Monthly Archives

October 2020

ଅଜୟ ବାଲୀ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସଂଯୋଜକ ମନୋନୀତ : ଛାତ୍ର କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଦଳର ପୁର୍ବତନ ରାଜ୍ୟ ସଂପାଦକ ଅଜୟ ବାଲୀଙ୍କ ଉପରେ ଦଳ ପୁଣି ଥରେ ବିଶ୍ୱାସ ଦେଖାଇଛି । ଏଥର ଦଳ ତାଙ୍କୁ ଅବିଭକ୍ତ ବଲାଙ୍ଗିର (ବାଲାଙ୍ଗିର ଓ ସୋନପୁର ଜିଲ୍ଲା)ର ରାଜୀବ ଗାନ୍ଧୀ ପାଞ୍ଚାୟତିରାଜ ସଂଗଠନର ସଂଯୋଜକ ଭାବେ ମନୋନୀତ କରିଛି । ବଲାଙ୍ଗିର ଓ
Read More...

ଝାରବନ୍ଦ ବିଜାଡୋଲରେ ନାଗବାଚା ପର୍ବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସ୍ଥିତ ଝାରବନ୍ଦ ଥାନାର ବିଜାଡୋଲ ଗ୍ରାମରେ ଗତ ସାତ ବର୍ଷ ଧରି ନାଗବାଚା ପର୍ବ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୁରୁ କାର୍ତ୍ତିକ ଦାସଙ୍କ ନେତୃତ୍ବରେ ଏହି ପର୍ବ ପାଳିତ ହୋଇଥିଲା ।ସରଗୁଲ,
Read More...

ଶିକ୍ଷୟିତ୍ରୀ ଦୀପ୍ତିଶ୍ରୀଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ରାତିରେ ପଦ୍ମପୁର ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ସୁଶ୍ରୀ ଦୀପ୍ତିଶ୍ରୀ ବହିଦାରଙ୍କର ଅକାଳ ବିୟୋଗ ହୋଇଯାଇଛି । ଘଟଣାଟି ସାରା ସହରରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ସୁଶ୍ରୀ ବହିଦାର ଜଣେ ମେଧାବୀ ଛାତ୍ରୀ ଭାବେ ଅଞ୍ଚଳ ମହାବିଦ୍ୟାଳୟରୁ
Read More...

ଦୁଇ ମହଲା କୋଠା ଭୁଷୁଡି ପଡିଲା : ଅ‌ଳ୍ପକେ ବର୍ତ୍ତିଲା ୭୫ ଜଣ‌ଙ୍କ ଜୀବନ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଲାଗି ରହିଥିବା କଲ୍ୟାଣ ଡୋମ୍ବିଭଲିରେ ଏକ ବଡ଼ ଦୁର୍ଘଟଣାରୁ ଅ‌ଳ୍ପକେ ବର୍ତ୍ତିଯାଇଛି ୭୫ ଜଣ‌ଙ୍କ ଜୀବନ । ସୂଚନା ଅନୁସାରେ ଅକ୍ଟୋବର ୨୯ରେ ଅର୍ଥାତ୍ ଗୁରୁବାର ସକାଳେ ଡୋମ୍ବିଭଲିର କୋପର ଅଂଚଳରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ସେହି
Read More...

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୁଲମ୍‌ଖୁଲା ଅବମାନନା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ସକାଳ ଛଅଟା ସମୟରୁ ରାତି ଦଶଟା ସମୟ ମଧ୍ୟରେ ଟିଟିଲାଗଡ ସହର ମଧ୍ୟରେ କୌଣସି ଭାରିଯାନ ପ୍ରବେଶ କରିପାରିବ ନାହିଁ । ଏହା ସହ
Read More...

ଦଳିତ ଗ୍ରାମସେବକଙ୍କୁ ନିଆଁରେ ଜାଳି ହତ୍ୟା

ଆମେଥି : ଉତ୍ତରପ୍ରଦେଶର ଆମେଥି ମୁନ୍‌ସିଗଜ୍ ନିକଟରେ ଥିବା ବନ୍ଦୋୟିଆ ଗ୍ରାମରେ ଘଟିଛି ଏକ ବର୍ବର ଘଟଣା । ଜଣେ ଗ୍ରାମସେବକଙ୍କ ଅଧାଜଳା ମୃତଦେହ ଘର ଭିତରୁ ମିଳିଥିବା ସୂଚନାରେ କୁହାଯାଇଛି । ଘର ପାଖ ଲୋକମାନେ ଗ୍ରାମସେବକଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତି କରାଇଥିବା ବେଳେ ସେଠି
Read More...

ପାକିସ୍ତାନ ମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିଜେପି ଟାର୍ଗେଟ କଲା କଂଗ୍ରେସକୁ : ପାକ୍ ସ୍ୱୀକାର କରିଛି, ଏବେ କଂଗ୍ରେସ…

ନୂଆଦିଲ୍ଲୀ : ଗତ ବର୍ଷ ପୁଲୱାମା ଆକ୍ରମଣ ସଂପର୍କରେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ତାଙ୍କ ଦେଶର ଭୂମିକା ସ୍ୱୀକାର କରିବାର ଗୋଟିଏ ଦିନ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଦିନ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Read More...

ଏଥର ଫିକା ଫିକା ଇଦ୍ ମିଲାଦ୍ ଉନ୍ ନବି

ବଲାଙ୍ଗିର , (ଦେବାଶିଷ ମିଶ୍ର) : ଆଜି ଇଦ୍ ମିଲାଦ୍ ଉନ୍ ନବି ପାଳନ କରାଯାଉଛି । ଆଜିର ଦିନରେ ପ୍ରୋଫେଟ୍ ମହମ୍ମଦ୍ ଜନ୍ମ ନେଇଥିଲେ ବୋଲି ବିଶ୍ୱାସ କରାଯାଏ । ତାଙ୍କର ଜନ୍ମ ଦିନକୁ ଇଦ୍ ମିଲାଦ୍ ଉନ ନବି ଭାବେ ପାଳନ କରାଯାଏ । ଉଭୟ ସିଆ ଓ ସୁନ୍ନି ସଂପ୍ରଦାୟ ଏହି ଦିନକୁ ବେଶ ଭକ୍ତିର ସାହ
Read More...

ସମ୍ବଲପୁର ରୋଡ ଡକାୟତି ଘଟଣା : ଦୁଇ ଲୁଟେରା ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୋଲିସ ଡକାୟତି ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଇନ୍ଦ୍ରଜିତ ଘିବେଲା(୧୯) ଓ କୁନା ବିଶି (୨୧) ହୋଇଥିବା ବେଳେ ଉଭୟ ଅଭିଯୁକ୍ତ ସ୍‌ସ୍ଥାନୀୟ ମାଧିଆପାଲି ବାସିନ୍ଦା ବୋଲି ଜଣାପଡିଛି । ତେବେ ଏହି ମାମଲାରେ
Read More...

ସେବା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପାଟଣାଗଡ ମୁଖ୍ୟ ରାସ୍ତା ମରାମତି

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଏକ ପ୍ରମୁଖ ସହର । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଯାନବାହାନ ଚଳାଚଳ ହେଉଛି । ଲକ୍ଷଲକ୍ଷ ଲୋକଙ୍କ ଲାଇଫ୍‌ଲାଇନ୍‌ ସାଜିଛି । ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିଲେ ସୁଦ୍ଧା କାହାରି ନିଘା ନାହିଁ । ସତେ
Read More...