Daily Archives

ବ୍ରାଜିଲ୍‌ : କରୋନା ଭେକ୍‌ସିନ୍‌ ଟ୍ରାଏଲ୍‌ରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ, ତଥାପି ଜାରି ରହିବ ଟ୍ରାଏଲ୍‌

ବ୍ରାଜିଲ : ବ୍ରାଜିଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଛି ଯେ, କୋଭିଡ-୧୯ ଭେକ୍‌ସିନ୍‌ର କ୍ଲିନିକାଲ ଟ୍ରାଏଲ୍‌ ସମୟରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି, ତଥାପି ଜାରି ରହିବ ଟ୍ରାଏଲ୍‌ । ସୂଚନାଯୋଗ୍ୟ ଯେ, ବ୍ରାଜିଲ୍‌ରେ ଅକ୍ସଫୋଡ଼୍‌ର୍ ଦ୍ୱାରା ପ୍ରସ୍ତୁତ କରୋନା
Read More...

ରାଜ୍ୟରେ କମୁଛି ସଂକ୍ରମଣ : ଆଜିି ଓଡ଼ିଶାରୁ ୧୯୧୩ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରୁ ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୦୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୮୦୪ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ତୁରନ୍ତ ବୋନସ୍‌ ଦେବା ପାଇଁ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୩୦.୬୭ ଲକ୍ଷ ନନ୍‌-ଗେଜେଟେଡ୍‌ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ତୁରନ୍ତ ବୋନସ୍‌ ଦେବା ପାଇଁ ଘୋଷଣା କରିଛନ୍ତି । ବୋନସ୍‌ ଅର୍ଥରାଶି ପ୍ରାୟ ୩,୭୩୭ କୋଟି ଟଙ୍କା ଗୋଟିଏ ସପ୍ତାହ ମଧ୍ୟରେ ଜାରି କରାଯିବ ବୋଲି କୁହାଯାଇଛି । ଏହି ବୋନସ୍‌ ରେଲୱେ, ପୋଷ୍ଟାଲ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ୟ୍ୟକ୍ରମ ଯେପରି ଅବିରତ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଶିଳ୍ପ ସଂସ୍ଥାଗୁଡିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି
Read More...

ଜେନିଥ୍‌ ଲାୟନ୍ସ ଗୁରୁକୁଳ ଛାତ୍ରଛାତ୍ରୀଙ୍କ ସର୍ବ ଭାରତୀୟ ନିଟ୍-୨୦୨୦ରେ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜେନିଥ୍‌ ଲାୟନ୍ସ ଗୁରୁକୂଳ, ପଦ୍ମପୁରରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରିଥିବା ସଂକେତ ସାହୁ ୬୩୮ ମାର୍କ ଓ ସୁଶ୍ରୀ ଶ୍ରେୟା ଅଗ୍ରୱାଲ ୬୦୫ ମାର୍କ ରଖି ସର୍ବ ଭାରତୀୟ ନିଟ୍ ପରୀକ୍ଷା ୨୦୨୦ରେ କୃତିତ୍ୱ ହାସଲ କରିଛନ୍ତି । ସଂକେତ ସାହୁଙ୍କ ଗ୍ରାମ ଭଟଲି
Read More...

ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ବ୍ୟବହାର ଓ ଗବେଷଣା ନେଇ ଭାରତ- ନାଇଜେରିଆ ମଧ୍ୟରେ ହୋଇଥିବା ବୁଝାମଣାକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ବାହ୍ୟ ଆନ୍ତରୀକ୍ଷର ବ୍ୟବହାର ଓ ଗବେଷଣା ସଂକ୍ରାନ୍ତରେ ଭାରତ-ନାଇଜେରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ର ନେଇ ସବିଶେଷ ଅବଗତ
Read More...

ଆଜି କାଳରାତ୍ରି ବେଶରେ ମା’ : ଆସନ୍ତୁ ଜାଣିବା ମହାତ୍ମ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି ବେଶରେ ମା’ ପୂଜା ପାଉଛନ୍ତି । ଜଗତ ଜନନୀଙ୍କ କାଳରାତ୍ରି ବେଶ ସବୁଠୁ ମହତ୍ୱପୂର୍ଣ୍ଣ ବେଶ ବୋଲି କୁହାଯାଇଥାଏ
Read More...

ଆଇପିଏଲ : ବୋଲରଙ୍କ କମାଲ ପ୍ରଦର୍ଶନ ଯୋଗୁଁ କୋଲକାତାକୁ ସହଜରେ ହରାଇଲା ବାଙ୍ଗାଲୋର

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ଲକ୍ଷ୍ୟକୁ ପିଛା କରି ୧୩.୩ ଓଭରରେ ୨ ୱିକେଟ ହରାଇ ୮୫ ରନ୍‌ କରି
Read More...

ଜମ୍ମୁ-କଶ୍ମୀରରେ ୨୦୨୦-୨୧ ବର୍ଷ ପାଇଁ ସେଓ କ୍ରୟ ଲାଗି ବଜାର ହସ୍ତକ୍ଷେପ ଯୋଜନାର ମିଆଦ ବୃଦ୍ଧିକୁ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ଚଳିତ ଆର୍ଥିକ ବର୍ଷ ନିମନ୍ତେ ଜମ୍ମୁ-କଶ୍ମୀରରେ ସେଓ କିଣିବା ପାଇଁ ବଜାର ହସ୍ତକ୍ଷେପ ଯୋଜନା (ଏମଆଇଏସ) ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ
Read More...