Monthly Archives

September 2020

ଉମା ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗର ସମୀକ୍ଷା କଲେ ବିଡିଓ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ଅସନ୍ତୋଷ ପ୍ରକାଶ କରି ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର
Read More...

ମୁଖ୍ୟ ଶାସନ ସଚିବଙ୍କ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ କରିଛନ୍ତି । ସେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟସବୁ କୋଭିଡ଼୍‌ ହସ୍‌ପିଟାଲ୍‌ ବୁଲି
Read More...

ସେପ୍ଟେମ୍ବର ୧୪ରୁ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଚଳିତ ସେପ୍ଟେମ୍ବର ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ
Read More...

ଜିଲ୍ଲା ସାମାଜିକ ସମୀକ୍ଷକଙ୍କ ଖପ୍ରାଖୋଲ ବ୍ଲକ ଅଂଚଳ ଗସ୍ତ : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ, ପଚାରି ବୁଝିଲେ ସମସ୍ୟା

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଲ ଖପ୍ରାଖୋଲ ବ୍ଲକ ଗସ୍ତ କରି ସାମାଜିକ ସମୀକ୍ଷା ଚାଲିଥିବା ଘୁନସର ପଂଚାୟତର ବିଭିନ୍ନ ଗାଁ ବୁଲିବା ସହ ବିଭିନ୍ନ ପ୍ରକଳ୍ପ ଦେଖିଛନ୍ତି । ଚଳିତ ଥର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ
Read More...

ଅସହାୟ ଦୁର୍ଗାଙ୍କୁ ସହାୟ ହେଲେ ମାହେଶ୍ୱରୀ ଗ୍ରୁପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ଗ୍ରୁପ ବିଭିନ୍ନ ସମାଜିକ ସହାୟତା ପାଇ ଅଂଚଳରେ ବେଶ ଜଣଶୁଣା । ଆଜି କୌଣସି ସୁତ୍ରରୁ ଖବର ପାଇ ସମସ୍ତେ ପହଞ୍ଚିଥିଲେ ସ୍ଥାନୀୟ ଡିଆରଡିଏ କାର୍ୟ୍ୟାଳୟ ସାମନାକୁ । ସେଠାରେ ପହଞ୍ଚି ଖବର ପାଇଲେ ଯେ,
Read More...

ରାତିରେ ଚୋରୀ ହୋଇଥିବା ଗାଡି ସନ୍ଧ୍ୟାରେ ଉଦ୍ଧାର : ପୋଲିସ ପକ୍ଷରୁ ତନାଘନା ତଦନ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ରାତିରେ ଚୋରୀ ହୋଇଥିବା ଗାଡି, ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀରେ ଜଣେ ସୋସିଆଲ ମିଡିଆ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ବରଗଡ଼ ପୋୖରାଞ୍ଚଳର ଶିବାନନ୍ଦନଗର
Read More...

ଅଜଣା ରୋଗରେ ଚାଷୀ ହତାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ କୃଷି କାର୍ୟ୍ୟାଳୟରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର, ରସମୁଣ୍ତା, ଡେଙ୍ଗନାଡିହି ଗ୍ରାମରେ ଶତକଡା ୪୦ ଭାଗ ଧାନ ଚାଷ ଜମିରେ ପତ୍ର ପୋଡ଼ା, ବଙ୍କି, ମହିସା, ଗଣ୍ଠି
Read More...

ବଲାଙ୍ଗିର ଜିଲ୍ଲାରେ ୧୨୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୯୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯୫ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ବିବିଏମ୍‌ଚିଏଚ୍‌ରୁ ୬, ସ୍ୱସ୍ତିକ ମାର୍ବଲ୍‌ରୁ ୧, ସାଲେପାଲିରୁ ୧,
Read More...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ମାସ୍କ ବଂଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଏନଏସି କାର୍ଯ୍ୟାଳୟ ପରିସରରେ ସହରର ସମସ୍ତ ଜରୁରୀ ଅଭାବୀ ଲୋକଙ୍କୁ ଆଜି ମାସ୍କ ଏବଂ ସାବୁନ ବଂଟନ କରିଛନ୍ତି । ଏହି ଅବସରରେ ସେ କଂଟାବାଂଜି ଏନଏସିର ଜନସାଧାରଣ କରୋନା ଭଳି ମହାମାରି ସଂକ୍ରମଣ ରୋଗରୁ
Read More...

କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ : ବକେୟା ପାଉଣା ପାଇଁ ହଟହଟା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସମଗ୍ର ପୃଥିବୀକୁ କରୋନା ଗ୍ରାସର ସୂଚନା ପାଇଲା କ୍ଷଣି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ପରତାକୁ ଆଖି ଆଗରେ ରଖି ଓଡିଶାର ପ୍ରାୟତଃ ସମସ୍ତ ସ୍କୁଲମାନଙ୍କରେ ପ୍ରବାସୀ ଓଡିଆ ତଥା କୋଭିଡ-୧୯ରେ ସଂକ୍ରମିତ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ
Read More...