Daily Archives

ରାଜ୍ୟ ସରକାରଙ୍କ ଘୋଷଣା : ଡିସେମ୍ବର ୩୧ ଯାଏଁ ସମ‌ସ୍ତ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ଡିସେମ୍ବର ୩୧ ଯାଏଁ ରାଜ୍ୟରେ କୌଣସି ସ୍କୁଲ ଖୋଲିବନି । ଆଜି ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଡିସେମ୍ବର ଦ୍ୱିତୀୟ ସପ୍ତାହରେ
Read More...

ଉନ୍ମୋଚିତ ହେଲା ‘ସୃଜନ ସଳିତା ନବନୀତା’ର ପୂଜା ସଂଖ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ର ପୂଜା ସଂଖ୍ୟା ଏକ ଅନ୍‌ଲାଇନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ହିନ୍ଦି କବି ତଥା କେନ୍ଦ୍ର ସାହିତ୍ୟ
Read More...

ଜଳଯୋଗାଣ ପ୍ରକଳ୍ପ ଅଚଳ : ସ୍ୱଚ୍ଛ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଅନ୍ତର୍ଗତ ପିପଲବାହାଲ୍ ଗାଁରେ ଦୀର୍ଘ ଏକ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଦୁଇ ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଲୋକ ସଂଖ୍ୟା ପାଖାପାଖି ଦୁଇହଜାର ହେବ । ପାଞ୍ଚ ବର୍ଷ ପୂର୍ବେ ଗ୍ରାମର
Read More...

ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକରେ ଯେମିତି ଦୁର୍ନୀତି କମିବାର ନାଁ ଧରୁନାହିଁ । ପ୍ରତ୍ୟେକ ଦିନ କୈାଣସି ନା କୈାଣସି ଗଣମାଧ୍ୟମରେ ଖପ୍ରାଖୋଲ ବ୍ଲକ ଅଞ୍ଚଳର ଦୁର୍ନୀତି ପ୍ରକାଶିତ ହେଉଛି । କିନ୍ତୁ କୈାଣସି ଲାଭ ହେଉନାହିଁ । ପ୍ରଶାସନ ଜାଣି ନଜାଣିଲା ପରି ଅଭିନୟ କରୁଛି
Read More...

ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ସାନିଟାରୀ ପେଡ ବଣ୍ଟନ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ଓ ସଚେତନତା ଆଜି ବୋଲି ନୁହେଁ, ସବୁ ସମୟରେ ଜୀବନ ଜୀଇଁବାର ମୂଳମନ୍ତ୍ର । ଏହାକୁ ପାଥେୟ କରି ମାହେଶ୍ୱରୀ ମହିଳା ଶାଖାର ସଦସ୍ୟାମାନେ କୁଡ଼ାସିଂହା ଗ୍ରାମରେ ସ୍କୁଲ ପଢ଼ା ଝିଅମାନଙ୍କୁ ସାନିଟାରୀ ପେଡ ବଣ୍ଟନ କରି ତାର ବ୍ୟବହାର କରି କିପରି ସ୍ଵଛତା
Read More...

କଂଟାବାଂଜି ପୋଲିସକୁ ମିଳିଲା ବଡ଼ ସଫଳତା : ୨୮ଟି ଚୋରି ମୋଟର ସାଇକଲ ଜବତ, ମାଷ୍ଟର ମାଇଣ୍ଡ ଶଳା ଭିଣୋଇ ସହ ଚାରି ଜଣ…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ପୋଲିସ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ପୋଲିସ ଦ୍ୱାରା ୨୮ଟି ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଥିବା
Read More...

ବଲାଙ୍ଗିରରେ ଜୟ କିଶାନ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ଗତକାଲି ଦେଶର ବିିଭିନ୍ନ ୪୨୦ଟି ସ୍ଥାନରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ ପ୍ରଦର୍ଶନ କରିବା ପୂର୍ବକ ରାସ୍ତାରୋକ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର-କଂଟାବାଂଜି ରାସ୍ତା ବେଲପଡ଼ା କଲେଜ
Read More...

ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵରରେ ପୁଣି ବାଜିଲା ଘଣ୍ଟ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵର ରାମମନ୍ଦିର ଠାରେ ଆୟୋଜିତ ହୋଇଯାଇଛି ପ୍ରତିବାଦ ସଭା । ୫ ଦଫା ଦାବୀ ନେଇ ଆୟୋଜନ ଏହି ସଭାରେ ରାମ ମନ୍ଦିର ସେବାୟତ, ଯାଜପୁର ବିରଜା ମନ୍ଦିର ସେବାୟତ, ସାକ୍ଷୀଗୋପାଳ ମନ୍ଦିର ସେବାୟତ, ଦାଣ୍ଡ
Read More...

ମୋ’ ସ୍କୁଲ୍ ଅଭିଯାନ : ବି.ଏମ୍‌. ହାଇସ୍କୁଲ୍‌କୁ ପୁରାତନ ଛାତ୍ର ଦେଲେ ୫୦ ହଜାର

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍‌ର ପୁରାତନ ଛାତ୍ର ସୁମନ୍ତ କୁମାର ଚୋପଦାର ମୋ’ ସ୍କୁଲ୍ ଅଭିଯାନରେ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ଚୋପଦାର ୧୯୭୧ରୁ ୧୯୭୩ ଯାଏଁ ବ୍ରଜମୋହନ ହାଇସ୍କୁଲ୍‌ରେ ସପ୍ତମରୁ ନବମ ଶ୍ରେଣୀ ଯାଏଁ ଅଧ୍ୟୟନ
Read More...

ଗାନ୍ଧୀ ପାଠାଗାରରେ କରୋନା ପରୀକ୍ଷା ଓ ମାକ୍ସ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ଠାରେ ଥିବା ଗାନ୍ଧୀ ପାଠାଗାରରେ ଆଜି ସକାଳେ କରୋନା ପରୀକ୍ଷା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୌର ପରିଷଦ ତରଫରୁ କରୋନା ପରୀକ୍ଷା କରାଯାଇଥିବା ବେଳେ ଗାନ୍ଧୀ ପାଠାଗାର ପକ୍ଷରୁ କରୋନା ସମ୍ପର୍କରେ
Read More...