Monthly Archives

September 2020

ଲୋଇସିଂହା ବିଧାୟକଙ୍କ ବିରୋଧରେ ନାରାବାଜି ପୂର୍ବକ ଭିଡିଓ ଭାଇରାଲ : ବିଜେପି ପକ୍ଷରୁ ଥାନାରେ ଏତାଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଷୀଙ୍କ ଫସଲ ବୀମା ରାଶି ଓ ସାର କଳାବଜାର କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବଲାଙ୍ଗିର ଜିଲା ଆଗଲପୁର ଅଞ୍ଚଳର କେତେକ ଚାଷୀ ଆଗଲପୁର ଡୁଡୁକା ବ୍ଲକ କାର୍ୟ୍ୟାଳୟ ଆଗରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲୋଇସିଂହା ବିଧାୟକଙ୍କ ବିରୋଧରେ
Read More...

ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ପରିବର୍ତ୍ତନକୁ ଏଆଇଡିଏସଓ ର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତ୍ତନ କରିବା ପାଇଁ ରାଜ୍ୟ କ୍ୟାବିନେଟର ଅନୁମୋଦନକୁଏ.ଆଇ.ଡି.ଏସ.ଓ ଓଡିଶା ରାଜ୍ୟ କମିଟି ତରଫରୁ ଦୃଢ ବିରୋଧ କରାଯାଇଛି । ଏ.ଆଇ.ଡି.ଏସ.ଓ ଓଡିଶା ରାଜ୍ୟ ପରିଷଦ ସଭାପତି ଗଣେଶ ତ୍ରିପାଠୀ ଓ ସଂପାଦକ ସୁବାସ ନାୟକ ଏକ ପ୍ରେସ
Read More...

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡି.ପି.ମହାପାତ୍ରଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ହେବାକୁ ଥିବା +୩ର ଷଷ୍ଠ ସେମିଷ୍ଟାର ଓ ପିଜି.ର ଚତୁର୍ଥ ସେମିଷ୍ଟାର ପରୀକ୍ଷା ବିଷୟରେ ଆଲୋଚନା
Read More...

ଟିଟିଲାଗଡରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଚାଲିଛି ଜେସିବି ଲଗାଇ ଜବର ଦଖଲ ଉଚ୍ଛେଦ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବହୁ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହୋଇ ରହିଥିଲା । ଟିଟିଲାଗଡର ଅନେକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନୀମାନେ ଦୋକାନ ଷ୍ଟଲ୍‌ଠୁ ଆଗକୁ ପ୍ରାୟ ୫-୬ ଫୁଟ ବଢେଇ ସ୍ଥାନ ଦଖଲ କରି ଆଡ଼ବେଷ୍ଟେଜ୍‌ ଦେଇ
Read More...

ସାମାଜିକ ଦାୟିତ୍ୱ ପ୍ରତି ସଦା ସଚେତନ ମାହେଶ୍ୱରୀ ସେବା ସଂଗଠନ : ଅସହାୟ ବୃଦ୍ଧାଙ୍କୁ ବଢ଼ାଇଲା ସହଯୋଗର ହାତ

ବଲାଙ୍ଗିର, (ଦେବାଶିଷ ମିଶ୍ର) ; ସାମାଜିକ ଦାୟିତ୍ୱ ପ୍ରତି ସଦା ସଚେତନ ମାହେଶ୍ୱରୀ ସେବଂ ସଂଗଠନ । ଅସହାୟ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସଜାଗ ପ୍ରହରୀ । ଆଜି ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସୁନନ୍ଦା କୁମ୍ଭାର ସୂଚନା ଦେବାରୁ ବଲାଙ୍ଗିର ପୌରପାଳିକା ଅନ୍ତର୍ଗତ ହାତୀପଡ଼ାର ପୂର୍ଣ୍ଣିମା
Read More...

ସଇଁନ୍ତଲାରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା ନିମନ୍ତେ ପଞ୍ଚାୟତ କାର୍ୟ୍ୟାଳୟରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରକ୍ଷା କରି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୩୯ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୪ ଜଣ କରୋନା ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ଏଡ଼ିବି ବ୍ୟାଙ୍କରୁ ୧, କନ୍ଧପାଲିପଡ଼ାରୁ ୨, ବରପାଲିପଡ଼ାରୁ ୧,
Read More...

ଶିକ୍ଷା ନାଁରେ ଚାଲିଛି ବେପାର : ପ୍ରହସନ ପାଲଟିଛି ଶିକ୍ଷା ଅଧିକାର ଆଇନ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଗତ କିଛି ବର୍ଷ ହେଲା କେତେକ ବ୍ୟକ୍ତି ଓ ସଂସ୍ଥା ଶିକ୍ଷା ନାଁରେ ବେପାର କରୁଛନ୍ତି । ଶିକ୍ଷା ନାଁରେ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ହେଉଛି । ତଥାପି ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ସାଧାରଣରେ
Read More...

ଏକାଦଶାହ ଅବସରରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କୁ ଶ୍ରଦ୍ଧା ସୁମନ

ବଲାଙ୍ଗିର : ବଲାଙ୍ଗିର ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧା ସୁମନ ପ୍ରଦାନ କରାଯାଇଛି । ୧୨ ଜୁଲାଇ ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ହରିହର ସାହୁ ଗନ୍ଧରେଲ ଠାରେ ରହିଥିବା ଅନାଥାଶ୍ରମର ପ୍ରତିଷ୍ଠାତା ହୋଇଥିବା ବେଳେ ରେଳୱେ
Read More...

ବିଭିନ୍ନ ମରାମତି କାମ ତଦାରଖ କରୁଛନ୍ତି ଅଧିକାରୀମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ବଡ଼ ଘାଇ ଏବଂ ଘଳିଆଗୁଡ଼ିକୁ ବନ୍ଦ କରାଯିବା କାର୍ଯ୍ୟ ଜଳ ସଂପଦ ବିଭାଗ ଦ୍ୱାରା ଜାରି ରହିଛି । ବିଭାର ବରିଷ୍ଠ ଅଧିକାରୀଙ୍କ ସମେତ କ୍ଷେତ୍ରସ୍ତରରେ କାର୍ଯ୍ୟରତ
Read More...