରି ଭାବରେ ଠିକାଦାର କିମ୍ବା ସରପଞ୍ଚ କାମ ନ କଲେ ସିଧା ସିଧା ମନା କରି ଦେଉଛନ୍ତି ଓ ନିମ୍ନ ମାନର
Read More...

ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ନୃସିଂହନାଥ ସମଲେଶ୍ବରୀ ମନ୍ଦିର ପରିସରରେ ପାଇକମାଲ ବ୍ଲକ ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ - ୧୯ ନିୟମ କୁ ମାନି କେବଳ ବିଧି ପୂର୍ବକ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥିଲା ।
Read More...

ଟ୍ରକ ଧକ୍କାରେ ମୃତ ବୃଦ୍ଧଙ୍କ ଶବ ରଖି ରାସ୍ତାରୋକ ଘଟଣା : ୨୧ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ

କଲହାଣ୍ଡି, (ପି.କେ.ସାହୁ) : ଟ୍ରକ ଦୁର୍ଘଟଣାରେ ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପେଙ୍ଗସୁର ଗ୍ରାମର କରୁଣା ନାଗ (୬୦)ଙ୍କ ମୃତ୍ୟୁ ହୋଇଥିଲା । ପରେ ଅପରାହ୍ନ ୪ ଘଣ୍ଟା ସମୟରେ ପରିବାର ଲୋକେ ଓ ଗ୍ରାମବାସୀ ଶବ ରଖି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ
Read More...

ମହାରାଷ୍ଟ୍ରରେ କାଲିଠୁ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ : ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଆସନ୍ତାକାଲି ଠୁ ଖୋଲିବ । ତେବେ କରୋନା ଗାଇଡ ଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ବୋଲି ସୂଚନା ରହିଛି । ଧାର୍ମିକସ୍ଥଳ ଖୋଲିବାକୁ ନେଇ କିଛି ସର୍ତ୍ତ ରଖିଛନ୍ତି ଉଦ୍ଧବ ସରକାର । ଏହି ସର୍ତ୍ତ ଅନୁସାରେ ଧାର୍ମିକ
Read More...