Daily Archives

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) ; ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ବର୍ଷ ଭଳି ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ବାଦ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି । ଏହି
Read More...

ନୂତନ ଭାରତ ବଜାର ଶକ୍ତି ଉପରେ ନିର୍ଭର କରେ, ଏହା ଏବେ ନିବେଶର ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀ ହେବ :…

ନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ବିରୋଧରେ ଭାରତ ସାତ ମାସ ଧରି ସଂଗ୍ରାମ ଜାରି ରଖିଆସିଛି । ଗତ ମାର୍ଚ୍ଚ ମାସରେ ପ୍ରଥମେ ଲକଡାଉନ୍ ଘୋଷଣା କରାଯାଇଥିଲା।ପ୍ରଧାନମନ୍ତ୍ରୀ କହିଛ‌ନ୍ତି ଯେ, ମୁଁ ଦୃଢ଼ ନିଶ୍ଚିତ ଏକଥାରେ ଆମେ ସଭିଏଁ ସହମତ ହେବା ଯେ ଏହି ଭୂତାଣୁ ସଂପର୍କରେ ପୂର୍ବରୁ
Read More...

ସହର ଭିତରେ ଦ୍ରୁତ ମୋଟର ସାଇକେଲ୍‌ ଚାଳକଙ୍କ ପ୍ରତି ବଲାଙ୍ଗିର ପୋଲିସ ପଦକ୍ଷେପ ନେବ କେବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ଭିତରେ ଦ୍ରୁତ ମୋଟର ସାଇକେଲ୍‌ ଚାଳକଙ୍କ ପ୍ରତି ବଲାଙ୍ଗିର ପୋଲିସ୍‌ କେବେ କଠୋର ପଦକ୍ଷେପ ନେବ ବୋଲି ଚାହିଁ ବସିଛନ୍ତି ବଲାଙ୍ଗିର ସହରବାସୀ । ସ୍ପିଡ଼୍‌ ବାଇକ୍‌ ରାଇଡ଼ର୍‌ମାନଙ୍କ ଆତଙ୍କ ବଢ଼ି ବଢ଼ି ଚାଲିଛି । ସାଧାରଣ ଜନତା ଏମାନଙ୍କ ଦୌରାତ୍ମ୍ୟରେ
Read More...

ଆସ୍ତେ ଆସ୍ତେ ପାଦ ଥାପୁଛି ଶୀତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପାଣିପାଗରେ ଏବେ ପରିବର୍ତ୍ତନ ଦେଖାଦେଇଛି । ସଫା ରହିଛି ଆକାଶ । ପାଗ ବି ଶୁଖିଲା ରହିଛି । ଆସ୍ତେ ଆସ୍ତେ ତାତି ବି କମିବାରେ ଲାଗିଛି । ରାତିରେ ଟିକେ ଶୀତର ଅନୁଭବ ହେଉଥିବା ବେଳେ ଭୋର୍‌ ବେଳକୁ ଶୀତ ତାର କାୟା ବିସ୍ତାର କରିବାକୁ ଚେଷ୍ଟା କଲାଣି । ତେବେ
Read More...

ପାନ ଦୋକାନ ଉପରେ ଚଢ଼ାଉ : ଗୁଟଖା ପାଇଁ ଜୋରିମାନା ଅସୁଲ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପ୍ରଶାସନ ଅଚାନକ ଗୁରୁବାର ଦିନ ସହରରେ ଗୁଟ୍‌ଖା ବିକ୍ରୟକୁ ରୋକିବା ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସହରର ବିଭିନ୍ନ ପାନ ଦୋକାନରେ ଟିଟିଲାଗଡ଼ ତହସିଲଦାର ଆନନ୍ଦ ପଣ୍ଡା, ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ
Read More...

ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି : ଚା’ ଦୋକାନ ଛିନ୍‌ଛତର୍‌

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଏକ ଚା' ଦୋକାନରେ ନିଆଁଲାଗି ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା' ଦୋକାନରେ ହଠାତ ନିଆଁ ଲାଗିଥିବା
Read More...

ଆଇପିଏଲ୍‌ : କୋଲକାତାକୁ ୬ ୱିକେଟରେ ହରାଇ ପ୍ଲେ ଅଫ୍‌ରୁ ଦୂରେଇ ରଖିଲା ଚେନ୍ନାଇ

ଦୁବାଇ : ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ ଏକ ପ୍ରକାର କର ବା ମର ସ୍ଥିତିରେ ଥିବା କେକେଆର ଗୁରୁବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଯୁବ ପ୍ରାରମ୍ଭିକ ଯୋଡ଼ି ଶୁଭମନ ଗିଲ୍‌ (୨୬) ଓ ନୀତୀଶ ରାଣା (୮୭) ପ୍ରଥମ ୱିକେଟ୍‌ରେ ୫୩ ରନ୍ ଯୋଡ଼ିଥିଲେ। କର୍ଣ୍ଣ ଶର୍ମା ଚତୁରତାର ସହ
Read More...

ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହେଲା ବିରଳ ମାଛ

ବୌଦ୍ଧ, (ବଂଶୀଧର ମାଝୀ) : ମତ୍ସ୍ୟଜୀବୀମାନେ ଏକ ବିରଳ ମାଛ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହରଭଙ୍ଗା ବ୍ଲକ୍‌ ସଂକୁଲେଇ ପଞ୍ଚାୟତ ମହାନଦୀ କଡ଼ରେ ରହୁଥିବା ମତ୍ସ୍ୟଜୀବୀମାନେ ଗତ କାଲି ୧ କିଲୋ ଓଜନର ଏକ ବିରଳ ମାଛ ଧରିଥିବା ବେଳେ ମାଛଟିର ଦେହ କୁମ୍ଭୀର ଭଳି ଦେଖାଯାଉଥିବା
Read More...

ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ଜାପାନ ମଧ୍ୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଓ ସହଯୋଗ ନେଇ ରାଜିନାମା (ଆଇସିଟି) ଅନୁମୋଦିତ ହୋଇଛି । ଏହାଫଳରେ ଭାରତ-ଜାପାନ
Read More...

ଏମ୍‌ସିଏଲ୍‌କୁ ମିଳିଲା ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର

ସମ୍ବଲପୁର, (କେପିଏନ୍‌ଏସ୍‌) : ମହାନଦୀ କୋଲ୍‌ଫିଲ୍‌ଡ଼ ଲିମିଟେଡ଼୍‌କୁ ମିଳିଛି ସମ୍ମାନଜନକ ପୁରସ୍କାର । ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର ପ୍ରାପ୍ତ ହୋଇଛି ଏମ୍‌ସିଏଲ୍‌ । ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ୪୬ତମ କୋଲ୍‌ ଇଣ୍ଡିଆ ସ୍ଥାପନ ଦିବସ ଅବସରରେ
Read More...