Monthly Archives

September 2020

ସମ୍ବଲପୁରରେ କରୋନା ସ୍ଥିତି ଜଟିଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରର ଆଉ ଜଣେ ଡାକ୍ତର, ଭାରତୀୟ ଚିକିତ୍ସକ ସଙ୍ଘ ସମ୍ପାଦକ ଡା. ସାଜନ୍ ପାନ୍‌ସାରୀଙ୍କ କରୋନାରେ ମୃତ୍ୟୁ ଘଟିଛି। ୫୭ ବର୍ଷ ବୟସ୍କ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରଥମେ ସମ୍ବଲପୁରରେ ଓ ପରେ ରାଉକେଲାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ
Read More...

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ…

ସମ୍ବଲପୁର(ଦାମୋଦର ପଣ୍ଡା) : ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଘ.୩୦ମି.ରେ ବାହାରିବ ଓ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ
Read More...

ବେଦାନ୍ତ କର୍ମଚାରୀ ନିଖୋଜ ଘଟଣା : ଡ୍ୟାମରୁ ଉଦ୍ଧାର ହେଲା ମୃତ ଦେହ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଟାଙ୍ଗନକନା ଡ୍ୟାମରେ ଗତ ଗୁରୁବାର ଦିନ ନିଖୋଜ ହୋଇଥିବା ବେଦାନ୍ତ କମ୍ପାନୀର କର୍ମଚାରୀ ପ୍ରତ୍ୟୁଷ ପ୍ରଧାନ(୩୨)ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ,
Read More...

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଅଂଚଳରେ ବ୍ୟାପକ ଧାନଚାଷ ନଷ୍ଟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଅଂଚଳରେ ବ୍ୟାପକ ଧାନଚାଷ ନଷ୍ଟ ହୋଇଛି । ମହାନଦୀ, ତେଲ, ସୁକତେଲ, ହରିହର, ଅଙ୍ଗ ଓ ସୁରୁବାଲି ଆଦି ଶାଖା ନଦୀ ଗୁଡିକର ବନ୍ୟା ଯୋଗୁଁ ଜିଲ୍ଲାର ୭୦ରୁ ଉର୍ଦ୍ଧ ନଈକୂଳିଆ ଗାଁର ଶହ ଶହ
Read More...

ଦେଓଗାଁ ଥାନାଞ୍ଚଳରେ ମାତିଛନ୍ତି ଲୁଟେରା ଦଳ : ଗୋଟେ ଦିନରେ ୨ ଲୋକଙ୍କୁ ରାସ୍ତାରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ…

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ପୁଣି ମାତିଲେଣି ଲୁଟେରା ଦଳ। ଗୋଟିଏ ଦିନରେ ଦୁଇଟି ଜାଗାରେ ମାତ୍ର ତିନି ଘଣ୍ଟା ବ୍ୟବଧାନରେ ଲୁଟ୍ ହୋଇଛି। ମଙ୍ଗଳବାର ରାତିରେ ଘଟିଥିବା ଏହି ଲୁଟ୍ ସଂପର୍କରେ ବୁଧୁବାର ଦେଓଗାଁ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଦେଓଗାଁ ପୋଲିସ
Read More...

ମାଁ ସମଲେଶ୍ୱରୀ ରୋଷେୟା ସଂଘର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ରୋଷେୟାମାନଙ୍କୁ ନେଇ ଗଠନ ହୋଇଥିବା ମାଁ ସମଲେଶ୍ୱରୀ ରୋଷେୟା ସଂଘର ନୂଆଖାଇ ଭେଟଘାଟ କାର୍ୟ୍ୟକ୍ରମ ହୋଇଯାଛି । ଏହି ଭେଟଘାଟ କାର୍ୟ୍ୟକ୍ରମରେ ଉପଦେଷ୍ଟା ବିଶ୍ୱମୟ ପୂଜାରୀ ସମସ୍ତଙ୍କୁ ନୁଆଁଖାଇର ଅଭନନ୍ଦନ ଦେବା
Read More...

ଜିଲା ଯାଦବ ସମାଜ ପକ୍ଷରୁ ଦୀପକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁର୍ଲା ସ୍ଥିତ ଭୀମସାର ରେ ବଲାଙ୍ଗିର ଜିଲାରୁ ପ୍ରଥମ କରି ପ୍ଲାଜମା ଦାନ କରଥିବା ଦୀପକ କୁମାର ବାଗଙ୍କୁ ଜିଲା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଯାଦବ ଭବନ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ତାଙ୍କୁ ଯାଦବ ସମାଜ ପକ୍ଷରୁ
Read More...

ନରସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭା ବିଭାଗୀୟ ଗୃହ କମିଟି ବୈଠକ : ଶୋକ ପ୍ରସ୍ତାବ ଆଗତ ପରେ ଆଗାମୀ କାଲି ପର୍ୟ୍ୟନ୍ତ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟର ଭିଡିଓ କନ୍‌ଫରେନ୍ସ ହଲ୍ ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟିର ବିଭାଗୀୟ ସବ୍ କମିଟି ୬ର ବୈଠକ ଅନୁଷ୍ଠିତ ହୋଇଯାଇଛି । ହସ୍ତତନ୍ତ, ବୟନ, ସମବାୟ ଏବଂ ଖାଉଟି କଲ୍ୟାଣ
Read More...

କଂଗ୍ରେସର ବନ୍ୟା ସହାୟତା ଓ ସମନ୍ୱୟ କମିଟି ଗଠିତ : ନରସିଂହଙ୍କ ଅଧ୍ୟକ୍ଷତାରେ ହେଲା ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ପୂର୍ବରୁ ଓଡିଶାରେ ହୋଇଯାଇଥିବା ପ୍ରବଳ ବନ୍ୟା ଓ ତା ଦ୍ୱାରା ଲୋକେ ସମ୍ମୁଖୀନ ହୋଇଥିବା କ୍ଷୟ କ୍ଷତି ଭରଣା, ବନ୍ୟା ପ୍ରପିଡିତଙ୍କୁ ସହାୟତା ତଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ କିପରି ସାହାଯ୍ୟ କରୁଛନ୍ତି ତଥା
Read More...

ବୌଦ୍ଧର ରାମେଶ୍ୱର ବିହାର କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କିଛି ଦିନ ହେଲା ନିୟମିତ ଅନେକ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ଆଜି ବୌଦ୍ଧ ସହରରେ ୧୪ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେଥିପାଇଁ
Read More...