Daily Archives

କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ନ କରାଯାଉ ଓ ପ୍ରତେକ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ଛୁଆପିଲା ସରକାରୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ଯୁବ ସେନା ତରଫରୁ ଆଜି ପଦ୍ମପୁର ତହସିଲଦାର ସରିତା ଗୁପ୍ତା ଅଫିସରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ
Read More...

ଅରୁଣାଚଳ ନିକଟସ୍ଥ ବ୍ରହ୍ମପୁତ୍ର ନଦୀ ଉପରେ ନୂତନ ବନ୍ଧ ନିର୍ମାଣ କରିବାକୁ ଯାଉଛି ଚୀନ୍ : ଭାରତ ସହ ବଢ଼ିପାରେ ବିବାଦ

ନୂଆଦିଲ୍ଲୀ : ଚୀନ୍ ଲଦାଖରେ ଭାରତୀୟ ସେନା‌ଙ୍କ ଠାରୁ ତଡ଼ା ଖାଇଥିବା ବେଳେ ଚୀନ୍ ବର୍ତ୍ତମାନ ଉତ୍ତର-ପୂର୍ବରେ ଉତ୍ତେଜନା ବୃଦ୍ଧି କରିବାର କାରଣ ଖୋଜୁଛି । ଅରୁଣାଚଳ ପ୍ରଦେଶର ସୀମାରେ ଏୟାରବେସ୍ ଏବଂ ରେଳ ନେଟୱାର୍କର ସମ୍ପ୍ରସାରଣ ପରେ ଜିନପିଙ୍ଗ ପ୍ରଶାସନ ବର୍ତ୍ତମାନ ଏକ ନୂତନ ବନ୍ଧ
Read More...

ଆଜି ଆଉ ୧୬ ଜୀବନ ଗଲା କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରୁ ଆଉ ୧୬ ଜୀବନ ଯାଇଛି କରୋନାରେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୨୭୯୩ରେ ପହଞ୍ଚିଥିବା ବେଳେ ୨,୮୮,୧୬୮ଜଣ ସୁସ୍ଥ
Read More...

ପୋଲିସ ବାରାକରେ ଅଗ୍ନିକାଣ୍ଡ : ୩ ଯବାନ ଗୁରୁତର

ଭଦ୍ରକ : ନିଆଁରେ ପୋଡ଼ି ୩ ଯବାନ୍‌ ଗୁରୁତର ହୋଇଥିବା ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ପୋଲିସ ବାରାକରେ ଗତ ରାତିରେ ନିଆଁ ଲାଗିବାରୁ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମଶାଧୂପରୁ ନିଆଁ ଲାଗିବା ପରେ ଏହି ଅଗ୍ନିକା‌ଣ୍ଡ ଘଟିଥିବା କୁହାଯାଉଥିବା ବେଳେ
Read More...

କଥା କଟାକଟିରୁ ପତ୍ନୀକୁ କାତିରେ କାଟି ହତ୍ୟାକଲା ସ୍ୱାମୀ

କୋରାପୁଟ : ସାମାନ୍ୟ କଥା କଟାକଟିକୁ ନେଇ ପତ୍ନୀଙ୍କୁ ସ୍ୱାମୀ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଡାପଦର ଗାଁରେ ରବିବାର ରାତିରେ କାର୍ତ୍ତିକ ଟାକ୍ରି ତା ପତ୍ନୀ ପାର୍ବତୀ କମାର(୨୪)କୁ ଏକ କାତିରେ କାଟି ହତ୍ୟା କରିଛି
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୧୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୫୧୧
Read More...

ଆଇପିଏଲ : ହାଇଦ୍ରାବାଦକୁ ହରାଇ ପ୍ରଥମ ଥର ପାଇଁ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ : ଟ୍ରଫି ପାଇଁ ମୁମ୍ବାଇ ସହ ଲଢେଇ କରିବ…

ଆବୁଧାବି : ଆଇପିଏଲ୍‌-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୯୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୨ ରନ୍‌ କରି ପରାଜୟ ବରଣ କରିଛି
Read More...

କଂଟାବାଂଜିରେ ଅନୁଷ୍ଠିତ ହେଲା କଂଗ୍ରେସ କର୍ମୀ ସମାବେଶ

କଂଟାବାଂଜି, (ମନିଶ କୁମାର ହଂସ) : ସ୍ଥାନୀୟ ଜୈନ ଭବନରେ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ଅଧ୍ୟକ୍ଷତା କରିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏଥିରେ ଜିଲ୍ଲା ସଭାପତି ଦିଲୀପ ବେହେରା ମୁଖ୍ୟ ଅତିଥି ଭାବେ ଓ କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର,
Read More...

ବରକାନୀ ଓ କୁଲିଆବାହାଲରେ ବିଜେଡିର କର୍ମୀ ସମ୍ମିଳନୀ : ବ୍ଲକର ଉନ୍ନତିମୂଳକ କାମରେ ବାଧାପ୍ରାପ୍ତ କରୁଥିବା ଗୋଷ୍ଠୀକୁ…

ଦେଓଗାଁ, (ମନୀଷ କୁମାର ସାହୁ ): ଦେଓଗାଁ ବ୍ଲକ୍ ଜରାସିଂହା ଓ ସାଲେପାଲି ପଞ୍ଚାୟତ ବରକାନୀ ଓ କୁଲିହାବାହାଲ ଗାଁରେ ରବିବାର ଦିନ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଓଗାଁ, ଗାଈବାହାଲ, ଜରାସିଂହା ଓ ସାଲେପାଲି ପଞ୍ଚାୟତରୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ।
Read More...

କରୋନା ସଂକ୍ରମଣରେ ଚାଲିଗଲେ ଅବକାରୀ ଏସ୍‌ଆଇ ବଳରାମ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣରେ ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ନିବାସୀ ଅବକାରୀ ଏସ୍‌ଆଇ ବଳରାମ ସାହୁ(୫୯)ଙ୍କ ଆଜି ଭୋର୍‌ ସାଢେ଼ ୫ଟାରେ ଭୁବନେଶ୍ୱର ସ୍ଥିତ ସୋମ୍‌ ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ କିଛି ଦିନ ତଳେ କରୋନା
Read More...