Monthly Archives

September 2020

ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା, ଲଖମରା ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀମାନେ ୨୦୧୯ରୁ ପ୍ରଧାନମନ୍ତ୍ରୀ ଶସ୍ୟବୀମା ଟଙ୍କା ଦାବୀରେ ପାଇକମାଲ ପଦ୍ମପୁର ରାଜ୍ୟ ରାଜପଥ ସ୍ଥିତ ମାଝୀପାଲି ଠାରେ ଆସନ୍ତା ୭ ତାରିଖ ଦିନ ଡାକରା
Read More...

ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ ବାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ପୁରୁଣାକଟକ ବଜାର ଠାରେ ସୋମବାର ପୂର୍ବାହ୍ନରେ ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ ବାଳକ ଗୁରୁତର ହୋଇଛନ୍ତି । ସେ ହେଲେ ପୁରୁଣାକଟକ ଥାନା ଶାଲକଟା ଗ୍ରାମର ଅଭିଳାଶ ମହାଲିକ(୧୭) । ପ୍ରକାଶ ଯେ ଡେପୁଟି
Read More...

ନୀତିଶଙ୍କ ଉପରେ ଲାଲୁଙ୍କ ବକ୍ରୋକ୍ତି : ‘ଭର୍ଚୁଏଲ୍‌ ଫର୍ଚୁଏଲ୍‌ ନେହିଁ, ଏକ୍‌ଚ୍ୟୁଏଲ୍‌ ମେଁ ବତାଓ’

ପାଟଣା : ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ୟୁନାଇଟେଡ଼)ର ଅଧ୍ୟକ୍ଷ ନୀତିଶ କୁମାରଙ୍କ ଆଜି ଭର୍ଚୁଏଲ ର‍୍ୟାଲିରେ ସଂବୋଧନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ଉପରେ ବକ୍ରୋକ୍ତି କରିବାକୁ ଯାଇ କହିଛନ୍ତି ‘ଭର୍ଚୁଏଲ୍‌
Read More...

ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ଟପିଲା : ଗତ ୨୪ ଘଂଟାରେ ଦେଶରେ ଚିହ୍ନଟ ହେଲେ ୯୦,୮୦୨ ଆକ୍ରାନ୍ତ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଭାରତରେ ୪୨ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୯୦,୮୦୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲକୁ ସଂକ୍ରମଣରେ ଗତକାଲିଠୁ ପଛରେ ପକେଇ ସାରିଛି ଭାରତ । ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୪୧.୩୭ ଲକ୍ଷରୁ କିଛି ଅଧିକ
Read More...

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ନିଜ ଜୀବନକୁ ବାଜି ଲଗେଇ ସାମ୍ବାଦିକମାନେ ନିଜ କାର୍ୟ୍ୟକ୍ଷେତ୍ରରେ ଆଗେଇ ଚାଲିଛନ୍ତିି । ତାଙ୍କୁ ଉତ୍ସାହ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ତୁଷୁରା ମାରୱାଡି ମଞ୍ଚ ପକ୍ଷରୁ ଦୈନିକ ଖବର
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୮୬୧ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୮୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୨୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୫୮୩
Read More...

ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ମାଟି ଘର ଭୁଷୁଡ଼ି ଗଲା : ଏବେ ଆଶ୍ରୟଶୂନ୍ୟ ତାଙ୍କ ପରିବାର

ସମ୍ବଲପୁର, (ଦାମୋଦର ପଣ୍ଡା) : ସାରା ବିଶ୍ୱରେ ରଂଗବତୀ ଗୀତ ପ୍ରସିଦ୍ଧ । ଏହି ଗୀତରେ ଯିଏ କଣ୍ଠଦାନ କରିଛନ୍ତି, ସେହି ପ୍ରସିଦ୍ଧ ଗାୟକ ହେଲେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ । ଏତେ ପ୍ରସିଦ୍ଧି ପାଇଥିବା ସତ୍ତେ୍ୱ ତାଙ୍କ ଅବସ୍ଥାରେ କାଣିଚାଏ ବି ସୁଧାର ଆସିନାହିଁ । ଗତ ସପ୍ତାହରେ
Read More...

କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା : ତନାଘନା ଯାଂଚରେ ଲାଗିଛି ପୁଲିସ

ନୂଆଦିଲ୍ଲୀ : କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତନାଘନା ଯାଂଚରେ ଲାଗିଛି ପୁଲିସ । ଗୁଳିକାଣ୍ଡର ଶୀକାର ହୋଇଥିବା କିନ୍ନର ଏକତା ଯୋଷୀଙ୍କ ସହ ତାଙ୍କର ସାଥୀ ଅନିତା ମଧ୍ୟ ସାଂଗରେ ଥିଲେ, ଅଥଚ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ । ଅସାମାଜିକଙ୍କ ଗୁଳିରେ ଏକତା
Read More...

ହିମାଚଳ ପ୍ରଦେଶରେ ଆସନ୍ତା ୧୦ରୁ ଖୋଲିବ ସବୁ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା

ରାଜ୍ୟ ସରକାର ଜାରି କଲେ ଏସ୍‌ଓପି : ମନ୍ଦିରକୁ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା ହେବ ଅଲଗା ଅଲଗାହିମାଚଳ : ହିମାଚଳ ପ୍ରଦେଶ ସରକାର କିଛି ସର୍ତ୍ତ ସହ ଦୀର୍ଘ ୫ ମାସ ପରେ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା ଖୋଲିବାକୁ ଅନୁମତି ଦେଇଛନ୍ତି । ଆସନ୍ତା ୧୦ ସେପ୍ଟେମ୍ବରରୁ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ
Read More...

ମଣିମା ଶୁଣିବା ହେଉ ବନ୍ଦନାର ଡାକ !

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ସ୍ଥିତ ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରି ବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛିି । ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ
Read More...