Monthly Archives

September 2020

ଆଜି ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱନିଧି ସମ୍ବାଦ’

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର
Read More...

ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

• ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ୟ୍ୟକ୍ରମରେ ସାମିଲ• ଆନ୍ତର୍ଜାତିକ ସୌର
Read More...

ପେକ୍ସରେ ମିଳୁନି ୟୁରିଆ ସାର : ବାଧ୍ୟ ହୋଇ କଳାବଜାରୀମୁହାଁ ହେଲେଣି ଚାଷୀ : ଚଢା ଦରରେ ବିକୁଛି ଡିଲର୍

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପେକ୍ସରେ ୟୁରିଆ ସାରର ଘୋର ଅଭାବ ଦେଖାଯାଉଛି । ଯାହାଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ତଳେ ୨ଶହ ପ୍ୟାକେଟ ବଦଳରେ ୧୮୦ ପ୍ୟାକେଟ ସାର୍ ବଣ୍ଟନ କରାଯାଇଥିଲା । ବହୁ ଚାଷୀ ସାର ନ ପାଇ ନିରାଶାରେ ଫେରି
Read More...

ପୂର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ବିଜୟ ପ୍ରଧନୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନଏସ) : ପୂର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ବିଜୟ ପ୍ରଧନୀଙ୍କ ଦେହାନ୍ତ ହୋଇଛି। ହଠାତ୍ ହୃଦ୍ ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଯୁବାବସ୍ଥାରେ ତାଙ୍କ ଦେହାନ୍ତ ପ୍ରିୟଜନଂକୁ ଖୁବ୍ ଦୁଃଖ ଦେଇଥିବା ବେଳେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
Read More...

ଯୋଖିପାଲି ଗ୍ରାମ ୭ ଦିନ ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ : ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ

ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ପାନୀୟ ଜଳଯୋଗାଣ ଠପବରଗଡ଼, (ନିରଂଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ୟ୍ୟନ୍ତ ସଟ୍‌ ଡାଉନ ଘୋଷଣା କଲେ ଯୋଖିପାଲି ଗ୍ରାମର ସରପଞ୍ଚ ତୀର୍ଥବାସୀ ବରିହା । ଏନେଇ ବିଧିବଦ୍ଧ ଭାବେ ପତ୍ର
Read More...

୧୫୦ ଦିନରେ ପହଂଚିଲା ‘ସ୍ମାଇଲ୍‌ ଫର୍‌ ଅଲ୍‌’ର ଖାଦ୍ୟବଂଟନ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ଏହି ସଂକଟ ଯେପରି ବଢ଼ି ନଯାଏ ସେ ଦିଗରେ ସରକାର ତୁରନ୍ତ ସମସ୍ତ ରାଜ୍ୟ ତଥା ଜିଲ୍ଲାମାନଙ୍କୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ସହରରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସର୍ବତ୍ର ଦୋକାନ ବଜାର, ରୋଜଗାର, ଯାନବାହାନ
Read More...

କୋଭିଡ ସୁରକ୍ଷା ପାଇଁ ବଣିକ ସଂଘର ସ୍ମାରକ ପତ୍ର : ଅପରାହ୍ନ ୨ଟାରୁ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ତେଣୁ ଜନ ସାଧାରଣ ଆଶା ଆଶଙ୍କା ମଧ୍ୟରେ ଦିନ ଅତିବାହିତ କରୁଛନ୍ତି । ଏହାକୁ ଦୃଷ୍ଟି ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବଣିକ ସଂଘ ପକ୍ଷରୁ ବିଡିଓଙ୍କୁ ମଙ୍ଗଳବାର ସ୍ମାରକ ପତ୍ର ପ୍ରଦାନ
Read More...

ଉପଜିଲ୍ଲାପାଳଙ୍କ ଗିରଫ ଦାବୀ କଲା ସଚେତନ ମହିଳା ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଚେତନ ମହିଳା ମଂଚ ବଲାଙ୍ଗିର ଉପ-ଜିଲ୍ଲାପାଳଙ୍କ ଗିରଫ ଦାବୀ କରି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଉପଜିଲ୍ଲାପାଳଙ୍କୁ ଅଧସ୍ଥନ କର୍ମଚାରୀଙ୍କୁ ଅସଦାଚାରଣ ଅଭିଯୋଗରେ ରାଜ୍ୟ ମୁଖ୍ୟ ଶାସନ ସଚିବ କାର୍ୟ୍ୟାଳୟ
Read More...

ପଥର ଚୋରା ଚାଲାଣ ବେଳେ ଗାଡ଼ିକୁ ବିଡ଼ିଓଙ୍କ ଯାଞ୍ଚ : ଜିଏସଟି ବିଲ୍ ନଥିବାରୁ ୩୦ ହଜାର ଆଦାୟ କଲେ ଆରଆଇ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ଦେଓଗାଁ ଭୁତିଆରବାହାଲ ରାସ୍ତାରେ ସୋମବାର ଦିନ ପଥର ଚୋରା ଚାଲାଣ ହୋଇ ଆସୁଥିବା ଏକ ହାବାଇ ଗାଡି (ଓଡ଼ି୨୩ଇ୦୭୯୬)କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ ଦେଓଗାଁ ତହସିଲଦାର ନାରାୟଣ ସାହୁ । ଗାଡି ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଯଥା
Read More...

ଗଡ଼ିଲା ସଚେତନତା ରଥ

ବରଗଡ଼, (କେପିଏନ୍‌ଏସ୍‌) : ମହାମାରୀ କରୋନା ଭୟରେ ଲୋକେ ଆତଙ୍କିତ ଥିବାବେଳେ ପ୍ରବାସୀ ଶ୍ରମିକମାନେ ଜୀବିକା ହରାଇ ଭିଟାମାଟିକୁ ଫେରି ଆସିଛନ୍ତି । ସମସ୍ତେ ପରିବାର ପ୍ରତିପୋଷଣ ପାଇଁ ଏବେ ଚିନ୍ତାରେ ଦିନ କାଟୁଥିବା ବେଳେ ଏଭଳି ପରିସ୍ଥିତିରେ କରେନା ମହାମାରୀ ସହ ବଂଚିବା ପାଇଁ ସଚେତନ ହୋଇ
Read More...