Daily Archives

ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୯୩
Read More...

ବିସିଜି ଟୀକା କ’ଣ ବଂଚାଇ ପାରିବ କରୋନା ଭାଇରସ୍‌ରୁ ?

ଲଣ୍ଡନ : ବ୍ରିଟେନ୍‌ର ବୈଜ୍ଞାନିକମାନେ ଏକ ପରୀକ୍ଷଣ ଆରମ୍ଭ କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଯେ ବିସିଜି ଭେକ୍‌ସିନ୍‌ ଦ୍ୱାରା କରୋନା ସଂକ୍ରମିତଙ୍କ ଜୀବନ ବଂଚା ଯାଇ ପାରିବ । ‘ୟୁନିଭର୍‌ସିଟି ଅଫ୍‌ ଏକ୍‌ସେଟର’ରେ ଚାଲିଥିବା ଭେକ୍‌ସିନ୍‌ ଟ୍ରାଏଲ୍‌ରେ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବାର
Read More...

କୁଆଡ଼େ ଗଲେ ମୃତ ସିଆର୍‌ପିଏଫ୍‌ ଯବାନଙ୍କ ପତ୍ନୀ, ଖୋଜୁଛି ସିଆର୍‌ପିଏଫ୍‌

ତୁଷୁରା, (ଅଜିତ କୁମାର ସାହୁ) : କୁଆଡ଼େ ଗଲେ ମୃତ ସିଆରପିଏଫ ଯବାନଙ୍କ ପତ୍ନୀ, ତାଙ୍କୁ ଖୋଜୁଛନ୍‌ନ୍ତି ସିଆରପିଏଫ୍‌ ଅଧିକାରୀ । ସ୍ୱାମୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଆର୍ଥିକ ସହୟତା ପ୍ରଦାନ ଲାଗି ତଦନ୍ତ ପାଇଁ ଆସିଥିବା ସିଆରପିଏଫ ଅଧିକାରୀ ସମ୍ପୃକ୍ତ ଯବାନଙ୍କ ପତ୍ନୀଙ୍କୁ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡ. ବାଳାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ ବେଚୱା କାରଣି’ ଉନ୍ମୋଚିତ

• ‘ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ’ର ନାମ ପରିବର୍ତ୍ତିତ ହୋଇ ହେଲା ଲୋକନେତେ ଡ. ବାଳାସାହେବ ବିଖେ ପାଟିଲ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ• ଡ. ବାଳାସାହେବ ବିଖେ ପାଟିଲଙ୍କ ଉଦ୍ୟମ ଓ ଅବଦାନ ଭବିଷ୍ୟତ ପିଢିକୁ ଅନୁପ୍ରାଣିତ କରିବ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) :
Read More...

ପ୍ରତି ୧୦ ଲକ୍ଷରେ ସର୍ବନିମ୍ନ ସଂକ୍ରମିତ ଓ ମୃତ୍ୟୁ ହାର ସହ ଅଧିକ ଟେଷ୍ଟିଂ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ

• ସକ୍ରିୟ ମାମଲା କ୍ରମାଗତ ଭାବେ ନିମ୍ନମୁଖୀ ରହିଛି• ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୫,୩୪୨ ନୂଆ ପଜିଟିଭ ନୂଆଦିଲ୍ଲୀ, (ପିଆଇବି) : ନିର୍ଦ୍ଦିଷ୍ଟ ରଣକୌଶଳ ଏବଂ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ସମନ୍ୱିତ ପ୍ରଚେଷ୍ଟା ଯୋଗୁ ପ୍ରତି ନିୟୁତ ଜନସଂଖ୍ୟାରେ କମ୍ କରୋନା
Read More...

୧୯୬ ଯୋଡା ‘ଫେଷ୍ଟିଭାଲ୍ ସ୍ପେଶାଲ’ ରେଳ ସେବାକୁ ମନ୍ତ୍ରଣାଳୟର ଅନୁମୋଦନ

• ଅକ୍ଟୋବର ୨୦ ରୁ ନଭେମ୍ବର ୩୦, ୨୦୨୦ ମଧ୍ୟରେ ଚାଲିବ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ• ଫେଷ୍ଟିଭାଲ ସ୍ପେଶାଲ ସେବାଗୁଡିକର ଭଡା ସ୍ୱତନ୍ତ୍ର ଟ୍ରେନ ପାଇଁ ଉଦ୍ଦିଷ୍ଟ ଭଡା ଆଧାରରେ ହେବନୂଆଦିଲ୍ଲୀ, (ପିଆଇବି) : ପାର୍ବଣ ସମୟର ଭିଡ ହ୍ରାସ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୦ ଅକ୍ଟୋବର ରୁ ୩୦
Read More...

କୋଭିଡ୍‌ ସଂକ୍ରାନ୍ତ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀର ଏକବିଂଶ ବୈଠକ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ…

• କରୋନା ମହାମାରୀଜନିତ ଜନସ୍ୱାସ୍ଥ୍ୟ ଆହ୍ୱାନର ଭାରତ ଦୃଢ଼ ମୁକାବିଲା କରିବାରେ ସଫଳ ହୋଇଛି• ଆସନ୍ତା ପାର୍ବଣ ଏବଂ ଶୀତଋତୁ ସମୟରେ କୋଭିଡ୍‌ ପ୍ରତି ସଚେତନ ରହି ଆମକୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବାକୁ ପଡ଼ିବ ନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ସଂକ୍ରାନ୍ତ ଉଚ୍ଚସ୍ତରୀୟ
Read More...

ଆଇପିଏଲ୍‌ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନରେ ହରାଇଲା ଚେନ୍ନାଇ, ତୃତୀୟ ବିଜୟ ସହ ଷଷ୍ଠ ସ୍ଥାନରେ ଚେନ୍ନାଇ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୯ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍।‌ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ବତ୍ତି ଚେନ୍ନାଇ ୧୬୭ ରନ୍ କରିଥିଲା। ଏହାପରେ ଦ୍ବିତୀୟ ପାଳିରେ
Read More...

ଦୁର୍ବଳ ଉପରେ ସବଳର ଅତ୍ୟାଚାର : ୭୧ ବର୍ଷୀୟ ବୃଦ୍ଧଙ୍କ ଭତ୍ତା ବନ୍ଦ କରି ସାହାସିକତା ପ୍ରଦର୍ଶନ କରୁଛି ବ୍ଲକ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନସ୍ଥ ରାଜବୋଡାସମ୍ବର ବ୍ଲକ ପ୍ରଶାସନର ତ୍ର୍ରୁଟି ବିଚ୍ୟୁତି ଖବର ପ୍ରତ୍ୟହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମସ୍ତେ ଅବଗତ ଅଛନ୍ତି । ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ 'ମୋ ସରକାର' ଏବଂ ୫ଟି ଯୋଜନା
Read More...