Daily Archives

ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ : ଜାଣନ୍ତୁ ମହାତ୍ମ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ସମଲେଇଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ସହର ଅନେକ ଦେବୀ ପୀଠରେ ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ । ଦଧାନା
Read More...

ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ମାତା ଲକ୍ଷ୍ମୀପ୍ରିୟାଙ୍କ ବୟସ ୭୫ ବର୍ଷ ହେଉଥିଲା । ଗତ କିଛି ସମୟ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ କିଛି ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Read More...

ବିଶ୍ୱର ସବୁଠୁ ଅଧିକ ଘାତକ ମିସାଇଲ୍‌ ତିଆରି କଲା ଚୀନ୍‌ : ଆଖି ପିଛୁଳାକେ ରଚିବ ଧ୍ୱଂସର ତାଣ୍ଡବ

ବେଜିଂ : ସୁପର୍‌ପାୱାର୍‌ ଦୌଡ଼ରେ ଆମେରିକାକୁ ପଛରେ ପକାଇବା ପାଇଁ ସବୁବେଳେ ପ୍ରସ୍ତୁତି ଜାରି ରଖିଛି ଚୀନ୍‌ । ଚୀନ୍‌ର ଏୟାର୍‌କ୍ରାଫ୍ଟ କେରିଅର୍‌ରେ ମୁତୟନ ବିମାନ ଏଚ୍‌-୬ଏନ୍‌ ସବୁଠୁ ଅଧିକ ଘାତକ ମିସାଇଲ୍‌ ବାହକ ବୋଲି ରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଚ୍‌-୬ଏନ୍‌ ଫାଇଟର୍‌
Read More...

ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତିଙ୍କ ପରଲୋକ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତି ଗୋପାଳଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ସେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଅତି ଘନିଷ୍ଠ ସହଯୋଗୀ ଭାବରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ଅନେକ ଦିନ
Read More...

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୧୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ନଈକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣା : ଦେଖୁ ଦେଖୁ ଲିଭିଗଲା ସମ୍ଭାବନାମୟ ଦୁଇଟି ଜୀବନ ଦୀପ : ଝୁରୁଛି ସାନ…

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଲନଦୀ ବ୍ରିଜ୍‌ ଉପରୁ ଡେଇଁ ଦୁଇ ଭଉଣୀ ଅନ୍‌ମୋଲ ଓ ଆଂଚଲ ଆତ୍ମହତ୍ୟା କରିବାର ତୃତୀୟ ଦିନରେ ଶବ ମିଳିଥିବା ବେଳେ ଆଇନଗତ କାମ ଉତାରୁ ଗୁଡ଼ଭେଲାରେ ପହଂଚିଥିଲା ଦୁଇ ଶବ । କରୁଣ କାନ୍ଦଣାରେ ଫାଟି ପଡ଼ିଲା ଗୁଡ଼ଭେଲା ମାଟି । ଦୁଇ ଭଉଣୀ ଗୋଟିଏ ଜୁଇରେ
Read More...

ବଜ୍ରକାପ୍ତା ଉଦ୍ଧାର : ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଳା ରାଜକୋଠି ଠାରେ ଓଡିଶା କ୍ରାଇମ୍‌ ବ୍ରାଂଚ ସ୍ପୋସାଲ୍‌ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ପକ୍ଷରୁ ବଜ୍ରକାପ୍ତା ଉଦ୍ଧାର କରାଯାଇ ଥିବାର ଖବର ମିଳିଛି । ସୂଚନା ଅନୁସାରେ ଏସଟିଏଫ୍‌କୁ ବଜ୍ରକାପ୍ତା ଚୋରା ଚାଲଣାର ଖବର ମିଳିବାରୁ
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି : ଇମ୍‌ରାନ୍‌ ଖାନ୍‌

ଇସ୍‌ଲାମାବାଦ୍‌ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫ୍‌ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ ବୋବାଲ୍‌ କରିଛନ୍ତି । ସୂଚନା ଅନୁସାରେ ନୱାଜ୍‌ ସରିଫ୍‌ ଦେଶର ସେନାଧ୍ୟକ୍ଷ ଜେନେରାଲ କମର ଜାୱେଦ
Read More...

ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ

ସାନଖେମୁଣ୍ଡି, (କେପିଏନ୍‌ଏସ୍‌) : କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଏହି ଅଘଟଣ ବିଲମ୍ବିତ ରାତିରେ ଘଟିଛି ବୋଲି ଖବର ମିଳିଛିି । ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଭଂଜନଗର ଡାକ୍ତରଖାନା ଓ ପରେ ଉଚ୍ଚ ଚିକ୍ରିସା ପାଇଁ ବ୍ରହ୍ମପୁର ବଡ
Read More...

ଅସହାୟ ବୃ‌ଦ୍ଧା‌ଙ୍କୁ ମିଳୁନି କୌଣସି ସରକାରୀ ସହାୟତା

ତୁରେକେଲା, (କୈଳାଶ ସଗ୍ରିଆ) : ଖଗସା ଗ୍ରା:ପ: ଅନ୍ତର୍ଗତ ଖଗସା ଗାଁର ଚମ୍ପା ପୁଟେଲ (୭୩) ଅବିବାହିତା ଜଣେ ବୃଦ୍ଧା । ମା' ବାପା, ଭାଇ କେହି ନାହିଁ । ଚମ୍ପା ପୁଟେଲ ନିଜ ଭେଣେଇ ଘରେ ରହି କୁଲି ମଜୁରୀ କରି ପେଟ ପୋଷୁଛ‌ନ୍ତି । ସୂଚନା ଅନୁସାରେ ତାଙ୍କର ପଡିପତ୍ର ବି ନାହିଁ । ଭତ୍ତା
Read More...