Daily Archives

ବିପୁଳ ପରିମାଣର ଗଞ୍ଜେଇ, ୨୦ ହଜାର ଟଙ୍କା ଓ ୨ ବୋଲେରୋ ଗାଡ଼ି ଜବତ : ୩ ଗିରଫ୍‌

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ, ୨୦ ହଜାର ଟଙ୍କା ଓ ୨ ବୋଲେରୋ ଗାଡ଼ି ଜବତ କରିଥିବା ବେଳେ ୩ ଜଣ‌ଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏହି ମାମଲାରେ ଅ‌ନ୍ତର୍ଭୁକ୍ତ ୩ ଅଭିଯୁକ୍ତମାନେ ହେଲେ ବସ୍ତା ଥାନା ଅଞ୍ଚଳର
Read More...

୨୦ଟି ଟିପ୍ସ ଅନୁସରଣ କର‌ନ୍ତୁ : ଦିନସାରା ରୁହନ୍ତୁ ଏକ୍‌ଟିଭ୍‌

ଯଦି ଆପଣ ଅତିରିକ୍ତ ଓଜନ ହ୍ରାସ କରିବାକୁ ଏବଂ ଦିନସାରା ସକ୍ରିୟ ରହିବାକୁ ଚାହାଁନ୍ତି, ତେବେ ଦିନସାରା ଏହି ୨୦ ଟି ଟିପ୍ସ ମନେରଖନ୍ତୁ । ବାସ୍ତବରେ, ଆମେ ଖାଦ୍ୟ ସହିତ ଜଡିତ ଅନେକ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ଅସମର୍ଥ ହୋଇଥାଉଁ ଏବଂ ଅନେକ ଜିନିଷ ଖାଇଥାଉ, ଯାହା ଆମ ଶରୀର ପାଇଁ
Read More...

ବିହାର ବିଧାନସଭା ନିର୍ବାଚନ : ଏଥର କିଏ ହାତେଇବ ଶାସନ, ଦେଖନ୍ତୁ ଏକ୍‌ଜିଟ୍‌ ପୁଲ୍

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସହ ଜଡିତ ଶନିବାର ଦିନ ହୋଇଥିବା ଏକଜିଟ୍ ସର୍ଭେ ଅନୁଯାୟୀ, ଆରଜେଡି ନେତୃତ୍ୱାଧୀନ ବିରୋଧୀ ମହାସଂଘ ଶାସକ ଏନଡିଏ ଉପରେ ସଫଳତା ହାସଲ କରିବାକୁ ଯାଉଛି । ଅନ୍ତତ ତିନି ପକ୍ଷେ ତିନିଟି ଏକଜିଟ୍ ପୋଲରେ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୩୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୦୧
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ବିଧବାଙ୍କୁ ମିଳିଲା ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ରେ ଖବର ପ୍ରସାରଣ ପରେ ଜଣେ ଅସହାୟ ବିଧବାଙ୍କୁ ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ରେ ‘୧୦ ବର୍ଷ ହେଲା ଅସହାୟ ବିଧବାଙ୍କୁ
Read More...

ଛଞ୍ଚାଣବାହାଲି ଗ୍ରାମବାସୀ ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାଣବାହାଲି ଗାଁ ଯେଉଁଠି୧୫୦ ରୁ ୨୦୦ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ପ୍ରଶାସନ ପକ୍ଷରୁ ଗାଁକୁ ଏକ ସୋଲାର୍ ପମ୍ପ ଦିଆ ଯାଇଥିଲା । ସେ ଦିନଠାରୁ ଗାଁ ଲୋକେ ସ୍ବଚ୍ଛ
Read More...

ବଘଲା ନୂତନ ଖେଳ ପଡିଆ ପାଇଁ ଏକ ନଲକୂପ ଖନନ ଦାବୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ନୂତନ ଖେଳ ପଡିଆ ଉପରେ ଚନ୍ଦନଭାଟି ଅଞ୍ଚଳର ଶହ ଶହ ଖେଳାଳୀ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ କ୍ରିକେଟ, ଫୁଟବଲ ଖେଳିବାକୁ ତଥା ମର୍ଣ୍ଣିଂ ୱାକ୍ କରିବାକୁ ଲୋକେ ଯାଇଥାନ୍ତି । ହେଲେ ଏହି ପଡିଆଟି ଜଙ୍ଗଲ
Read More...

ଓଲଟିଲା ବସ୍‌, ୧୧ ଯାତ୍ରୀ ଆହତ

ଭଦ୍ରକ : ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିଥିବା ବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ତ୍ରିଶୁଳପୁର ପାଖରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କୁହାଯାଇଛି । ଆହତଙ୍କୁ ଭଦ୍ରକ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଓ
Read More...

ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ : ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍,…

ରାୟଗଡ଼ା, (କେପିଏନ୍‌ଏସ୍‌) : ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ । ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍‌ । ଏଭଳି ‌ସ୍ଥିତିରେ ଜଣେ ଯୁବତୀଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।
Read More...

ଯୁବ ଡୁମାଲ ସମାଜ ପକ୍ଷରୁ ମାଁ ମାହେଶ୍ଵରୀ ସେନା ସଂଗଠନ ଗଠିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ମାଁ ମାହେଶ୍ୱରୀ ସେନା ପକ୍ଷରୁ ଶନିବାର ଦିନ ସ୍ଥାନୀୟ ବଲାଙ୍ଗିର ଶାନ୍ତିପଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡୁମାଲ ସମାଜ ବହୁ ଲୋକ ଯୋଗ ଦେଇ ବଲାଙ୍ଗିର ସହରର ଯୁବ ଡୁମାଲ ଜାତି ଭାଇମାନଙ୍କୁ ନେଇ "ମାଁ ମାହେଶ୍ୱରୀ ସେନା" ସଂଗଠନ ଗଠନ
Read More...